ଆସୁଛି ଡବଲ ଲଘୁଚାପ, ସେପ୍ଟେମ୍ବର 3ରୁ ପୁଣି ବଢିବ ବର୍ଷା
ଭୁବନେଶ୍ୱର: ବର୍ତ୍ତମାନ ବଡ଼ ବର୍ଷା ନାହିଁ । କିନ୍ତୁ, ସେପ୍ଟେମ୍ବରରେ ବର୍ଷା ବଢ଼ିବ। ଆଗକୁ ଦୁଇଟି ଲଘୁଚାପ ଆସୁଛି । ଗୋଟିଏ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଓ ଆଉ ଗୋଟିଏ ଦ୍ୱିତୀୟ ସପ୍ତାହରେ ।
ପାଣିପାଗ ବିଭାଗ ପକ୍ଷରୁ ଆଗାମୀ ଦୁଇ ସପ୍ତାହ ପାଇଁ ପୂର୍ବାନୁମାନ ଜାରି ହୋଇଛି!-->!-->!-->…
Read More...
Read More...