ବାଇକ ଡ଼ିକିରୁ ଟଙ୍କା ଲୁଟ ଘଟଣାରେ ଦୁଇ ଗିରଫ
ସୋନପୁର: ବାଇକ ଡ଼ିକି ଭାଙ୍ଗି ଟଙ୍କା ଲୁଟ ଘଟଣାରେ ଆଜି ସୋନପୁର ପୋଲିସ ଗଞ୍ଜାମ ଜ଼ିଲ୍ଲା ଆସ୍କା ଥାନା ଅଞ୍ଚଳରୁ ଦୁଇ ଜଣ ଲୁଟେରାଙ୍କୁ ଗିରଫ କରିବାରେ ସଫଳ ହୋଇଛି । ପ୍ରକାଶ ଥାଉ ଯେ ଗତ ୬ତାରିଖରେ ସୋନପୁର ବରୋଦା ବ୍ୟାଙ୍କରୁ ଖଲିଆପାଲି ଗାଁର ରୋହିତ କୁମାର ସାହୁ ଦୁଇ ଲକ୍ଷ ଟଙ୍କା ନେଇ!-->…
Read More...
Read More...