ପୂର୍ବତନ ବିଧାୟକ ଭରତ ପାଇକଙ୍କ ପରଲୋକ

0 259

ଗଜପତି ଜିଲ୍ଲା ରାମଗିରି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଭରତ ପାଇକଙ୍କ ପରଲୋକ ହୋଇଯାଇଛି।ମୃତ୍ୟୁ ବେଳକୁ ତାଙ୍କୁ61 ବର୍ଷ ହୋଇଥିଲା ମଙ୍ଗଳବାରେ ଭାରତ ପାଇକ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ବିଶାଖାପାଟଣା ନିଆଯାଉଥିବା ସମୟରେ ଶ୍ରୀକାକୁଲମ ନିକଟରେ ମୃତ୍ୟୁ ହୋଇଥିଲା।ସ୍ବର୍ଗତ ଭରତ ପାଇକ ରାମଗିରି ନିର୍ବାଚନ ମଣ୍ଡଳୀ ରୁ ବିଜେପି ଦଳର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।ସେ ଜଣେ ଛାତ୍ର ନେତା ଭାବେ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ର ସଭାପତି ଥିଲେ ଓ ସେ ଜଣେ ଆଇନ ଜୀବୀ ମଧ୍ୟ ଥିଲେ।ତାଙ୍କ ବିୟୋଗରେ ଗଜପତିରେ ଶୋକର ଛାୟା ଖେଳିଯାଇଛି।

hiranchal ad1
Leave A Reply

Your email address will not be published.

sixteen − three =