ଦାରିଙ୍ଗବାଡି ପୋଲିସ ପକ୍ଷରୁ ଆମ ପୋଲିସ ସମିତି ବୈଠକ

0 665

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ପୋଲିସ ପକ୍ଷରୁ ସିମନବାଡି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟତଃ ଦାରିଙ୍ଗବାଡି ଅଞ୍ଚଳକୁ ଅପରାଧ ମୁକ୍ତ କରିବାସହ ଟ୍ରାଫିକ୍ ସମସ୍ୟା କିପରି ଦୁର କରାଯାଇ ପାରିବ ସେନେଇ ଆଲୋଚନା ହୋଇଥିଲା ଏହି ବୈଠକରେ ।

hiring

ଅଞ୍ଚଳବାସୀଙ୍କ ସହ ସୁସମ୍ପର୍କ ସ୍ଥାପନା କରିବାସହ ସହଜରେ ଲୋକଙ୍କ ସମସ୍ୟା ସୁଧାରିବା ଆମର ମୁଖ୍ୟ ଲକ୍ଷବୋଲି କହିଛନ୍ତି ଥାନା ଅଧିକାରୀ ଅଲେଖ ଗରଡିଆ । ଏଥିରେ ଅଞ୍ଚଳର ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି,ସ୍ବେଚ୍ଛାସେବୀ, ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

three × two =