ବାୟୋଫ୍ଲକ ପଦ୍ଧତି ମାଛ ଚାଷର ଉଦଘାଟନ କଲେ ଗଜପତି ଜିଲ୍ଲାପାଳ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣୀ ବ୍ଲକର କେରାଣ୍ଡି ପଞ୍ଚାୟତର ରାମ ସାଗର ନିକଟରେ ବାୟୋଫ୍ଲକ ପଦ୍ଧତିରେ କରାଯାଇଥିବା ମାଛ ଚାଷର ପରିଦର୍ଶନ କରି ରିବନ କାଟି ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଉଦ୍‌ଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ପ୍ରଶାସକ
Read More...

ଓଡ଼ିଶା ସାମ୍ୱାଦିକ ସଙ୍ଘର ଜିଲା ସାଧାରଣ ପରିଷଦ ବୈଠକ

ନବରଙ୍ଗପୁର ଓଡିଶା ସାମ୍ବାଦିକ ସଙ୍ଘ (ଓଜେୟୁ), ନବରରଙ୍ଗପୁର ଜିଲ୍ଲା ଶାଖାର ସାଧାରଣ ପରିଷଦ ବୈଠକ ଜିଲ୍ଲା ସଭାପତି ଶିବ ଶଙ୍କର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆରଏମସି ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଉପଜିଲାପାଳ ପ୍ରଶାନ୍ତ କୁମାର ରାଉତ ଯୋଗଦେଇ
Read More...

ବାର୍‌ହା ଆକ୍ରମଣରେ ଯୁବକ ଗୁରୁତର

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ସିନାପାଲି ବନାଂଚଳ ଅଧିନସ୍ଥ ଟଙ୍କାମାଲ ଗ୍ରାମର ଜଣେ ଯୁବକ ବାର୍‌ହା ଆକ୍ରମଣରେ ଗୁରୁତର ହୋଇଥିବା ଜଣାପଡିଛି । ପ୍ରକାଶ ଯେ, ସିନାପାଲି ବନାଂଚଳ ଅଧିନସ୍ଥ ଟଙ୍କାମାଲ ଗ୍ରାମର ଯୁବକ ଯୁବରାଜ ଚିନ୍ଦା (୪୫) ବାର୍‌ହା ଆକ୍ରମଣରେ ଗୁରୁତରହୋଇଥିବା ଜଣାପଡିଛି । ଯୁବକ
Read More...

୨୬ ପଞ୍ଚାୟତର ୧୪୩ ନୂତନ ହିତାଧିକାରୀଙ୍କୁ ମିଳିଲା ଭତ୍ତା

ନୂଆପଡା : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକର ୨୬ଟି ଗ୍ରାମ ପଞ୍ଚାୟତର ଆଜି ନୂତନ ଭାବରେ ଭତ୍ତା ପ୍ରଦାନ କରାଯାଇଛି । ବ୍ଲକ ସଭାଗୃହରେ ଏନେଇ ଅନୁଷ୍ଠିତ ସଭାରେ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ନନ୍ଦ, ବ୍ଲକ ଉପାଧ୍ୟକ୍ଷ ଗୌତମ ତାଣ୍ଡି, ବିଧାୟକ ପ୍ରତିନିଧି ଅକ୍ଷୟ ନନ୍ଦ ଗୋଷ୍ଠୀ ଉନ୍ନୟନ ଅଧିକାରୀ
Read More...

ଲଙ୍କାପୋଡି ଯାତ୍ରା ଓ କୁଆଁରିଆ ମହୋତ୍ସବ ପାଇଁ ଦେବୋତ୍ତର ବିଭାଗର ପ୍ରସ୍ତୁତି ବୈଠକ

ଦଶପଲ୍ଲା : ଦଶପଲ୍ଲା ବ୍ଲକ୍‌ ସଭା ଗୃହ ପରିସରରେ ରବିବାର ଦିନ ଲଙ୍କାପୋଡି ଯାତ୍ରା ଓ କୁଆଁରିଆ ମହୋତ୍ସବ ପାଇଁ ଦେବୋତ୍ତର ବିଭାଗ ତରଫରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସ୍ଥାନୀୟ ବିଧାୟକ ରମେଶ ଚନ୍ଦ୍ର ବେହେରା, ତହସିଲଦାର କୁମାର ରଥ, ବିଡିଓ ସଞ୍ଜୟ କୁମାର
Read More...

