ଆଜି ଏହି ସବୁ ଜିଲ୍ଲାରେ ହୋଇପାରେ ବର୍ଷା

ଭୁବନେଶ୍ୱର:ରାଜ୍ୟରେ ମୌସୁମୀ ବର୍ଷା ଜାରି ରହିଛି। ମଙ୍ଗଳବାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଏହାସହ ବଜ୍ରପାତ ପାଇଁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼,
Read More...

ପୁଣି ଶ୍ରୀମନ୍ଦିର ଭିତରୁ ସ୍ପାଏ କ୍ୟାମେରା ଜବତ, ଜଣେ ଅଟକ

ପୁରୀ- ପୁଣି ଶ୍ରୀମନ୍ଦିର ଭିତରୁ ସ୍ପାଏ କ୍ୟାମେରା ଜବତ। ସିଂହଦ୍ଵାର ଥାନା ପୋଲିସ ଶ୍ରୀମନ୍ଦିର ଭିତରୁ ସ୍ପାଏ କ୍ୟାମେରା ଜବତ କରିବା ସହ ଜଣକୁ ଅଟକ ରଖି ପଚରାଉଚରା କରୁଛି। ଅଟକ ଥିବା ବ୍ୟକ୍ତି ଜଣକ ଗୁଜରାଟର ବିପୁଲ୍ ପଟେଲ ବୋଲି ଜଣାପଡିଛି। ନିଜ ଚଷମାରେ ସ୍ପାଏ କ୍ୟାମେରା ଲଗାଇ
Read More...

ଗିନିଜ୍ ଓ୍ୱାର୍ଲଡ୍ ରେକର୍ଡରେ ସ୍ଥାନ ପାଇଲା ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା ୨୦୨୫’- ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା(ପିପିସି) -୨୦୨୫ ଗୋଟିଏ ମାସରେ ସର୍ବାଧିକ ପଞ୍ଜୀକରଣ ପାଇଁ ଗିନିଜ୍ ଓ୍ୱାର୍ଲଡ୍ ରେକର୍ଡରେ ସ୍ଥାନ ପାଇଛି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଆୟୋଜିତ ସ୍ୱତନ୍ତ୍ର
Read More...

ଆସନ୍ତୁ ଜାଣିବା ଭାରତର ବିଜୟ ପରେ କିଏ କ’ଣ କହିଲେ

ନୂଆଦିଲ୍ଲୀ। ଲାଗୁଥିବା ଭାରତ ଶେଷ ମ୍ୟାଚ୍ ହାରିଯିବ, କିନ୍ତୁ ଶେଷରେ ତାହାକୁ ମହମ୍ମଦ ସିରାଜ ଓ ପ୍ରସିଦ୍ଧ କ୍ରିଷ୍ଣା ଭୁଲ ସାବ୍ୟସ୍ତ କରିଥିଲେ । ଉଭୟଙ୍କ ଅଗ୍ନିବର୍ଷୀ ବୋଲିଂ ଜରିଆରେ ଇଂଲଣ୍ଡକୁ ଅଲଆଉଟ୍ କରିବା ସହ ମ୍ୟାଚକୁ ରୋମାଞ୍ଚକର ଭାବେ 6 ରନରେ ବିଜୟୀ କରାଇଥିଲେ ।ଏହା ପରେ,
Read More...

4 ଜିଲ୍ଲା ପାଇଁ ନୂଆ ସଭାପତିଙ୍କ ନାମ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୪।୮: ବିଜୁ ଜନତା ଦଳ (ବିଜେଡି) ଓଡ଼ିଶାର ଚାରିଟି ଜିଲା ଗଞ୍ଜାମ, କଟକ, କେନ୍ଦ୍ରାପଡ଼ା ଓ କଳାହାଣ୍ଡି ପାଇଁ ନୂଆ ଜିଲା ସଭାପତିଙ୍କ ନାମ ଘୋଷଣା କରିଛି। ଏହି ନିଯୁକ୍ତି ଦଳର ସଂଗଠନକୁ ଆହୁରି ସୁଦୃଢ଼ କରିବା ଓ ୨୦୨୪ ନିର୍ବାଚନରେ ପରାଜୟ ପରେ ଦଳକୁ ପୁନର୍ଗଠନ କରିବା
Read More...

