ମହେଶ୍ୱର ପିଣ୍ଡାରେ କାଳୀପୂଜା ଅନୁଷ୍ଠିତ

0 81

ବାଉଁଶୁଣି,୫/୧୧- ବୌଦ୍ଧଜିଲ୍ଲା ସଦର ବ୍ଲକ ରକସା ପଞ୍ଚାୟତର ମହେଶ୍ୱରପିଣ୍ଡା ଗ୍ରାମରେ କାଳୀପୂଜା ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜେନ୍ଦ୍ର ଅମାତ କର୍ତ୍ତା ଦାୟିତ୍ୱ ତୁଲାଇ ଥିବାବେଳେ ପଣ୍ଡିତ ପ୍ରାଣବନ୍ଧୁ ମିଶ୍ର ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ । ପୂଜାକମିଟି ସଭାପତି ପଞ୍ଚାନନ ବେହେରା, ସମ୍ପାଦକ ନୃସିଂହ ବେହେରା ଓ ନିରଞ୍ଜନ ବଡ଼ମାଳି, ବିକୁ ସାହୁ, ପସନ୍ଦ ବେହେରା, ରଶ୍ମି ଭୋଇ, ଲିଲୁ ବଡ଼ମାଳି,,ଗୋବର୍ଦ୍ଧନ ଭୁକ୍ତା, ଅକ ବଡ଼ମାଳି, ଅରବିନ୍ଦ ଭୁକ୍ତାଙ୍କ ସମେତ ଗ୍ରାମବାସୀମାନେ ପୂଜା ପରିଚାଳନାରେ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

12 + five =