ଦାଦାକୁ ଟାଙ୍ଗିଆରେ ହାଣି ହତ୍ୟା କଲା ପୁତୁରା
ଆନନ୍ଦପୁର: ଘରେ ଶୋଇଥିବା ଅବସ୍ଥାରେ ଦାଦାକୁ ଟାଙ୍ଗିଆରେ ହାଣି ହତ୍ୟା କଲା ପୁତୁରା। ମୃତକ ଜଗବନ୍ଧୁ ଦେଓଗାମ ବୋଲି ଜଣାପଡ଼ିଛି । ପରିବାର ପକ୍ଷରୁ ଏନେଇ ଥାନାରେ ଲିଖିତ ଅଭିଯୋଗ ପରେ ତଦନ୍ତ କରୁଛି ପୁଲିସ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ସୁନ୍ଦୁରିଆ ଗାଁରେ ଏଭଳି ଘଟଣା ଘଟିଛି ।
!-->!-->!-->…
Read More...
Read More...