ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ସଚିବାଳୟ କ୍ୟାଡର୍‌ ସହ ସମାନ ହେବେ ଓପିଏସ୍‌ସି କର୍ମଚାରୀ

କଟକ: ଓଡ଼ିଶା ଲୋକସେବା  ଆୟୋଗ(ଓପିଏସ୍‌ସି)ର କର୍ମଚାରୀଙ୍କ କାମ ରାଜ୍ୟ ସଚିବାଳୟ କର୍ମଚାରୀଙ୍କଠାରୁ କିଛି କମ୍‌ ନୁହେଁ ।  ଓପିଏସ୍‌ସି ଅନେକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ପରିଚାଳନା କରିଥାଏ । ଚାକିରି ତଥା ନିଯୁକ୍ତି କ୍ଷେତ୍ରରେ ସରକାରଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଦେଇଥାଏ ।  
Read More...

ବାଦଲ ଫଟା ବର୍ଷାରେ ବେହାଲ ଡେରାଡୁନ

ଡେରାଡୁନ: ଉତ୍ତରାଖଣ୍ଡର ରାଜଧାନୀ ଡେରାଡୁନର ସହସ୍ତ୍ରଧାରାରେ ବାଦଲ ଫାଟିବା ଯୋଗୁ ଅନେକ ହୋଟେଲ ଏବଂ ଦୋକାନ କ୍ଷତିଗ୍ରସ୍ତ ହୋଇଛି। ସହସ୍ତ୍ରଧାରାରେ ରାତି ୧୧ଟାରେ ହଠାତ ବାଦଲ ଫାଟିବା ଭଳି ବର୍ଷା ହୋଇଥିଲା ଏବଂ ବହୁ ପରିମାଣର କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି। ସ୍ଥାନୀୟ ଜନ
Read More...

ଭାରତର ‘ବି’ କିମ୍ବା ‘ସି’ ଦଳ ମଧ୍ୟ ପାକିସ୍ତାନକୁ ପରାସ୍ତ କରିପାରିବ: ଗାଙ୍ଗୁଲି

କୋଲକାତା: ୨୦୨୫ ଏସିଆ କପରେ ଭାରତ ବିପକ୍ଷରେ ପାକିସ୍ତାନକୁ ଯେତେ ହାଇଭୋଲଟେଜ ମ୍ୟାଚ ବର୍ଣ୍ଣନା କରାଯାଉ, କିନ୍ତୁ ବାସ୍ତବତା ହେଉଛି ଯେ ପାକିସ୍ତାନ କ୍ରିକେଟର ସ୍ତର ବର୍ତ୍ତମାନ ବହୁତ ହ୍ରାସ ପାଇଛି। ଭାରତ ବିଶ୍ୱର ନମ୍ବର-୧ ଦଳ, ଯାହାର ‘ବି’ କିମ୍ବା ‘ସି’ ଦଳ ମଧ୍ୟ ପାକିସ୍ତାନକୁ ପରାସ୍ତ
Read More...

ପୁଣି ସୋସିଆଲ ମିଡିଆରେ ଶ୍ରୀମୟୀ ଲେଖିଲେ ଏହି ବଡ କଥା, ରାଜନୀତି ସରଗରମ

ଭୁବନେଶ୍ୱର: ‘ଧୃତରାଷ୍ଟ୍ର’ ଆକ୍ଷେପ ପରେ ନାମ ନ ନେଇ ପୁଣି ପାଣ୍ଡଆନଙ୍କୁ କଟାକ୍ଷ କଲେ ଶ୍ରୀମୟୀ ମିଶ୍ର। ସନ୍ନ୍ୟାସ ଏବଂ ସନ୍ନ୍ୟାସୀ ବିଷୟ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ଟାର୍ଗେଟ୍‌ କରିଛନ୍ତି। ଶ୍ରୀମୟୀ କହିଛନ୍ତି, ସନ୍ନ୍ୟାସୀ ସର୍ବୋପରି ଜଗତର ମଙ୍ଗଳ କାମନା କରନ୍ତି। ସନ୍ଥ,
Read More...

ଓଲଟିଲା ଯାତ୍ରୀବାହୀ ବସ୍ : କଣ୍ଡକ୍ଟର ଗୁରୁତର, ୫ ଆହତ

ଦଶପଲ୍ଲା: ନୟାଗଡ଼ ଜିଲ୍ଲା ବାଣୀଗୋଛା ଥାନା ଜାମୁସାହି ଛକ ନିକଟ ଦୁଡିକିପାଜୁ ଠାରେ ଏକ ଘରୋଇ ଯାତ୍ରୀବାହୀ ବସ୍ ଓଲଟିଛି। ଏହାଫଳରେ କଣ୍ଡକ୍ଟର ଗୁରୁତର ଥିବାବେଳେ ୫ରୁ ଅଧିକ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି।ବିଳମ୍ବିତ ରାତିରେ ବ୍ଲୁ ବେଲୁନ୍ ନାମକ ଉକ୍ତ ବସ୍ ଭୁବନେଶ୍ୱରରୁ ବଲାଙ୍ଗୀର
Read More...

