ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦରର କାର୍ଯ୍ୟ ସମୀକ୍ଷା କଲେ ରାଜ୍ୟ ପରିବହନ ମନ୍ତ୍ରୀ

ପୁରୀ : ପୁରୀରେ ହେବାକୁ ଥିବା ଶ୍ରୀ ଜଗନ୍ନାଥ ଅନ୍ତର୍ଜାତୀୟ ବିମାନ ବନ୍ଦରର କାର୍ଯ୍ୟ ସମୀକ୍ଷା କରିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୀ । ଆଜି ପୁରୀ ଗସ୍ତରେ ଆସି ମନ୍ତ୍ରୀ ବିମାନ ବନ୍ଦର ନିର୍ମାଣ ହେଉଥିବା ସ୍ଥଳକୁ ଯାଇ କାର୍ଯ୍ୟର ଅଗ୍ରଗତି ଦେଖିଛନ୍ତି । ତେବେ ବିମାନ ବନ୍ଦର
Read More...

ଗଣିଆରେ ଗଠନ ହେଲା ନୂତନ ସାମ୍ବାଦିକ ସଂଘ, ବିଶ୍ୱରଂଜନ ହେଲେ ସଭାପତି

ଗଣିଆ: ନୟାଗଡ ଜିଲା ଗଣିଆ ବ୍ଲକ କାର୍ଯ୍ୟରତ ସମ୍ବାଦିକ ସଂଘ ତରଫରୁ ବୁଧବାର ନୂତନ କର୍ମକର୍ତା ମନୋନୟନ କରାଯାଇଛି । ସଂଘର ୯ଜଣ ସଭ୍ୟଙ୍କୁ ନେଇ ସିଧାମୂଳାସ୍ଥିତ ଡାକବଙ୍ଗଳା ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ସର୍ବସମ୍ମତିକ୍ରମେ ସଭାପତି ଭାବେ ବିଶ୍ୱରଂଜନ ସେଠୀଙ୍କୁ ଚୟନ
Read More...

ପିତାମ୍ବରପୁର ପଞ୍ଚାୟତରେ ସଚେତନତା ଶିବିର

ହରଭଙ୍ଗା :ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍‌ ର ପିତାମ୍ବରପୁର ପଞ୍ଚାୟତ ପରିସରରେ ୱାଇସିଡିଏ ବୌଦ୍ଧ ଓ ବିଏନ୍‌ଆଇ ବାଙ୍ଗାଲୋର୍‌ ତରଫରୁ ଏକ ସଚେତନ ଶିବିର ସରପଞ୍ଚଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ମାନସିକ ସ୍ୱାସ୍ଥ୍ୟ ସମ୍ପର୍କିତ ଗଠିତ ବିକାଶ ପରିବାର ଉପରେ ସଚେତନତା
Read More...

ବେଦାନ୍ତ ଲାଞ୍ଜିଗଡ ପକ୍ଷରୁ ଲାଞ୍ଜିଗଡରେ଼ ନୂତନ ଜୀବିକା ପ୍ରକଳ୍ପର ଶୁଭାରମ୍ଭ, ଛେଳି ଚାଷ ଆୟବୃଦ୍ଧିରେ ସହାୟକ ହେବ

ଭବାନୀପାଟଣା: ବେଦାନ୍ତ ଆଲୁମିନିୟମ ଲିମିଟେଡ଼ ଲାଞ୍ଜିଗଡ଼, ଲାଞ୍ଜିଗଡ ବ୍ଲକର ଭଟାଙ୍ଗପଦର ଗ୍ରାମ ପଂଚାୟତରେ ଏକ ନୂତନ ଛେଳି ଚାଷ ପ୍ରକଳ୍ପ ରାଜ୍ୟ ସଭା ସାଂସଦ ସୁଜିତ କୁମାରଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭଟାଙ୍ଗପଦରରେ ୨୬ ଟି ଗାଁର ଲୋକଙ୍କୁ ୨୦୦ରୁ ଅଧିକ ଛେଳି
Read More...

୧୩ ବର୍ଷ ପରେ ବି ଆସିଲେନି ବିଭାଗୀୟ ଡାକ୍ତର, ଆଟେଣ୍ଡାଣ୍ଟ ହାତରେ ୟୁନାନୀ ଡାକ୍ତରଖାନା

ଚମ୍ପୁଆ: ୧୩ ବର୍ଷ ବିତିଯାଇଥିଲେ ମଧ୍ୟ ୟୁନାନୀ ଡାକ୍ତରଖାନାର ଡାକ୍ତର ନିଯୁକ୍ତ ହୋଇନଥିବା ବେଳେ ଆଟେଣ୍ଡାଂଟ ହାତରେ ଚାଲିଛି ଡାକ୍ତରଖାନା । ଏପରିକି ଆର୍ୟୁବେଦିକ ଡାକ୍ତରଙ୍କୁ ଭାରପ୍ରାପ୍ତ ଦାୟିତ୍ୱ ଦିଆଯାଇଥିଲେ ମଧ୍ୟ ତାହା କେବଳ ନାମକୁ ମାତ୍ର । ଫଳରେ ୟୁନାନୀ ସେବା ପାଇବାରୁ ଦୀର୍ଘ ୧୩
Read More...

