ବାଲିଗୁଡ଼ା ବନାଞ୍ଚଳର ଲଣ୍ଡାଗାଁ ଅଞ୍ଚଳରେ ୮ଟିକିଆ ହାତୀପଲ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନାଞ୍ଚଳର ଖମଣଖୋଲ ଅଞ୍ଚଳରେ ଆଠଟିକିଆ ହାତୀପଲ । ପଡୋଶୀ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅଞ୍ଚଳରୁ ଏହି ହାତୀପଲ କନ୍ଧମାଳ ସିମାନ୍ତ ଖମଣଖୋଲ ଅଞ୍ଚଳକୁ ପଶି ଆସିଥିବା ଜଣାପଡ଼ିଛି । ସେପଟେ ହାତୀପଲକୁ ଟ୍ରାକ୍ କରିବା ସହ ଘଉଡ଼ାଇବାକୁ ଉଦ୍ୟମ ଯାରି ରଖିଛି!-->…
Read More...
Read More...