24 ଘଣ୍ଟାରେ ପୁଣି ଦିଶାଙ୍କ ଘର ଉପରକୁ ବୋମାମାଡ

ମୁମ୍ବାଇ: ବରେଲିରେ ଅଭିନେତ୍ରୀ ଦିଶା ପାଟନୀଙ୍କ ଘର ଉପରକୁ ବୋମାମାଡ଼ ହୋଇଛି। ତେବେ ୨୪ ଘଣ୍ଟା ଭିତରେ ତାଙ୍କ ଘର ଉପରକୁ ଦ୍ୱିତୀୟଥର ବୋମାମାଡ଼ ହୋଇଛି। ଇତିମଧ୍ୟରେ ଗୁଳିମାଡ଼ କରିଥିବା ସୁଟରଙ୍କ ସ୍କେଚ୍‌ ସାମ୍ନାକୁ ଆସିଛି। ସୁଟରକୁ ଧରିବା ପାଇଁ ନୋଏଡା ଓ ମିରଟ୍‌ରେ ଏସ୍‌ଟିଏଫ୍‌ ପକ୍ଷରୁ
Read More...

ପୁଣି ପୁରୀ ସମୁଦ୍ରରୁ 5 ଜଣ ପର୍ଯ୍ୟଟକଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଲାଇଫଗାର୍ଡ

ପୁରୀ - ପୁଣି ପୁରୀ ସମୁଦ୍ରରେ ସ୍ନାନ କରୁଥିବା ବେଳେ ଅଘଟଣ। ବଡ଼ ଲହଡ଼ିରେ ପଡି ସମୁଦ୍ର ଭିତରକୁ ଚାଲିଗଲେ ୫ ଜଣ ପର୍ଯ୍ୟଟକ। ସେକ୍ଟର ୯ ନମ୍ବର ବେଳାଭୂମି ଅର୍ଥାତ ହୋଟେଲ୍ ସୋନାଲି ସମ୍ମୁଖ ସମୁଦ୍ରକୂଳରେ ଘଟିଛି ଏଭଳି ଘଟଣା। ୫ ଜଣ ପର୍ଯ୍ୟଟକ ସମୁଦ୍ର ସ୍ନାନର ମଜା ନେଉଥିବା ବେଳେ ସମୁଦ୍ର
Read More...

ଗଣଦୁଷ୍କର୍ମ ଅଭିଯୋଗରେ 3 ଅଭିଯୁକ୍ତଙ୍କୁ ବାନ୍ଧିଲା ମହିଳା ପୁଲିସ

ଭୁବନେଶ୍ୱର : ରାଜଧାନୀରେ ଜଣେ ଯୁବତୀ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ପୀଡ଼ିତାଙ୍କ ପ୍ରେମିକ ମିଥ୍ୟା ବାହାନା କରି ଏକ ଲଜକୁ ଡକାଇ ୨ ବନ୍ଧୁଙ୍କ ସହ ମିଶି ଗଣଦୁର୍ଷ୍କମ କରିଥିବା ଅଭିଯୋଗ ହୋଇଛି । ଏଭଳି ସଙ୍ଗୀନ ଅଭିଯୋଗ ପାଇବା ପରେ  ଭୁବନେଶ୍ୱର ମହିଳା ଥାନା ପୁଲିସ ୩ ଅଭିଯୁକ୍ତଙ୍କୁ ଗିରଫ
Read More...

ଏସିଆ କପ: ଆଜି ଭାରତ-ପାକିସ୍ତାନ ମହା ମୁକାବିଲା

ମୁମ୍ବାଇ ୧୪।୦୯ : ଏସିଆ କପ୍‌ ୨୦୨୫ । ସୁପର ସଣ୍ଡେରେ ସୁପର ଫାଇଟ୍‌। ଦୁବାଇର କ୍ରିକେଟ୍‌ ଷ୍ଟାଡିୟମ୍‌ରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ସାମ୍ନାସାମ୍ନି ହେବେ। ରାତି ୮ଟାରେ ଭାରତ-ପାକିସ୍ତାନ ମଧ୍ୟରେ ଏସିଆ କପ୍‌ ୨୦୨୫ର ଗ୍ରୁପ ଷ୍ଟେଜ୍‌ର ମୁକାବିଲା ଖେଳାଯିବ।
Read More...

ବାଲିଗୁଡ଼ା ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ଅନୁଷ୍ଠିତ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ବିଜୁପଟ୍ଟନାୟକ ମିନି ଷ୍ଟାଡିୟମରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ଅନୁଷ୍ଠିତ ହୋଇଯାଇଛି । ଦୁଇଦିନ ଧରି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ବ୍ଲକର ୪ ଟି ଯୋନ୍ ଯଥା-ସୁଡ୍ରା,ବାଟାଗୁଡ଼ା,ସିପାଞ୍ଜିରି ଓ ବାଲିଗୁଡ଼ାର ବିଭିନ୍ନ
Read More...