ମହୁଲି ମଦ ସହ ବାଇକ ଜବତ, ଜଣେ ଗିରଫ
ଚମ୍ପୁଆ:- ଚମ୍ପୁଆ ଅଂଚଳରେ ଦିନକୁ ଦିନ ଚୋରା ମହୁଲୀ କାରବାର ବୃଦ୍ଧି ପାଉଥିବା ବେଳେ ଅବକାରୀ ବିଭାଗ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି । ଚମ୍ପୁଆ ଏକ ଉପାନ୍ତ ଅଂଚଳ ହୋଇଥିବା ହେତୁ ଏହି ଅଂଚଳକୁ ପଡୋଶୀ ଝାଡଖଣ୍ଡ ରାଜ୍ୟରୁ ବିଭିନ୍ନ ମାଧ୍ୟମରେ ମହୁଲି ମଦ ଅନାୟସରେ ପ୍ରବେଶ କରିବା ସହ ଗାଁ!-->…
Read More...
Read More...