ସରିଲା ୭ ଦିନର ଲୁଚକାଳି ଖେଳ, ଗିରଫ ହେଲେ ବାବା ଚୈତନ୍ୟାନନ୍ଦ
ନୂଆଦିଲ୍ଲୀ: ସରିଲା ୭ ଦିନର ଲୁଚକାଳି ଖେଳ। ଉତ୍ତର ପ୍ରଦେଶ ଆଗ୍ରାରୁ ଦିଲ୍ଲୀର ବାବା ଚୈତନ୍ୟାନନ୍ଦ ସରସ୍ଵତୀଙ୍କୁ ଗିରଫ କରାଯାଇଛି। ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ବସନ୍ତ କୁଞ୍ଜ ଅଞ୍ଚଳର ଏକ ଆଶ୍ରମର ନିର୍ଦ୍ଦେଶକଙ୍କ ଉପରେ ୧୭ଜଣ ଛାତ୍ରୀଙ୍କୁ ଯୌନ ନିର୍ଯାତନା ନେଇ ଅଭିଯୋଗ ଥିଲା । ପୁଲିସ ସୂଚନା!-->…
Read More...
Read More...