ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଚାଲିଗଲା 5ଜଣଙ୍କ ଜୀବନ
ନୂଆଦିଲ୍ଲୀ ; ବିହାରର ବେତିୟା ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଛି । ଏଥିରେ ୧୨ ଜଣ ଆହତ ମଧ୍ୟ ହୋଇଛନ୍ତି । ଏକ ଦ୍ରୁତଗାମୀ କାର୍ ବିବାହ ଶୋଭାଯାତ୍ରାରେ ଯାଉଥିବା ଲୋକମାନଙ୍କୁ ଧକ୍କା ଦେଇଥିଲା ଯାହା ଫଳରେ ଏହି ଅଘଟଣ ଘଟିଥିବା!-->…
Read More...
Read More...