ଭୈରବୀ ବେଶରେ ଦର୍ଶନ ଦେଲେ ମା’ ସୁରେଶ୍ୱରୀ, ମା ଭଗବତୀ ଓ ଦୁର୍ଗା ମନ୍ଦିରରେ ମାଙ୍କ କୁଷ୍ମାଣ୍ଡା ବେଶ

ସୁବର୍ଣ୍ଣପୁର : ସୋନପୁରର ଇଷ୍ଟ ଦେବୀ ମା ସୁରେଶ୍ୱରୀଙ୍କ ପୀଠରେ ଷୋଡଶ ଉପଚାର ପୂଜା ଚାଲୁ ରହିଥିବା ବେଳେ ଆଜି ବୁଧବାର ଭୋର ସମୟରୁ ମନ୍ଦିର ଖୋଲା ଯାଇ ଯଥା ବିଧି ପୂଜାର୍ଚ୍ଚନା ଶେଷ ହୋଇଥିବା ବେଳେ ଆଜି ଭୈରବୀ ବେଶରେ ମା ଉଭା ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ମନ୍ଦିରରେ ନବଦିନ ବ୍ୟାପୀ
Read More...

ନାଗସାପ ଉଦ୍ଧାର

ପୁରୀ : ଚକ୍ରତୀର୍ଥ ରୋଡ ନୂଆସାହି କ୍ଲବ ପରିସରରୁ ଏକ ନାଗସାପ ଉଦ୍ଧାର କରାଯାଇଛି । ୫ ଫୁଟର ନାଗସାପକୁ ଉଦ୍ଧାର କରିଛି ସ୍ନେକ ହେଲ୍ପଲାଇନର ସଂଗ୍ରାମ । ସୂଚନାରୁ ପ୍ରକାଶ ଯେ ଆଜି ଅପରାହ୍ନ ସମୟରେ ଚକ୍ରତୀର୍ଥ ନୂଆସାହିର ଯୁବକମାନେ କ୍ଲବ ପରିସରରେ ସଫା କରୁଥିବାବେଳେ ନାଗ ସାପକୁ ଦେଖିଥିଲେ,
Read More...

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ଶିକ୍ଷକ ଗିରଫ

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ । ଶିକ୍ଷକ ଗିରଫ । ଏଭଳି ଏକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲାର ବଡ଼ବିଲ ଥାନା ଅଞ୍ଚଳରେ ।ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ସଂପୃକ୍ତ ଶିକ୍ଷକ ଅସଦାଚରଣ କରିଥିବା ନେଇ ବଡ଼ବିଲ ଥାନାରେ ଅଭିଯୋଗ ହେବାପରେ ପୋଲିସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସୂଚନା ଅନୁଯାୟୀ
Read More...

ବିଧାୟକ ବିଜୟ ଶଙ୍କର ବିବାହ ମାମଲା: ଆବେଦନକୁ ରୋକିବାକୁ ପହଞ୍ଚିଲେ ସୋମାଲିକା

ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ବିବାହ ମାମଲା । କଟକ ସବ ରେଜିଷ୍ଟ୍ରାର ଅଫିସରେ ହାଜର ହେଲେ ସୋମାଲିକା । ବିଜୟଙ୍କ ବିବାହ ଆବେଦନର ପ୍ରତିବାଦ ପାଇଁ ହେଲେ ହାଜର । ହାଇକୋର୍ଟରେ ମାମଲା ବିଚରାଧୀନ ଥିବା ନେଇ କଟକ ସବ ରେଜିଷ୍ଟ୍ରାର ଅଫିସକୁ କଲେ ଅବଗତ ।ଗତକାଲି ସୋମାଲିକା ହାଇକୋର୍ଟଙ୍କ
Read More...

ମୁଖ୍ୟମନ୍ତ୍ରୀ ନେଲେ ଐତିହାସିକ ନିଷ୍ପତି , ଜମିଜମା ସମସ୍ୟାର ତୁରନ୍ତ ସମାଧାନ ପାଇଁ ନେଲେ ନୀତିଗତ ନିଷ୍ପତି

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଐତିହାସକ ନିଷ୍ପତ୍ତି ନେଇ ବିଭିନ୍ନ ସ୍ଥାନରେ ଜମି ସମସ୍ୟାର ସମାଧାନ କରାଯାଇ ଲୋକଙ୍କୁ ପଟ୍ଟା ଦେବାପାଇଁ ନୀତିଗତ ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଝାରସୁଗୁଡ଼ାର ହୀରାକୁଦ ବନ୍ଧ ବିସ୍ଥାପିତ, ଗଞ୍ଜାମ ସୋରଡା ବ୍ଲକ୍‌, ପୁରୀ ପୌରପାଳିକାରେ ଜମିଜମା
Read More...

