ବିଧାୟକ ମୋକିମଙ୍କ ରଘୁନାଥଜୀଉ ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ
କଟକ: ଆଜି ବାରବାଟୀ–କଟକ ବିଧାୟକ ଇଂ. ମହମ୍ମଦ ମୋକିମ ଦେଉଳସାହି ସ୍ଥିତ ରଘୁନାଥଜୀଉ ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନରେ ଯାଇଥିଲେ । ଏହି ଅବସରରେ ବିଦ୍ୟାଳୟର ସମସ୍ତ ଉନ୍ନତିକରଣ ଓ ବିକାଶମୂଳକ କାର୍ଯ୍ୟ ଗୁଡିକ ବୁଲି ଦେଖିଥିଲେ । ବିଦ୍ୟାଳୟର ପରିବେଶ ଓ ଉନ୍ନୟନ କାର୍ଯ୍ୟର ଉଚ୍ଚ ପ୍ରଶଂସା!-->…
Read More...
Read More...