ଉଦ୍ଧାର ହେଲା ୧୨ ଫୁଟରୁ ଅଧିକ ଲମ୍ବର ଅହିରାଜ ସାପ
ଦଶପଲ୍ଲା : ଦଶପଲ୍ଲା ବନାଞ୍ଚଳ ଅଧିନସ୍ଥ କଇମ ଗ୍ରାମରୁ ଉଦ୍ଧାର ହୋଇଛି ଏକ ବିରାଟକାୟ ଅହିରାଜ ସାପ । ମିଳିଥିବା ସୂଚନା ଅନୁଯାୟୀ, କଇମ ଗ୍ରାମର ପଞ୍ଚାନନ ଆଶ୍ରମ ନିକଟରେ ଏକ ଗ୍ରାମୀଣ ବଜାର ରହିଛି । ବଜାରର ଘର ଭିତରେ କିଛି ଦିନ ହେବ ଶଶି ଗୋସେଇଁ ନାମକ ଜଣେ ସାଧୁ ରହିଆସୁଥିଲେ । ସାଧୁ ଜଣକ!-->…
Read More...
Read More...