ବାଘ ଓ ହାତୀଙ୍କ ସଂଖ୍ୟା ଗଣନା କରିବେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟରେ ଥିବା ବାଘ ଓ ହାତୀଙ୍କ ସଂଖ୍ୟା ଗଣନା କରାଯିବ। ଏନେଇ ସୂଚନା ଦେଇଛନ୍ତି ପିସିସିଏଫ ୱାଇଲ୍ଡ ଲାଇଫ ଏସ କେ ପୋପଲି। ସେ କହିଛନ୍ତି, ନଭେମ୍ବର ୧ ତାରିଖରୁ ବାଘ ଗଣନା ଆରମ୍ଭ ହେବ। ଏଥିଲାଗି ସବୁଠି ଲାଗିବ କ୍ୟାମେରା। ରାଜ୍ୟ ସରକାରଙ୍କର ନିଜସ୍ଵ ଉଦ୍ୟମରେ ପ୍ରଥମ ଥର ପାଇଁ
Read More...

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ, ଏକକାଳୀନ ୯ ଟି ଜାଗାରେ ଚଢାଉ

ଭୁବନେଶ୍ବର (ହୀପ୍ର ) ୧୮/୧୦/୨୦୨୩,ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଅନୁଗୁଳ ଜିଲ୍ଲା ପାଲଲହଡ଼ା ବିଇଓ ଅଫିସରେ ସମଗ୍ର ଶିକ୍ଷା ଅଭିଯାନର ବୈଷୟିକ ପରାମର୍ଶଦାତା ଭାବେ କାର୍ଯ୍ୟରତ ପ୍ରସନ୍ନ କୁମାର ପାଣିଙ୍କ ଘରେ ଭିଜିଲାନ୍ସ ଚଢାଉ । ଅନୁଗୁଳ,
Read More...

ସରକାରୀ କର୍ମଚାରୀଙ୍କୁ ମିଳିବ ଦୀପାବଳି ବୋନସ

ଦିପାବଳୀରେ କେନ୍ଦ୍ରୀୟ କର୍ମଚାରୀଙ୍କୁ ମୋଦି ସରକାର ଦେଲେ ଏକ ବଡ ଉପହାର । ସରକାର ମଙ୍ଗଳବାର ଦିନ ଦିପାବଳୀ ବୋନସ ଘୋଷଣା କରିଛନ୍ତି। ଏହା ଅଧୀନରେ ଗ୍ରୁପ୍ ବି ଏବଂ ଗ୍ରୁପ୍ ସି ବର୍ଗର କର୍ମଚାରୀମାନେ ୩୦ ଦିନର ବେତନ ସହିତ ସମାନ ଟଙ୍କା ପାଇବେ । ଦିପାବଳୀ ଅବସରରେ କେନ୍ଦ୍ର ସରକାରୀ
Read More...

ବିଜେପି କୃଷକ ମୋର୍ଚ୍ଚା ତରଫରୁ ନୂଆଖାଇ ଭେଟ୍‌ଘାଟ୍‌

ବୌଦ୍ଧ,୧୭/୧୦:- ଆଜି ସ୍ଥାନୀୟ ଟାଉନହଲ୍‌ ଠାରେ ଏକ ଜିଲ୍ଲାସ୍ତରୀୟ କର୍ମଶାଳା ସହିତ ନୂଆଁଖାଇ ଭେଟ୍‌ଘାଟ୍‌ ଉତ୍ସବ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସଭାପତି ରବି କୁମାର ଦେଓଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁଶାନ୍ତ ପ୍ରଧାନ, ବରିଷ୍ଠନେତା ସୁକାନ୍ତ
Read More...

ବଲାଙ୍ଗିର ଜିଲ୍ଲା ପରିଦର୍ଶନରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ

ପାଟଣାଗଡ଼ : ବଲାଙ୍ଗିର ପରିଦର୍ଶନରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ୍‌ ତ୍ରିପାଠୀ । ବଲାଙ୍ଗିର ଗସ୍ତର ପ୍ରଥମ ଦିନରେ ଅନେକ ଉନ୍ନୟନମୂଳକ ପ୍ରକଳ୍ପର ପରିଦର୍ଶନ କରିବା ସହ ଅଞ୍ଚଳବାସୀଙ୍କ ବିଭିନ୍ନ ଦାବିକୁ ଗୁରୁତ୍ୱ ଦେଇ ସହାୟତା
Read More...