ଝିଅ ମାନଙ୍କ ସୁରକ୍ଷା ଓ ନିରାପତ୍ତା ନିମନ୍ତେ ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି : ଆଜି ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମେଳନ କକ୍ଷରେ ଝିଅ ମାନଙ୍କ ନିରାପତ୍ତା ଓ ସୁରକ୍ଷା ନିୟମାବଳୀ ଉପରେ ଏକ ଦିବସୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାରେ ଥିବା ସମସ୍ତ ସରକାରୀ
Read More...

ବୁଢାରଜା ପୀଠରୁ କ୍ଷୁଦ୍ର ଚଳଚ୍ଚିତ୍ର “ଫଗୁନ’ର ଶୁଭ ମୁହୂର୍ତ୍ତ

କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣିର ଆରଧ୍ୟ ଦେବତା ପ୍ରଭୁ ବୁଢ଼ାରଜାଙ୍କ ପୀଠରୁ ବୁଧବାର କଳାହାଣ୍ଡିର କଳା, ସଂସ୍କୃତି, ଐତିହ୍ୟ, ପରମ୍ପରା, ସଚେତନଧର୍ମି ସୁନ୍ଦର କ୍ଷୁଦ୍ର ଚଳଚ୍ଚିତ୍ର 'ଫଗୁନ'ର ଶୁଭ ମୁହୂର୍ତ୍ତ ହୋଇଛି । କାରୁଣ୍ଡ ପ୍ରଡକ୍ସନ ନିବେଦିତ ଏହି କ୍ଷୁଦ୍ର
Read More...

ବିଭିନ୍ନ କାର୍ଯ୍ୟର ଅଗ୍ରଗତି ଦେଖିବା ସହ ପାଠ ପଢାଇଲେ ସାଂସଦ ଡ. ସାମନ୍ତ

ଫୁଲବାଣୀ : ତିନି ଦିନିଆ କନ୍ଧମାଳ ଗସ୍ତରେ ଆସିଥିବା ସାଂସଦ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିଥିଲେ । ଫୁଲବାଣୀ ଠାରେ ମେଡିକାଲ କଲେଜ ନିର୍ମାଣ ଅଗ୍ରଗତି କାର୍ଯ୍ୟ ବୁଲି ଦେଖିଲେ ସାଂସଦ ଡ଼. ଅଚ୍ୟୁତ ସାମନ୍ତ । ତାଙ୍କ ସହ କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ଓ
Read More...

ଖରିଆରରୋଡ଼ରେ ଆଇପିଏଲ ବେଟିଂ, ଛତିଶଗଡ଼ର ୫ ଯୁବକ ଗିରଫ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ଖରିଆରରୋଡ଼ ସହରରେ ଆଇପିଏଲ ଚାଲିଥିବାବେଳେ ପୁଲିସର ଚଢଉ । ଏହି ଚଢଉ ସମୟରେ ପୁଲିସ ଛତିଶଗଡ଼ ରାଜ୍ୟର ୫ଜଣ ଯୁବକଙ୍କୁ ଗିରଫ କରିବା ସହ ୪ ଲ୍ୟାପଟପ୍‌, ୨୧ ମୋବାଇଲ, ୧୫ ଏଟିଏମ୍‌ କାର୍ଡ, ୧୦ ଚେକବୁକ୍‌ ଜବତ କରିଛି । ସୂଚନା ଅନୁଯାୟୀ, ଗତକାଲି
Read More...

ଶିକାରୀ,ବ୍ୟବସାୟୀଙ୍କୁ ଧରିଲା ବନବିଭାଗ; ବାଘପଞ୍ଝା, ବଜ୍ରକାପ୍ତା କାତି, ହରିଣ ଛାଲ, ବନ୍ଧୁକ ଜବତ

ଦଶପଲ୍ଲା: ନୟାଗଡ଼ ମହାନଦୀ ବନ୍ୟପ୍ରାଣୀ ବିଭାଗର ବାଣୀଗୋଛା (ପୂର୍ବ) ବନାଞ୍ଚଳକୁ ଏକ ସଫଳତା ମିଳିଛି । ବୌଦ୍ଧ ଜିଲ୍ଲା ତଳଗାଁରୁ ବାଲେଶ୍ୱର ଜିଲ୍ଲାକୁ ଚାଲାଣ ହେଉଥିବା ହରିଣ ଛାଲ, ବାଘ ପଞ୍ଝା ଏବଂ ବଜ୍ରକାପ୍ତାକୁ ଜବତ କରିଥିବା ବେଳେ ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
Read More...

