Yearly Archives

2019

କାଶ୍ମୀର ଛାଡିବାକୁ କ୍ରିକେଟ୍ ଖେଳାଳିମାନଙ୍କୁ ନିର୍ଦ୍ଦେଶ

ଶ୍ରୀନଗର: ଜମ୍ମୁ-କାଶ୍ମୀର ପାଇଁ ରାଜ୍ୟ ସରକାର ଶୁକ୍ରବାର ଆଡଭାଇଜରୀ ଜାରି କରିବା ପରଠାରୁ ସମଗ୍ର ରାଜ୍ୟରେ ଅଭୁତପୂର୍ବ ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରଥମେ ଅମରନାଥ ଯାତ୍ରୀମାନଙ୍କୁ ନିଜ ନିଜ ଘରକୁ ଫେରିଯିବାକୁ କୁହାଯାଇଥିଲା । ଆଜି କ୍ରିକେଟରମାନଙ୍କୁ ଯଥଶୀଘ୍ର ରାଜ୍ୟ ଛାଡ଼ି
Read More...

ବାଡ଼ିରେ ଏହି ସବୁ ଗଛ ଲଗାଇଲେ ଶୁଭ

ସମସ୍ତେ ଚାହାନ୍ତି ପରିବାରର ସୁଖଶାନ୍ତି ବଜାୟ ରହୁ। ଧନଧାନ୍ୟରେ ପୁରି ଉଠୁ। ସମସ୍ୟା ନ ଆସୁ। ହେଲେ ଆପଣଙ୍କ ଘରେ ଯଦି ବାସ୍ତୁ ଦୋଷ ଥାଏ ତେବେ ଆପଣଙ୍କ ଇଚ୍ଛା ଓ ସ୍ୱପ୍ନ ପୂରଣରେ ବାଧକ ସାଜିଥାଏ। ଏହି ବାସ୍ତୁଦୋଷ ଦୂର ପାଇଁ କିଛି ପ୍ରତିକାର ମଧ୍ୟ ଅଛି। ଆସନ୍ତୁ ସେହି ଉପାୟ ଗୁଡ଼ିକ ଜାଣିବା
Read More...

କିଟ୍‍ ବିଶ୍ୱବିଦ୍ୟାଳୟକୁ ମିଳିଲା ଇନଷ୍ଟିଚ୍ୟୁଟ୍‍ ଅଫ୍‍ ଏମିନେନସ ମାନ୍ୟତା

ଭୁବନେଶ୍ୱର : କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଚଳିତବର୍ଷ ଦେଶର ଶ୍ରେଷ୍ଠ ୫ଟି ସରକାରୀ ବିଶ୍ୱବିଦ୍ୟାଳୟ ଏବଂ ୭ଟି ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟକୁ ଇନଷ୍ଟିଚ୍ୟୁଟ୍‍ ଅଫ୍‍ ଏମିନେନସ ମାନ୍ୟତା ପ୍ରଦାନ କରାଯାଇଛି । ଓଡ଼ିଶାର ଏକ ମାତ୍ର ଉଚ୍ଚତର ଶିକ୍ଷାନୁଷ୍ଠାନ ଭାବେ କିଟ୍‍
Read More...

ଧୋନିଙ୍କୁ ୭ ନମ୍ବରରେ ପଠାଇବା ମୋ ନିଷ୍ପତ୍ତି ନଥିଲା: ବାଙ୍ଗର

ନୂଆଦିଲ୍ଲୀ: ବିଶ୍ୱକପରେ ଭାରତର ବିପର୍ଯ୍ୟୟ ପରଠାରୁ ସୃଷ୍ଟି ହୋଇଥିବା ବିବାଦ ଥମିବା ପରିବର୍ତ୍ତେ ବ୍ୟାପକ ହେବାରେ ଲାଗିଛି । ପ୍ରତିଦିନ ଏହି ପ୍ରସଙ୍ଗକୁ ନେଇ କିଛି ନା କିଛି ବିତର୍କ ସୃଷ୍ଟି ହେଉଛି । ଏବେ ବିଶ୍ୱକପ୍ର ଏକ ମ୍ୟାଚରେ ମହେନ୍ଦ୍ର ସିଂ ଧୋନିଙ୍କୁ ସାତ ନମ୍ବରରେ ବ୍ୟାଟିଂ
Read More...

