କରୋନା ପଜିଟିଭ ସଂଖ୍ୟା ୯୪କୁ ବୃଦ୍ଧି

0 283

ଭୁବନେଶ୍ୱର : ରାଜ୍ୟରେ ଆଉ ଚାରି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଏ ନେଇ ଶୁକ୍ରବାର ଅପରାହ୍ନରେ ସୂଚନା ଦିଆଯାଇଛି । ନୂଆ ୪ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ ୯୪ରେ ପହଞ୍ଚିଛି । ଏହି ଆକ୍ରାନ୍ତମାନେ ସମସ୍ତେ ଭଦ୍ରକ ଜିଲ୍ଲାର ବୋଲି ପ୍ରାଥମିକ ସୂଚନାରୁ ଜଣାପଡିଛି । ସମସ୍ତଙ୍କର କୋଲକାତା ଲିଙ୍କ୍ ରହିଛି । ତେଣୁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ କଣ୍ଟ୍ରାକ୍ଟ ଟ୍ରେସିଂ ଆରମ୍ଭ କରାଯାଇଛି । ସୂଚନାଯୋଗ୍ୟ ଆଜି ସକାଳୁ ଭଦ୍ରକରେ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ।

hiranchal ad1
Leave A Reply

Your email address will not be published.

fourteen − 4 =