ଭୀମସେନ୍ ଟୁଡୁଙ୍କ ଜାମିନ୍ ଆବେଦନ ଖାରଜ

0 61

କଟକ : ବହୁଚର୍ଚ୍ଚିତ ମୟୂରଭଞ୍ଜର ମେଡିକାଲ୍ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ୍‌ଙ୍କ ମୃତ୍ୟୁ ଘଟଣା। ଅପରାଧିକ ମାମଲାରେ ବିଚାର ବିଭାଗୀୟ ଜେଲ୍ ହାଜତ ଥିବା ପୁରଷ ବନ୍ଧୁ ଭୀମସେନ ଟୁଡୁଙ୍କ ଜାମିନ୍‌ ଆବେଦନ ଖାରଜ। ଜାମିନ୍ ଆବେଦନକୁ ଖାରଜ କଲେ କଟକ ସ୍ବତନ୍ତ୍ର ଏଡିଜେ କୋର୍ଟ। ଅଭିଯୁକ୍ତ ଭୀମସେନ୍ ଟୁଡୁଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ରହିଛି।ଏଭଳି ଘଟଣାର ସାମାଜିକ ପ୍ରଭାବ ଖୁବ୍ ଅଧିକ ରହିଛି। ତେଣୁ ଏହାକୁ ଆଧାର କରି ଜାମିନ ଖାରଜ କରାଯାଇଛି।

hiranchal ad1
Leave A Reply

Your email address will not be published.

six + sixteen =