ମହାନଦୀ ବିହାରରେ ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପ ଶିଳାନ୍ୟାସ ଓ ଉଦ୍‌ଘାଟିତ

କଟକ : ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା କଟକ ସହରକୁ ବିକାଶ କରିବା ପାଇଁ ଯେଉଁଭଳି ପଦକ୍ଷପ ନେଉଛନ୍ତି ସେଥିମଧ୍ୟରୁ କଟକ ମହାନଗର ନିଗମର ୱାର୍ଡ ନଂ -୪୭, ମହାନଦୀ ବିହାରସ୍ଥିତ ୫ଟି ଅର୍ନ୍ତଭୁକ୍ତ ଗୃହ ଓ ନଗର ଉନ୍ନୟନ ବିଭାଗ ମଂଜୁର ପ୍ରା ପ୍ତ କଟକ
Read More...

ଦାଦନ ଶ୍ରମିକଙ୍କ ତାମିଲନାଡୁରେ ମୃତ୍ୟୁ: ସମବେଦନା ଜଣେଇଲା ଆଦିବାସୀ ସଂଘ

ପାଟଣାଗଡ,୧୨/୧୦:- ଦାଦନ ଦୁଃଖରେ ଜୀବନ ଚାଲିଯିବା ସହ ପରିବାର ଏବେ ବେସାହାରା । ଏମିତି ଲୋମଟାଙ୍କୁରା ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ ଯୁବା ପଞ୍ଚାୟତର ଡଙ୍ଗରତଲ ଗ୍ରାମରେ । ଡଙ୍ଗରତଲ ଗ୍ରାମର ହେମରାଜ ଧରୁଆ (୪୦)ବିଗତ ଦିନରେ ତାମିଲନାଡୁକୁ ଦାଦନ ଖଟିବାକୁ ଯାଇ ଏକ କୁକୁଡ଼ା
Read More...

ସଚେତନ ରହିଲେ ସୁରକ୍ଷିତ ରହିବା :ସାଇବର ଏକ୍ସପର୍ଟ
ଦାରିଙ୍ଗବାଡ଼ି ଥାନା ତରଫରୁ ସାଇବର କ୍ରାଇମ ସୁରକ୍ଷା ସଚେତନତା

ବାଲିଗୁଡ଼ା/ଦାରିଙ୍ଗବାଡି,୧୨/୧୦: ରାଜ୍ୟ ସରକାରଙ୍କ ପକ୍ଷରୁ ସାଇବର କ୍ରାଇମ ନେଇ ଚାଲିଛି ସଚେତନତା କାର୍ଯ୍ୟକ୍ରମ । ଏହି ପରିପ୍ରେକ୍ଷୀରେ ଦାରିଙ୍ଗବାଡ଼ି ଥାନା ପକ୍ଷରୁ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଦାରିଙ୍ଗବାଡ଼ିସ୍ଥିତ ବିଭିନ୍ନ ସ୍କୁଲ
Read More...

ନବରଙ୍ଗପୁର ଜିଲ୍ଲା ସ୍ତରୀୟ ମହକ -୨୦୨୩

ନବରଙ୍ଗପୁର:- ସ୍ଥାନୀୟ ବୈଭବ କଲ୍ୟାଣ ମଣ୍ଡପଠାରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ତରଫରୁ ଜିଲ୍ଲା ସ୍ତରୀୟ ମହକ -୨୦୨୩ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ବିଭିନ୍ନ ଶିଶୁ ଗୃହରେ ରହୁଥିବା ପିଲାମାନଙ୍କର ଲୁକ୍କାୟିତ ଥିବା କଳା ପ୍ରତିଭା ଯେପରି ନାଚ, ଗୀତ, ଚିତ୍ରାଙ୍କନକୁ ସମସ୍ତଙ୍କ
Read More...

ହରଭଙ୍ଗା ବ୍ଲକରେ ସାଇବର ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ

ହରଭଙ୍ଗା,୧୨/୧୦:- ବିଭିନ୍ନ ସମୟରେ ସାଧାରଣ ଜନତା ସାଇବର ଠକାମିରେ ନିଜର ଅର୍ଜିତ ସମ୍ପତି ହରାଇ ବସୁଥିବା ସାଧାରଣରେ ଲୋକଲୋଚନକୁ ଆସିଛି । ଏହାର ସୁରକ୍ଷା ଉପରେ ସରକାର ପୋଲିସ ପ୍ରଶାସନକୁ ନେଇ ସାଇବର ଠକାଇ ସଚେତନତା କାର୍ଯ୍ୟକ୍ରମ ସାରା ଓଡ଼ିଶାରେ ଆରମ୍ଭ କରିଥିବାବେଳେ ଆଜି ବୌଦ୍ଧ ଜିଲ୍ଲା
Read More...

