ଆକାଶ ଦୀପଙ୍କ ନାମରେ ଯୋଡିହେଲା ଏହି ବଡ ରେକର୍ଡ
ବର୍ମିଂହାମ:ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଆକାଶ ଦୀପ ଇତିହାସ ସୃଷ୍ଟି କରିଛନ୍ତି। ଆକାଶ ଉଭୟ ଇନିଂସରେ ୧୦ ଉଇକେଟ ନେଇଛନ୍ତି। ପ୍ରଥମ ଇନିଂସରେ ଆକାଶ ଚାରି ଉଇକେଟ ନେଇଛନ୍ତି। ଦ୍ୱିତୀୟ ଇନିଂସରେ ସେ ୬ ଉଇକେଟ ନେଇଛନ୍ତି।
ଆକାଶଙ୍କ ଚମତ୍କାର ବୋଲିଂ ଯୋଗୁ ଭାରତୀୟ ଦଳ ଶେଷ ଇନିଂସରେ!-->!-->!-->…
Read More...
Read More...