“ହୀରାଞ୍ଚଳ’ର ମହା ପ୍ରଭାବ, ଖବର ପ୍ରକାଶନ ପରେ ମରାମତି ହେଲା ୫୭ ନଂ ଜାତୀୟ ରାଜପଥ
ଦଶପଲ୍ଲା : ଗତ କିଛିଦିନ ତଳେ ଦୈନିକ "ହୀରାଞ୍ଚଳ'ରେ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ସମ୍ପର୍କରେ ଖବର ପ୍ରକାଶନ ପରେ ଜାତୀୟ ରାଜପଥ ପ୍ରାଧିକରଣର ନିଦ୍ରାଭଂଗ ହୋଇଛି । ରାଜପଥର ବିଭିନ୍ନ ସ୍ଥାନରେ ଥିବା ଖାଲ ଗାଡ଼ ଗୁଡିକର ମରାମତି କାର୍ଯ୍ୟ ଆରମ୍ଭ ହୋଇଛି । ଆଜି ଦଶପଲ୍ଲା ଠାରୁ!-->…
Read More...
Read More...