ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ : ବିଶ୍ୱପ୍ରସିଦ୍ଧ ରଥଯାତ୍ରା ୨୦୨୩ ପାଇଁ ପୁରୀରେ ପହଞ୍ଚିଛି ତୃତୀୟ ପର୍ଯ୍ୟାୟ ରଥକାଠ । ଦଶପଲ୍ଲା ବନଖଣ୍ଡରୁ ଏକ ଟ୍ରକ ଯୋଗେ ୨୪ ଖଣ୍ଡ ରଥକାଠ ଆଜି ଆସି ପୁରୀରେ ପହଞ୍ଚିଛି । ଉଭୟ ଅସନ ଓ ଧଉରା କାଠ ଆସିଥିବା ବେଳେ ଏଥିରେ ୨୦ ଫୁଟିଆ ୧୮ଟି ଏବଂ ୧୨ ଫୁଟିଆ ୬ଟି ରଥକାଠ ରହିଛି । ତେବେ ରଥ
Read More...

୪୭୬ ବୋତଲ କଫ ସିରପ ଜବତ, ୩ ଗିରଫ

ଖପ୍ରାଖୋଲ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅଞ୍ଚଳର କେତେକ ସ୍ଥାନରେ ବେଆଇନ କଫ ସିରପ କାରବାର ହେଉଥିବା ବେଳେ ଜଣେ ପରେ ଜଣେ ଅଭିଯୁକ୍ତ ପୁଲିସ ହାତରେ ଧରା ପଡୁଥିବା ଦେଖିବାକୁ ମିଳୁଛି । ଖପ୍ରାଖୋଲ ପୁଲିସର ସଫଳ ଗୋଟିଚାଳନା ସ୍ଥାନୀୟ ଅଞ୍ଚଳର କଫ ସିରପ ମାଫିଆମାନଙ୍କୁ ପୁଲିସ ଧରିବାରେ
Read More...

ମହାଦେବୀ ମାଁ ସମଲେଶ୍ୱରୀ ଦେବୀଙ୍କ ମନ୍ଦିର ପ୍ରତିଷ୍ଠା ଓ ଦେବୀଯଜ୍ଞ ମହୋତ୍ସବ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗୋର୍ଲା ଗ୍ରାମ ପଞ୍ଚାୟତର ବୈଜଳପୁର୍‌ଠାରେ ମାଁ ସମଲେଶ୍ୱରୀ ଦେବୀଙ୍କ ମନ୍ଦିର ପ୍ରତିଷ୍ଠା ଦେବିଯଜ୍ଞ ମହୋତ୍ସବ ଅନୁଷ୍ଠିତ । ଏହି ମାଁଙ୍କ ମନ୍ଦିର ପାଇଁ ବିଧାୟକ ପାଣ୍ଠିରୁ ୧୭ ଲକ୍ଷ ଟଙ୍କା ବ୍ୟୟରେ ତିଆରି ହୋଇଥିବାବେଳେ ଆଜି
Read More...

ପ୍ରବିତ୍ର ରାମ ନବମୀରେ ହିନ୍ଦୁ ସମାଜର ବିଶାଳ ଶୋଭାଯାତ୍ରା

ଫୁଲବାଣୀ:- କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରରେ ପ୍ରଥମ ବର୍ଷ ଶ୍ରୀରାମ ନବମୀ ଶୁଭ ଅବସରରେ ହିନ୍ଦୁ ସମାଜ ପକ୍ଷରୁ ବିଶାଳ ଶୋଭାଯାତ୍ରା ଆୟୋଜନ ହୋଇଥିଲା । ଏହି ଶୋଭାଯାତ୍ରରେ ପ୍ରାୟ ୫୦୦୦ରୁ ଉର୍ଦ୍ଧ୍ୱ ବିଭିନ୍ନ ଜାତି ଧର୍ମର ଭକ୍ତ ଏକତ୍ରିତ ହୋଇ ସ୍ଥାନୀୟ ଜଗନ୍ନାଥ ମନ୍ଦିରରୁ ବାହାରି ବଜାର
Read More...

ପୁଣି ପୁରୀ ବଡ଼ଦାଣ୍ଡରେ ଅଗ୍ନିକାଣ୍ଡ

ପୁରୀ:ପୁଣି ପୁରୀ ବଡ଼ଦାଣ୍ଡରେ ଅଗ୍ନିକାଣ୍ଡ । ମେଡିକାଲ ଛକ ଟ୍ରାଫିକ ପୋଷ୍ଟ ନିକଟରେ ଘଟିଛି ଅଗ୍ନିକାଣ୍ଡ । ଏକ ବ୍ୟାଟେରୀ ଅଟୋରେ ନିଆଁ ଲାଗି ଯାଇଥିବା ଦେଖିବାକୁ ମିଳିଛି । ନିଆଁକୁ ଆୟତ୍ତ କରିବା ପାଇଁ ଅଟୋ ଡ୍ରାଇଭରଙ୍କ ସହ ସ୍ଥାନୀୟ ଲୋକେ ଓ ଟ୍ରାଫିକ ପୋଲିସ ଉଦ୍ୟମ କରିଥିବା ବେଳେ
Read More...