ସୁଭଦ୍ରା ଭଉଣୀମାନଙ୍କ ସହ ଆଭାଷୀ ମାଧ୍ୟମରେ ସିଧାସଳଖ କଥା ହେଲେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା

ଭୁବନେଶ୍ୱର:ଆଜି ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ବିଭାଗୀୟ ସମ୍ମିଳନୀ କକ୍ଷରେ (ସୁଭଦ୍ରା ହିତାଧିକାରୀ)ସୁଭଦ୍ରା ଭଉଣୀମାନଙ୍କ ସହ ବାର୍ତ୍ତାଳାପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ସମସ୍ତ ଜିଲ୍ଲାର
Read More...

ଅତ୍ୟାଧୁନିକ ଆମ୍ବୁଲାନ୍ସର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର କେନ୍ଦୁଝର ଜିଲା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଚିକିତ୍ସା ସେବା ଯୋଗାଇ ଦେବାନେଇ ଆଡଭାନ୍ସ ଲାଇଫ ସପୋର୍ଟ ସିଷ୍ଟମ ଥିବା ୩ଟି ଅତ୍ୟାଧୁନିକ ଆମ୍ବୁଲାନ୍ସର
Read More...

ତେଜସ୍ବୀ ଯାଦବଙ୍କୁ ନୋଟିସ ପଠାଇଲେ ନିର୍ବାଚନ କମିସନ

ନୂଆଦିଲ୍ଲୀ : ଦୁଇଟି ଭୋଟର ପରିଚୟ ପତ୍ର ନମ୍ବର ମାମଲାରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ବଡ଼ ଅଡ଼ୁଆରେ ଫସି ଯାଇଛନ୍ତି। ନିର୍ବାଚନ କମିସନ ତାଙ୍କୁ ଏହି ମାମଲାରେ ନୋଟିସ ପଠାଇଛନ୍ତି। ଦୁଇଟି ଭୋଟର ପରିଚୟ ପତ୍ର ମାମଲାରେ କମିସନ
Read More...

ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ମାମଲା: ବୋର୍ଡ ଉପସଭାପତି ଗିରଫ

ଭୁବନେଶ୍ୱର,୩।୮: ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ମାମଲାରେ ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ। କାଲି ଅଫିସ୍‌କୁ ଡାକି ନିହାରଙ୍କୁ କ୍ରାଇମବ୍ରାଞ୍ଚ ଜେରା କରିଥିଲା। ଉପସଭାପତି ନିହାରଙ୍କ ଲାପଟପ୍‌କୁ ଓଟିଇଟି ପ୍ରଶ୍ନପତ୍ର ଆସିଲା କିପରି ତାହାକୁ ନେଇ
Read More...

ବିଷଧର ସାପ କାମୁଡ଼ାରେ ନାବାଳିକା ମୃତ

ବାଲିଗୁଡ଼ା: ବାଲିଗୁଡ଼ା ଅଞ୍ଚଳରେ ବଢିବାରେ ଲାଗିଛି ସାପ କାମୁଡ଼ାରେ ଲୋକଙ୍କ ମୃତ୍ୟୁ । ପୁଣି ବିଷଧର ସାପ କାମୁଡ଼ାରେ ଜଣେ ନାବାଳିକାର ମୃତ୍ୟୁ ଘଟିଥିବା ଘଟଣା ସାମ୍ନାକୁ ଆସିଛି । ମୃତ ନାବାଳିକା ବାଲିଗୁଡ଼ା ରେଡ୍ କ୍ରସ୍ ଦୃଷ୍ଟିହୀନ ବିଦ୍ୟାଳୟ ନିକଟସ୍ଥ ସାହିର ଲିଙ୍ଗରାଜ ବିନ୍ଧାଣୀଙ୍କ
Read More...