ପ୍ରତିଷ୍ଠା ହେବ ନୂତନ ରାଷ୍ଟ୍ରାୟତ ଉଦ୍ୟୋଗ କାବିଲ

ନୂଆଦିଲ୍ଲୀ : ତିନୋଟି ରାଷ୍ଟ୍ରାୟତ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ (ନାଲକୋ), ହିନ୍ଦୁସ୍ତାନ କପର ଲିମିଟେଡ (ଏଚସିଏଲ) ଓ ମିନେରାଲ ଏକ୍ସପ୍ଲୋରେସନ କମ୍ପାନୀ ଲିମିଟେଡ (ଏମିସିଏଲ)ର ସହଭାଗୀତାରେ ଖଣିଜ ବିଦେଶ ଇଣ୍ଡିଆ ଲିମିଟେଡ (କାବିଲ) ନାମକ ଏକ ଯୌଥ ଉଦ୍ୟୋଗ ପ୍ରତିଷ୍ଠା
Read More...

ଆଇଏମ୍ଡ଼ିର ପୂର୍ବାନୁମାନ : ଅଗଷ୍ଟ ଓ ସେପ୍ଟେମ୍ବରରେ ଭଲ ବର୍ଷା ହେବ

ନୂଆଦିଲ୍ଲୀ : ଗତ ଜୁନ୍ ଓ ଜୁଲାଇ ମାସରେ ପୂର୍ବାନୁମାନ ଅନୁସାରେ ବୃଷ୍ଟିପାତ ହେଲାନାହିଁ । ଏହି ଦୁଇମାସରେ ଦେଶରେ ନିଅଣ୍ଟିଆ ବୃଷ୍ଟିପାତ ହୋଇଛି । ଯେଉଁଥିପାଇଁ ଚାଷୀମାନେ ସମସ୍ୟାରେ ପଡ଼ିଛନ୍ତି । ତେବେ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ସ୍ୱାଭାବିକ ବୃଷ୍ଟିପାତ ହେବ । ଏଭଳି ପୂର୍ବାନୁମାନ
Read More...

ସାଇକୋ କିଲର ନାରାୟଣ ଗିରଫ

ଭୁବନେଶ୍ୱର : କଟକ ଟ୍ରିପଲ ମର୍ଡର ଭାବେ ଅଭିଯୁକ୍ତ ଭାବେ ଦର୍ଶାଯାଉଥିବା ନୟାଗଡର ନାରାୟଣ ସାହୁକୁ ଆଜି ଗିରଫ କରାଯିବା ପରେ କୋର୍ଟ ଚାଲାଣ କରାଯାଇଛି । ଏ ସଂପର୍କରେ କଟକ ଡିସିପି ଅଖିଲେଶ ସିଂ କହିଛନ୍ତି ଯେ, ନାରାୟଣ ତିନୋଟି ହତ୍ୟାକାଣ୍ଡରୁ ଦୁଇଟିରେ ସଂପୃକ୍ତ ଥିବା ତଥ୍ୟ ପ୍ରମାଣ ମିଳିଛି
Read More...

ସବୁକିଛି ହାସଲ କରିସାରିଛି : ସାନିଆ ମିର୍ଜା

ନୂଆଦିଲ୍ଲୀ : ମୋର ବିଶାଳ ଓ ଲମ୍ବା ଟେନିସ୍ କ୍ୟାରିୟରରେ ମୁଁ ସବୁକିଛି ହାସଲ କରିସାରିଛି । ଐତିହାସିକ ଉପଲବ୍ôଧ ମଧ୍ୟ ପାଇଛି । ତେଣୁ କ୍ୟାରିୟରରେ ଆଉ କିଛି ବି ପ୍ରମାଣିତ କରି ଦେଖାଇବାର ଅବକାଶ ନାହିଁ । ଆଗକୁ ଯେଉଁ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବି ତାହା ମୋ ପାଇଁ ଏକ ବୋନସ ହେବ
Read More...

ଭାରସାମ୍ୟ ହରାଇ ଓଲଟିଲା ଟାଟା ମ୍ୟାଜିକ୍ ଗାଡି,7ଜଣ ଆହତ

କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ମିଡିଆକିଆ ଘାଟରେ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଲା ଟାଟା ମ୍ୟାଜିକ୍ ଗାଡି,ସାତଜଣ ଆହତ। ଆହତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି 108 ଆମ୍ବୁଲାନ୍ସ ଯୋଗେ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ରେ ଭର୍ତ୍ତି କରାଇଛନ୍ତି ।
Read More...