ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ଧର୍ମେନ୍ଦ୍ର ପ୍ରଧାନ
ପୁରୀ- ବିହାର ନିର୍ବାଚନରେ ଏନ୍ ଡି ଏ ବିପୁଳ ସଫଳତା ପାଇ ସରକାର ଗଠନ କରିଚି। ଏହି ଅବସରରେ ଶ୍ରୀ ମନ୍ଦିର ଆସି ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।ପୁରୀରେ ପହଁଚିବା ପରେ ଅଠରନଳା ଠାରୁ ତାଙ୍କୁ ବିରାଟ ଶୋଭାଯାତ୍ରାରେ ବଡ଼ଦାଣ୍ଡ ଦେଇ ଶ୍ରୀମନ୍ଦିରରେ!-->…
Read More...
Read More...