ବିଶ୍ୱ ହିନ୍ଦୁ ପରିଷଦ ବୌଦ୍ଧର ସଂଯୋଜକ ସଞ୍ଜିବ କୁମାର ଓ କୋଷାଧ୍ୟକ୍ଷ ହେଲେ ହେମନ୍ତ ଚଂପତ୍ତି
ବୌଦ୍ଧ,୧୫/୯:- ବୌଦ୍ଧଜିଲ୍ଲା ବିଶ୍ୱ ହିନ୍ଦୁ ପରିଷଦର ଏକ ଜରୁରୀ ବୈଠକ ବାବୁସାହିସ୍ଥିତ କାର୍ଯ୍ୟାଳୟ ଠାରେ ସଭାପତି ଶମ୍ଭୁ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସର୍ବସମ୍ମତିକ୍ରମେ କର୍ମକର୍ତ୍ତାରେ ପରିବର୍ତ୍ତନ କରାଯାଇ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି ।!-->…
Read More...
Read More...