କେନାଲକୁ ଖସିଲା ବରଯାତ୍ରୀ ଗାଡି : ୭ଜଣ ମୃତ, ୪ ଗୁରୁତର

ସମ୍ବଲପୁର: ଆଜି ଭୋରରେ ସ୍ଥାନୀୟ ପରମାନପୁରରୁ ଝାରସୁଗୁଡ଼ା ଜିଲ୍ଲା ଅନ୍ତର୍ଗତ ନିଜ ଗାଁ ଲଧରାକୁ ଫେରୁଥିବା ଏକ ବରଯାତ୍ରୀ ଗାଡ଼ି ନିୟନ୍ତ୍ରଣ ହରାଇ ରାସ୍ତାକଡ଼ କେନାଲରେ ପଡ଼ିଯିବା ଫଳରେ ସେଥିରେ ବସିଥିବା ୭ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଏବିଷୟରେ
Read More...

ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସମାବର୍ତ୍ତନ ଉତ୍ସବ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣୀ ବ୍ଳକ ଅନ୍ତର୍ଗତ କେରାଣ୍ଡି ଗ୍ରାମ ପଞ୍ଚାୟତର ନୂଆ କେରାଣ୍ଡି ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବିଦାୟକାଳୀନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉଜ୍ୱଳ ଭବିଷ୍ୟତ କାମନା କରି ବିଦ୍ୟାଳୟର ଶିକ୍ଷକ
Read More...

ବାଲିଗୁଡାରେ ଚାଇଲ୍ଡ ଲାଇନର ସମ୍ମିଳନୀ:ସମଗ୍ର କନ୍ଧମାଳ ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ ଜିଲ୍ଲା କରିବା ପାଇଁ ଆହ୍ୱାନ

ବାଲିଗୁଡା: କନ୍ଧମାଳ ଜିଲ୍ଲାରେ ଶିଶୁ ମାନଙ୍କୁ ସାହଯ୍ୟ, ସହଯୋଗ ଓ ସୁରକ୍ଷା ପ୍ରଦାନ ପାଇଁ ଅହରହ କାର୍ଯ୍ୟ କରି ଆସୁଥିବା ଚାଇଲ୍ଡ ଲାଇନ ପକ୍ଷରୁ ବାଲିଗୁଡ଼ା ସ୍ଥିତ ବନବାସୀ ସେବା ସମିତି ସଭାଗୃହ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସମିତି ପରିସରରେ ଥିବା
Read More...

ଶିକାର କରିବାକୁ ଗଲାବେଳେ ଦୁଇ ଶିକାରୀ ଗିରଫ

ଦଶପଲ୍ଲା : ଜଙ୍ଗଲ ମାଫିଆଙ୍କ ପାଇଁ ଶନିଗ୍ରହ ଭାବେ ଜଣାଶୁଣା ଫରେଷ୍ଟର ସୂର୍ଯ୍ୟ କାନ୍ତ ମହାରଣା । ନୟାଗଡ଼ ବନଖଣ୍ଡ ମହିପୂରୁ ବନାଞ୍ଚଳ ଅଧୀନସ୍ଥ ଗାତେରୀ ପଂଚାୟତର ସୁରୁକାବାରୀ ନିକଟରେ ଗତରାତ୍ରୀ ସମୟରେ ବନ କର୍ମଚାରୀମାନେ ପେଟ୍ରୋଲିଂ କରୁଥିଲେ । ଏହି ସମୟରେ ଶିକାର କରିବାକୁ ବାହାରି ଥିବା
Read More...

ଦଣ୍ଡ ଯାତ୍ରାରେ କାଳିସୀର ମୃତ୍ୟୁ, ମୃତ୍ୟୁର କାରଣ ଅସ୍ପଷ୍ଟ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ଦଣ୍ଡ ନୃତ୍ୟ ବେଳେ କାଳିସୀର ମୃତ୍ୟୁ ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ଗତକାଲି ହରଭଙ୍ଗା ବ୍ଲକ କୁସଙ୍ଗ ପଂଚାୟତ ଅନ୍ତର୍ଗତ ଅତଲସରା ଗ୍ରାମରେ କରଡ଼ି ଓ ମାଳି ପଦର( ଓଡସିଙ୍ଗା) ଗ୍ରାମର ୨ ଦଣ୍ଡ ଯାତ୍ରା ଦଳ ଦଣ୍ଡ ନାଚ
Read More...