ବିଜେପି ଶିବିରରେ ଉତ୍ସାହ, ସଂଧ୍ୟା ୬ଟା୩୦ରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ
ମଧ୍ୟପ୍ରଦେଶ, ରାଜସ୍ଥାନ ଟ୍ରେଣ୍ଡକୁ ନେଇ ବିଜେପି ଶିବିରରେ ଉତ୍ସାହ ଦେଖିବାକୁ ମିଳିଛି । ଚାରିଆଡେ ହସ ଉଲ୍ଲାସର ସହ ବିଜୟକୁ ପାଳୁଛି ବିଜେପି । ମିଳିଥିବା ସୂଚନା ଅନୁସାରେ ଦିଲ୍ଲୀ ମୁଖ୍ୟାଳୟରେ କର୍ମୀଙ୍କୁ ସଂଧ୍ୟା ୬ଟା ୩୦ରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦି । ୨୦୨୪ ନିର୍ବାଚନ!-->…
Read More...
Read More...