ସବୁ ପ୍ରୟାସ ନିଷ୍ଫଳ, ହୁତ୍‌ ହୁତ୍‌ ହୋଇ ଜଳୁଛି ଦଶପଲ୍ଲା ଜଙ୍ଗଲ

ଦଶପଲ୍ଲା : ତାପମାତ୍ରା ବୃଦ୍ଧି ସାଙ୍ଗକୁ ଦିନକୁ ଦିନ ବୃଦ୍ଧି ପାଉଛି ଜଙ୍ଗଲ ନିଆଁ । ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ବନବିଭାଗ ତରଫରୁ ସରକାରୀ ଓ ବେସରକାରୀ ସ୍ତରରେ ଗାଁ ଗାଁରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ,ବୈଠକ, ପ୍ରଚାର ପତ୍ର ବଣ୍ଟନ କରାଯାଉଥିଲେ ମଧ୍ୟ କିଏ ମହୁଲ
Read More...

ତୀର୍ଥଯାତ୍ରାରେ ଯିବେ ୧୫୯ ଜଣ ବରିଷ୍ଠ ନାଗରିକ

ପୁରୀ : ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ପୁରୀ ଜିଲ୍ଲାରୁ ୨୦୨୨-୨୩ ବର୍ଷ ପାଇଁ ୧୫୯ ଜଣ ବରିଷ୍ଠ ନାଗରିକ ତୀର୍ଥଯାତ୍ରାରେ ଯିବେ । ଏହି ବରିଷ୍ଠ ନାଗରିକ ମାନେ ଚଳିତ ମାସ ୪ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ରାଜସ୍ଥାନର ଆଜମେର ଓ ପୁଷ୍କର ପରିଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଛି ବୋଲି
Read More...

ଖରା ଆରମ୍ଭରୁ ଜଳକଷ୍ଟ ; ଲୋକେ ପାଣି ପାଇଁ ଡହଳ ବିକଳ, ଅଜଥା ହେଉଛି ଜଳ ନଷ୍ଟ

ବାଲିଗୁଡ଼ା: ଦୀର୍ଘ ଦିନରୁ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ଅନେକ ୱାର୍ଡରେ ଜଳ ସଂକଟ ଲାଗି ରହିଛି । ହେଲେ ଏନ୍‌ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ କିମ୍ବା ଜଳ ଯୋଗାଣ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି । ଅନେକ ୱାର୍ଡରେ ପାଇପ୍‌ ଲାଇନ୍‌ ସଂଯୋଗ
Read More...

ଦାଉ ସାଧୁଛି ମୁଣ୍ଡର ଅସ୍ୱାଭାବିକ ବୃଦ୍ଧି : ମୃତ୍ୟୁ ସହ ସଂଘର୍ଷ କରୁଛି ସାତ ବର୍ଷର ଶିଶୁ,ସରକାରୀ ସହାୟତା ହିଁ…

ହରଭଙ୍ଗା ,୧/୩ : ଯେଉଁ ବୟସରେ ହସିଖେଳି,ପାଠପଢି ସମୟ ବିତାଇବା କଥା,ସେହି ବୟସରେ ମୃତ୍ୟୁ ସହ ସଂଘର୍ଷ କରୁଛି ସାତ ବର୍ଷ ବୟସର ଏକ ଶିଶୁ । ପ୍ରତି ମୁହୂର୍ତ୍ତରେ କେବଳ ଅସହ୍ୟ ଯନ୍ତ୍ରଣା ହିଁ ଯନ୍ତ୍ରଣା । ଖଟରେ ଏକାକୀ ପଡ଼ିରହି ଛଟପଟ ହେଉଛି । ଜୀବନ ଉପରେ ଦାଉ ସାଧୁଛି ଏକ ଅଦ୍ଭୁତ ରୋଗ ।
Read More...

ପାଟ୍ଟଖଣ୍ଡା ପବ୍ଲିକ ସ୍କୁଲର ୨୫ ତମ ବାର୍ଷିକ ଉତ୍ସବ ପାଳିତ

ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ପାଟ୍ଟଖଣ୍ଡା ପବ୍ଲିକ ସ୍କୁଲର ୨୫ ତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୂଖ୍ୟ ଅତିଥି ଭାବେ ଉପ ଜିଲ୍ଲାପାଳ ଏମଏସ.ମଧୁମିତା ଯୋଗ ଦେଇ ପ୍ରଦୀପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ
Read More...