ସମବାୟ ବ୍ୟାଙ୍କିଙ୍ଗ୍‌ ସେବା କର୍ମଶାଳା

ଦଶପଲ୍ଲା: ଦଶପଲ୍ଲା ଏନଏସି ଅନ୍ତର୍ଗତ ଲୁଣିବଗିଚାଠାରେ ମହାବୀର ସେବା ସମବାୟ ସମିତି ଆନୁକୂଲ୍ୟରେ ବ୍ୟାକିଙ୍ଗ ସେବା ସମ୍ବନ୍ଧୀୟ କର୍ମଶାଳା ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି । ସମିତିର ସଭାପତି ଦେବରାଜ ସାହୁଙ୍କ ପୌରହିତରେ ଅନୁଷ୍ଠିତ କର୍ମଶାଳାରେ ଅତିଥି ରୂପେ ଏନଏସି ଅଧକ୍ଷା ପୁନମ
Read More...

ବାଲୁକା କଳା ମାଧ୍ୟମରେ ବିଶ୍ୱ ପଖାଳ ଦିବସର ଶୁଭେଚ୍ଛା ଜଣାଇଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

ପୁରୀ : ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ପଖାଳ ଦିବସ ଭାବେ ପାଳନ କରାଯାଉଛି । ଏହାକୁ ପାଳନ କରିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ବିଭିନ୍ନ ଅନୁଷ୍ଠାନ, ବଡ ବଡ଼ ହୋଟେଲ୍‌ ପକ୍ଷରୁ ଏହି ପଖାଳ ଦିବସକୁ ସ୍ୱତନ୍ତ୍ର ଭାବେ ଆୟୋଜନ କରାଯାଉଛି । ଏହି ଅବସରରେ ବିଶ୍ୱ ପଖାଳ ଦିବସର ଶୁଭେଛା
Read More...

ଆଜି ଶ୍ରୀମନ୍ଦିରରେ ଖସାପଡା ନୀତି, ସଂଧ୍ୟା ୫ଟାରୁ ୧୦ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ : ଆଜି ଶ୍ରୀମନ୍ଦିର ରତ୍ନସିଂହାସନରେ ମହାପ୍ରଭୁଙ୍କ ଖସାପଡା ନୀତି ଅନୁଷ୍ଠିତ ହେବ । ଏଥିପାଇଁ ଅପରାହ୍ଣ ୫ ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଶ୍ରୀମନ୍ଦିର ପାଳନ ହୁଏ ବାର ମାସରେ ୧୩ ପର୍ବ । ସେଥି ମଧ୍ୟରୁ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି ଭିତରେ
Read More...

ସିନାପାଲି ମହାବିଦ୍ୟାଳୟରେ ୩୭ତମ ବାର୍ଷିକ ଉତ୍ସବ

ସିନାପାଲି : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ସଦର ସିନାପାଲି ମହାବିଦ୍ୟାଳୟରେ ୩୭ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଯୋଗଦାନ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ସାମୁଏଲ୍‌ ଦାନି, ସିନାପାଲି
Read More...

ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜର ପରିଷଦ ପରାମର୍ଶଦାତା ବୈଠକ

ନୂଆପଡା : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଳକ ଚଳାନପଡା ସ୍ଥିତ ଖଡ଼ିଆଳ ପାଟଣା କ୍ଷତ୍ରିୟ ସାମାଜ ଗୃହ ପରିସର ମଧ୍ୟରେ ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜ ପରିଷଦ ଓ ପରାମର୍ଶଦାତା ବୈଠକ କୁଳପତି ଶମ୍ଭୁ କିଶୋର ଦଣ୍ଡସେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସଙ୍ଗଠକ ପରମେଶ୍ୱର ବାରିକ
Read More...