ପୁରୀ ହୋଟେଲ ଓ ରେଷ୍ଟୁରାଣ୍ଟ ସଂଘକୁ ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜାଣନ୍ତୁ କାହିଁକି

ପୁରୀ : ଶ୍ରୀମନ୍ଦିରରେ ଭକ୍ତଙ୍କ ଶାଳୀନତାପୂର୍ଣ୍ଣ ପୋଷକ ପରିଧାନ ପ୍ରସଙ୍ଗ । ପୁରୀ ହୋଟେଲ୍‌ ଓ ରେଷ୍ଟୁରାଣ୍ଟ ସଂଘକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଚିଠି । ବହିରାଗତ ଯାତ୍ରୀ ବା ଦର୍ଶନାର୍ଥୀଙ୍କୁ ସଚେତନ କରିବା ପାଇଁ ଲଜିଂ,ଗେଷ୍ଟ ହାଉସ୍‌, ହୋଟେଲ ଓ ପର୍ଯ୍ୟଟନ ଶିଳ୍ପ ସହ ଜଡିତ ସମସ୍ତ
Read More...

କଳିଙ୍ଗା ଘାଟିରେ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ

ଘୁ ଉଦୟଗିରି: ସ୍ଥାନୀୟ ବ୍ଲକ ଅଧିନରେ ଥିବା କଳିଙ୍ଗା ଘାଟିରେ ଆଜି ସକାଳ ୭ ଘଟିକା ସମୟରେ (ଏମପି ୦୪ ଜିଏ ୩୭୪୨) ନମ୍ୱର ବିଶିଷ୍ଟ ଟ୍ରକ୍‌ କଳିଙ୍ଗା ଘାଟିର ପ୍ରଥମ ବୁଲାଣୀରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ପ୍ରାପ୍ତ ସୂଚନା ଅନୁସାରେ ଉକ୍ତ ଟ୍ରକ୍‌ଟି ବ୍ରହ୍ମପୁର ଯାଉଥିବା ବେଳେ
Read More...

ଆସନ୍ତା କୁମାର ପୂର୍ଣ୍ଣିମାରେ ଚନ୍ଦ୍ର ଗ୍ରହଣ, ଶ୍ରୀମନ୍ଦିରରେ ହେବ ସ୍ୱତନ୍ତ୍ର ନୀତିକାନ୍ତି

ପୁରୀ : ଆସନ୍ତା କୁମାର୍‌ ପୂର୍ଣ୍ଣିମାରେ ପଡୁଛି ଚନ୍ଦ୍ର ଗ୍ରହଣ । ଏଥିପାଇଁ ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିର ସ୍ୱତନ୍ତ୍ର ନୀତି କାନ୍ତି ଅନୁଷ୍ଠିତ ହେବ । ଏହି ଦିନ ଚକ୍ରରାଜ ସୁଦର୍ଶନ ଚାରିଆଶ୍ରମ ପରିକ୍ରମା କରି ରତ୍ନସିଂହାସନରେ ବିଜେ କରିବେ । ଗ୍ରହଣ ସ୍ପର୍ଶର ୯ଘଣ୍ଟା ପୂର୍ବରୁ ପାକତ୍ୟାଗ
Read More...

ଅଟୋ-ବାଇକ ମୁହାଁମୁହିଁ ଧକ୍କା,୨ ମହିଳା ଗୁରୁତର

ଗଣିଆ: ଗଣିଆ-ଭୁବନେଶ୍ୱର ମୁଖ୍ୟ ରାସ୍ତାର ରାଜକିଆରି ପେଟ୍ରୋଲ ପମ୍ପ ନିକଟରେ ବୁଧବାର ସନ୍ଧ୍ୟା ୭ଘଟିକା ସମୟରେ ଅଟୋ ସହିତ ଏକ ବାଇକର ମୁହାଁମୁହିଁ ଧକ୍କା ହୋଇଥିଲା । ଏଥିରେ ଦୁଇଜଣ ମହିଳା ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ବାଣପୁରରୁ କାନପୁର ଥାନା କାଞ୍ଜିଆପଦା
Read More...

ଆଠଗଡ ବିଜେଡି ତରଫରୁ ଦୋରଡ଼ ଓ ସଠିଲୋ ପଞ୍ଚାୟତରେ ଜନସମ୍ପର୍କ ପଦଯାତ୍ରା

ଆଠଗଡ: ଆଠଗଡ ବିଜୁ ଜନତା ଦଳ ତରଫରୁ ଜନ ସମ୍ପର୍କ ପଦ ଯାତ୍ରା ଦୋରଡ଼ ଓ ସଠିଲୋ ପଂଚାୟତରରେ ଅନୁଷ୍ଠିତ ହୋଇଯାଇଛି । ଏହି ପଦଯାତ୍ରାକୁ ଆଠଗଡ ବିଜୁ ଜନତା ସଭାପତି ରବୀନ୍ଦ୍ର ନାଥ ରାଉତ ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବରେ ଭାରତ ସର୍ବୋଚ୍ଚ ନ୍ୟାୟଳୟର୍‌ ଯୁବ ଆଇନଜୀବୀ ତଥା ସମାଜସେବୀ
Read More...