ମହାନଦୀରେ କୁମ୍ଭୀର ଆତଙ୍କ
ସୁବର୍ଣ୍ଣପୁର:ମହାନଦୀ ଅବବାହିକାରେ କୁମ୍ଭୀର ଆତଙ୍କ ଦେଖା ଦେଇଥିବା ବେଳେ ସୋନପୁର ମହାନଦୀରେ ମଧ୍ୟ ଆଜି କୁମ୍ଭୀର ଆତଙ୍କ ଦେଖାଦେଇଛି । ସୋନପୁର- ହିକୁଡି ମହାନଦୀ ବ୍ରିଜ ଉପରକୁ ଏକ କୁମ୍ଭୀର ଦଳ ଦେଖି କିଛି ଯୁବକ ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ଭାଇରାଲ କରିଥିବା ଦେଖିବାକୁ ମିଳିଛି!-->…
Read More...
Read More...