ବାଣୀଗୋଛା ହାଇସ୍କୁଲର ବାର୍ଷିକ ଉତ୍ସବ

ଦଶପଲ୍ଲା : ଆଜି ଅପରାହ୍ନରେ ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ ଆଦିବାସୀ ମଙ୍ଗଳ ବିଭାଗ ଦ୍ୱାରା ପରିଚାଳିତ ବାଣୀଗୋଛା ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବରେ ଦଶପଲ୍ଲା ବ୍ଲକ୍‌ ଚେୟାରମ୍ୟାନ ତଥା ବିଦ୍ୟାଳୟର ପ୍ରାକ୍ତନ
Read More...

୫୬ ବର୍ଷୀୟ ବୃଦ୍ଧଙ୍କ ଶବ ସତ୍କାର କଲା ଟିମ୍‌ ହ୍ୟୁମାନିଟି କନ୍ଧମାଳ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପୁଣି ଆଜି ଏକ ଅସହାୟ ବୃଦ୍ଧଙ୍କ ଶବ ସତ୍କାର କରିଛି ଟିମ୍‌ ହ୍ୟୁମାନିଟି କନ୍ଧମାଳ । ସୂଚନା ପ୍ରକାରେ ଫୁଲବାଣୀ ସହର ପିଅନପଡ଼ା ମା' ମଙ୍ଗଳା ସାହି ବାସିନ୍ଦା ଅଟନ୍ତି ମୃତ ଦିବାକର ପଣ୍ଡା । ପରିବାର କହିଲେ ବୃଦ୍ଧ ବାପା,ଦୁଇ
Read More...

ବ୍ରାହ୍ମଣୀଗାଁ ଥାନା ପକ୍ଷରୁ ଆମ ପୋଲିସ ସମିତି ଅନୁଷ୍ଠିତ

ଫୁଲବାଣୀ :- କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ପକ୍ଷରୁ ଆମ ପୋଲିସ ସମିତି କାର୍ଯ୍ୟକ୍ରମ ଥାନା ଅଧିକାରୀ ଚାପଧାରୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବା ସହ ପରସ୍ପର ନିକଟତର ହୋଇ
Read More...

ବିଧାୟକଙ୍କୁ ଭିନ୍ନକ୍ଷମଙ୍କ ସ୍ମାରକପତ୍ର ପ୍ରଦାନ

ପାରଳାଖେମୁଣ୍ଡି : ମାସିକ ପେନସନ ବୃଦ୍ଧି ସମ୍ପର୍କରେ ଏକ ସ୍ମାରକପତ୍ର ଦାଖଲ କରିବା ପାଇଁ ଗଜପତି ଜିଲ୍ଲା ଶାରୀରିକ ଭିନ୍ନକ୍ଷମମାନେ ଭୁବନେଶ୍ୱର ଠାରୁ ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓଙ୍କୁ ସାକ୍ଷାତ ଏକ ଅନୁରୋଧ ପତ୍ର ପ୍ରଦାନ କରିଛନ୍ତି । ଯୋଗ୍ୟ ଭିନ୍ନକ୍ଷମ ହିତାଧିକାରୀଙ୍କୁ ପି
Read More...

ଏସକେସିଜି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ୱ ବିଦ୍ୟାଳୟର ମାନ୍ୟତା ଦାବି, ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କୁ ଜିଲ୍ଲାର ଦୁଇ…

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡିର ୧୨୭ ବର୍ଷ ପୁରାତନ ଐତିହାସିକ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ୱ ବିଦ୍ୟାଳୟ ମାନ୍ୟତା ପ୍ରଦାନ ନିମନ୍ତେ ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ ଓ ମୋହନା ବିଧାୟକ ଦାଶରଥି ଗୋମାଙ୍ଗ ବିଧାନସଭା ପରିସରରେ ଉଚ୍ଚ
Read More...