ସୁବର୍ଣ୍ଣପୁର ରେ ସହଜ ସମାଧି ଧ୍ୟାନ କାର୍ଯ୍ୟକ୍ରମ
ସୁବର୍ଣ୍ଣପୁର: ଗତ ଡିସେମ୍ବର ୧ ରୁ ୩ ତାରିଖ ପର୍ଯ୍ୟନ୍ତ ସୋନପୁରର ଗୋପାଳଜୀ ଯୋଗାଳୟ ଠାରେ ତିନିଦିନ ଧରି "ସହଜ ସମାଧି ଧ୍ୟାନ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । "ମହାନଦୀ ଧାରା' ଶିକ୍ଷାନୁଷ୍ଠାନ ଦ୍ୱାରା ଉକ୍ତ କାର୍ଯ୍ୟକ୍ରମଟି ଆୟୋଜିତ ହୋଇଥିଲା । ସେଠାରେ ଭାନୁମତୀ ନରସିଂହମ୍ଙ୍କ (!-->…
Read More...
Read More...