ନୂଆପଡା-ହାଟଗାଁ କେନାଲ ରାସ୍ତା ଶୋଚନୀୟ,ମରାମତି ପାଇଁ ଦାବି

ହରଭଙ୍ଗା :ଦୀର୍ଘ ୫କିଲୋମିଟର ରାସ୍ତା ପିଚୁ ଉଠିବା ସହିତ ମେଟାଲ ବାହାରିବା ଓ ବିଭିନ୍ନ ସ୍ଥାନରେ ଖଳଖମା ହୋଇ କାଦୁଅରେ ଜନସାଧାରଣ ଯାତାୟତ କରିବା ଭଳି ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି ହରଭଙ୍ଗା ବ୍ଲକ ବୀରନରସିଂ ପୁର ପଞ୍ଚାୟତ ଅନ୍ତର୍ଗତ ନୂଆପଡା -ହାଟଗାଁ କେନାଲ ରାସ୍ତା । ସୂଚନା
Read More...

ବହୁବୃତ୍ତି ଶିକ୍ଷାନୁଷ୍ଠାନରେ ପ୍ରବେଶିକା ଉତ୍ସବ

ବୌଦ୍ଧ : ବହୁବୃତ୍ତି ଶିକ୍ଷାନୁଷ୍ଠାନରେ ଚଳିତ ବର୍ଷର ନୂତନ ଛାତ୍ର ଛାତ୍ରୀ ଓ ଅଭିବାବକମାନଙ୍କୁ ନେଇ ସମସ୍ତ ଶିକ୍ଷକମାନଙ୍କ ଗହଣରେ ପ୍ରବେଶିକା ଉତ୍ସବ ଓ ଅନୁସ୍ଥାପନ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସୁଶାନ୍ତ କୁମାର ନାୟକ, ଜିଲ୍ଲା ନିୟୋଜନ ଅଧିକାରୀ
Read More...

ଶ୍ରୀଜୀଉଙ୍କୁ ଦର୍ଶନ କଲେ କେନ୍ଦ୍ର ଅର୍ଥ ମନ୍ତ୍ରୀ

ପୁରୀ : ପୁରୀରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିବା ସହ ବେଢା ପରିକ୍ରମା, ପାର୍ଶ୍ୱ ଦେବାଦେବୀ ଓ ବିମଳା ମନ୍ଦିରରେ କଲେ ଦର୍ଶନ । ଭିତର କାଠ ନିକଟରେ ମହାପ୍ରଭୁଙ୍କ ଦର୍ଶନ କରିଥିବା ବେଳେ କିଛି ଦାନ ମଧ୍ୟ ପ୍ରଦାନ କରିଛନ୍ତି ।
Read More...

ବିପଦସଂକୁଳ ଅବସ୍ଥାରେ ବିଦ୍ୟୁତ ବିଭାଗ ଏଗାର କେଭି ଟ୍ରାନ୍ସଫର୍ମର

ବୌଦ୍ଧ : ବୌଦ୍ଧ ସହରର ଚନ୍ଦ୍ରଚୂଡ଼ ମହାନଦୀ ଆଳତୀ ଘାଟ ପୂର୍ତ୍ତ ବିଭାଗ ରାସ୍ତା କଡରେ ବିଦ୍ୟୁତ ବିଭାଗର ଟ୍ରାନ୍ସଫର୍ମର ରହିଛି । ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସୁଲଭ ଶୌଚାଳୟ କରିବା ପାଇଁ ଗାତ ଖୋଳାଯାଇ ଅଧାରେ କାମ ବନ୍ଦ ରହିଛି । ଗାତରେ ଗାଈଗୋରୁ ପଡି କ୍ଷତ ବିକ୍ଷତ ହେଉଥିବା
Read More...

୮୭ ଗ୍ରାମ ହିରୋଇନ୍‌ ଜବତ, ଜଣେ ଗିରଫ

ପୁରୀ : ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ଜିଲ୍ଲା ସଦର ରେଞ୍ଜର ନିରୀକ୍ଷକା ମାନସୀ ସାହୁଙ୍କ ନେତୃତ୍ୱରେ ଏକ ଟିମ ପିପିଲି ଥାନା ଅଧୀନରେ ଥିବା ତାରା ମଣ୍ଡପ ଅଂଚଳରେ ଚଢ଼ାଉକରି ଆସାମୀ ଜଗନ୍ନାଥ ସେଠୀ(୨୬)ଙ୍କୁ ଗିରଫ କରିଛନ୍ତି । ତାଙ୍କ ଠାରୁ
Read More...