ସ୍ଥାୟୀ ହେବେ ୬ଶହ ଠିକା ଡାଟା ଏଣ୍ଟ୍ରି ଅପରେଟର

କଟକ : ସ୍ଥାୟୀ ହେବେ ୬ଶହ ଠିକା ଡାଟା ଏଣ୍ଟ୍ରି ଅପରେଟର । ଏନେଇ ବୁଧବାର ଦିନ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ୩ ମାସ ମଧ୍ୟରେ କାର୍ଯ୍ୟକାରୀ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ସମସ୍ତ ୬ଶହ ଠିକା ଡାଟା
Read More...

ଅସୁସ୍ଥ ବେଳେ ବନ୍ଧୁଙ୍କୁ ସାହାଯ୍ୟ କଲେ ବନ୍ଧୁ

ପୁରୀ : ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ । ଜଣେ ବନ୍ଧୁୁ ଅସୁସ୍ଥ । ତାଙ୍କୁ ପରିବାର ଅଣଦେଖା କରିଦେଇଛନ୍ତି । ଏହି ସମୟରେ ଆଉ ଜଣେ ବନ୍ଧୁ କିପରି ଶାନ୍ତିର ବସିପାରିବେ । ଧାଇଁ ଆସିଛନ୍ତି ବନ୍ଧୁ ପାଖକୁ । ଆଉ ନିଜ ପ୍ରିୟ ବନ୍ଧୁକୁ ଅସୁସ୍ଥ ଅବସ୍ଥାରେ ହସ୍ପିଟାଲ ନେଇଯାଉଛନ୍ତି ।
Read More...

ବଥାର୍ଲା ଛକ ଡକାୟତି ଘଟଣା,୩ ଜଣଙ୍କୁ ୭ବର୍ଷ ଜେଲ

ପାଟଣାଗଡ : ପାଟଣାଗଡ଼ ଥାନା ବଥର୍ଲା ଗାଁର ନିକଟରେ ହୋଇଥିବା ଡକାୟତ ଘଟଣାର ଅଭିଯୁକ୍ତ ମାନଙ୍କୁ ୭ବର୍ଷ ପାଇଁ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ପାଟଣାଗଡ଼ ଆସିଷ୍ଟାଣ୍ଟ ସେକ୍ସନ ଜଜ୍‌ । ଦଣ୍ଡିତ ହୋଇଥିବା ଅଭିଯୁକ୍ତମାନେ ହେଲେ ଆୱାଜ ମେହେର, ରଞ୍ଜନ ବଗର୍ତ୍ତୀ ଓ ପ୍ରଶାନ୍ତ ଦାମୋଦର ଗତ
Read More...

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଟାଙ୍ଗିଆରେ ଆକ୍ରମଣ, ଜଣେ ଗୁରୁତର

ଖପ୍ରାଖୋଲ : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ତୁର୍ଲା ଭୁର୍ଷିବାଞ୍ଜି ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସୋମବାର ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ସେ ହେଲେ ତୁର୍ଲା-ଭୁର୍ଷିବାଞ୍ଜି ଗ୍ରାମର ରାମେଶ୍ୱର ବରିହା (୫୦) ।
Read More...

ଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମ ତରଫରୁ ଛେନାପୋଡ ଦିବସ ପାଳିତ

ବୌଦ୍ଧ,୧୧/୪:- ବୌଦ୍ଧ ଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମ କାର୍ଯ୍ୟାଳୟ ଠାରେ ଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମ ତରଫରୁ ଆଜି ଛେନାପୋଡ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମ ସାଧାରଣ ସମ୍ପାଦକ ଯୁଗଳ କିଶୋର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବରିଷ୍ଠ
Read More...