ଜାମୁସାହି ବସ୍‌ଷ୍ଟାଣ୍ଡରେ ଧରାଗଲା ୨୨ କେଜି ଗଞ୍ଜେଇ

0 355

ଦଶପଲ୍ଲା,୩/୬: – ଆଜି ବାଣିଗୋଛା ପୋଲିସକୁ ମିଳିଛି ବଡ଼ ସଫଳତା । ଆଜି ବାଣିଗୋଛା ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ଜାମୁସାହି ବସଷ୍ଟାଣ୍ଡରେ ସନ୍ଦେହଜନକ ଅବସ୍ଥାରେ ଜଣେ ବ୍ୟକ୍ତିଙ୍କୁ ତନଖି କରିବାବେଳେ ତାଙ୍କ ନିକଟରୁ ୨୨ କେଜି ଗଞ୍ଜେଇ ଜବତ କରାଯାଇଛି । ଧରାପଡିଥିବା ବ୍ୟକ୍ତି ଜଣକ ହେଲେ ବିହାର ସାକାରାମ୍‌ ଜିଲ୍ଲାର ରମାକାନ୍ତ ପାଶୱାନ ବୋଲି ଜଣାପଡିଛି । ଆଜି ତାକୁ ବାଣିଗୋଛା ପୋଲିସ ଗିରଫ ( ୫୨/୨୦୨୩ ) କରି କୋର୍ଟ ଚାଲାଣ କରିଥିବା ବାଣିଗୋଛା ଥାନାଧିକାରୀ ସଂଜୟ କୁମାର ମଲ୍ଲିକ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

fifteen − 8 =