Monthly Archives

May 2020

ବିପଦ ବେଳେ ପଡ଼ନ୍ତି ଖୋଜା ଏହି ଖେଳାଳି

ନୂଆଦିଲ୍ଲୀ: ଟେଷ୍ଟ ହେଉ କି ଦିନିକିଆ ଧୈର୍ଯ୍ୟର ସହ ଖେଳି ନିଜ ନାମକୁ "ଦ ୱାଲ୍‌' ଭାବେ ବିବେଚିତ କରିଥିବା ରାହୁଲ ଦ୍ରାବିଡ଼ଙ୍କ ପରେ ଭାରତୀୟ ଟିମ୍‌ରେ ଆଉଜଣେ ତାଙ୍କରି ଭଳି ଧୈର୍ଯ୍ୟଶୀଳ ବ୍ୟାଟ୍ସମ୍ୟାନ୍ ଚେତେଶ୍ୱର ପୂଜାରା ଦଳରେ ବିପଦ ବେଳେ ଡକରା ପଡ଼ିଥାନ୍ତି ବୋଲି '୧୦୦ ଆୱାର୍ସ ୧୦୦
Read More...

11 ମାସର ଦରମା ନ ପାଇ BSNL କାଜୁଆଲ କର୍ମଚାରୀ ହନ୍ତସନ୍ତ

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା BSNL ଉପଖଣ୍ଡ କାର୍ଯ୍ୟାଳୟରେ କାର୍ଯ୍ୟରତ କାଜୁଆଲ BSNL କର୍ମଚାରୀ ମାନେ 11 ମାସର ଦରମା ପାଇନଥିବା ଅଭିଯୋଗ ହୋଇଛି।ଏହି ବିଷୟରେ SDOଙ୍କୁ ଲିଖିତ ଆକାରରେ ଜଣାଇଲେ ମଧ୍ଯ କିଛି ପଦକ୍ଷେପ ନେଉନାହାନ୍ତି। ଏବଂ ସରଳ ଭାବରେ କହୁଛନ୍ତି
Read More...

ଧୋନିଙ୍କୁ କପି କରିବା ଅସମ୍ଭବ

ନୂଆଦିଲ୍ଲୀ : ଧୋନିଙ୍କ ଭଳି ମହାନ୍ ବ୍ୟାଟ୍ସମ୍ୟାନ୍ ଓ ୱିକେଟ୍ କିପରି ତାଙ୍କର ବ୍ୟାଟିଂ ଶୈଳୀ ଓ ଅନ୍ୟାନ୍ୟ ନୀତିକୁ କପି କରିବା ଅସମ୍ଭବ ବୋଲି ବର୍ତ୍ତମାନର ଯୁବ ୱିକେଟ୍ କିପର ତଥା ବ୍ୟାଟ୍ସମ୍ୟାନ୍ ସଞ୍ଜୁ ସାମସନ୍ କହିଛନ୍ତି । ସେ ପୁଣି କହିଛନ୍ତି ଯେ, ସେ ଅର୍ନ୍ତଜାତୀୟ ମ୍ୟାଚରେ
Read More...

ପାଦରେ ଚାଲିଚାଲି ୧୮ଶହ କି.ମି ଅତିକ୍ରମ: ଘରବାହୁଡା ବିକଳରେ ହ୍ରାଇଦ୍ରାବାଦରୁ ବାହାରିଛନ୍ତି ୫୦ଜଣ ଶ୍ରମିକ

ସମ୍ବଲପୁର:କରୋନା ସଙ୍କଟକାଳରେ କିଛି ଲୋକେ ଅସମ୍ଭବକୁ ମଧ୍ୟ ସମ୍ଭବ କରିବାରେ ସମର୍ଥ ହେଉଛନ୍ତି ଯାହାକି ସାଧାରଣତଃ ଆଶା କରାଯାଇନପାରେ । ଏଠାରେ ଆଜି ଏହିପରି ୫୦ଜଣ ଶ୍ରମିକ ସୁଦୂର ହାଇଦ୍ରାବାଦରୁ ପ୍ରାୟ ୧୮ଶହ କି.ମି ପାଦରେ ଚାଲି ଆସି ପହଞ୍ଚିଛନ୍ତି । ସେମାନେ ନଗର ବାହାରେ ଜାତୀୟ ରାଜମାର୍ଗ
Read More...

କଟକଣାରେ କୋହଳ ପରେ ଜନଗହଳି ବଢିଲା

ସମ୍ବଲପୁର : ଆଜି ସକାଳୁ ସମ୍ବଲପୁରରେ ଚାରିଆଡେ ଜନଗହଳି ଦେଖି ଲାଗିଲା ସତେଯେମିତି ଏଠାକାର ସ୍ଥିତି ସାମାନ୍ୟ ହୋଇଆସିଲାଣି । ଲକଡାଉନର ତୃତୀୟ ପର୍ଯ୍ୟାୟ ଗତକାଲି ସୋମବାର ଦିନଠାରୁ ଆରମ୍ଭ ହୋଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ କୋହଳନୀତି ଘୋଷଣା ହୋଇନଥିିିିବାରୁ ଅଧିକାଂଶ ଲୋକ
Read More...

କରାମାଡ ଯୋଗୁଁ ଫୁଲଚାଷ କ୍ଷତିଗ୍ରସ୍ତ

ସମ୍ବଲପୁର: ପାରଂପରିକ ଚାଷର ଏକ ବିଶ୍ୱସନୀୟ ବିକଳ୍ପଭାବେ ବର୍ତ୍ତମାନ ଅନେକ ଚାଷୀ ବିଭିନ୍ନ ଫୁଲଚାଷକୁ ଆପଣେଇଛନ୍ତି ଓ ଏହା ଜନ ଆଦର ପାଉଥିବାରୁ ବେଶ କିଛି ଉପାର୍ଜନ କରୁଛନ୍ତି । ସେମାନଙ୍କ ପାଇଁ କିନ୍ତୁ ଏଥର କାଳବୈଶାଖୀର ତାଣ୍ଡବଲୀଳା ଯୋଗୁଁ କ୍ଷତିର ସମ୍ମୁଖୀନ ହେବା ଆଶଙ୍କା ଦେଖାଦେଇଛି ।
Read More...

ପ୍ରିୟଙ୍କାଙ୍କ ଝିଆରୀ ହେଲେ ମେକଅପ୍ ଆର୍ଟିଷ୍ଟ, ପିସିଙ୍କୁ ଦେଲେ ରାଜକୁମାରୀ ଲୁକ୍‌

କରୋନା ଭାଇରସ କାରଣରୁ ବହୁତ ଗୁଡିଏ ଇଣ୍ଟରନ୍ୟାସନାଲ କାର୍ଯ୍ୟକ୍ରମ ବାତିଲ ହୋଇଛି । ଏହି କାର୍ଯ୍ୟକ୍ରମ ଭିତରେ ମେଟ ଗାଲା ଇଭେଣ୍ଟ ମଧ୍ୟ ଅନ୍ୟତମ । ଯଦି ବିଶ୍ୱରେ କରୋନା ଭାଇରାସ ମହାମାରୀ ପରିସ୍ଥିତି ଉପୁଜିନଥାନ୍ତା ତେବେ ମଇ ୪ ତାରିଖ ଦିନ ଏହି ଇଭେଣ୍ଟ ଆୟୋଜିତ ହୋଇଥାନ୍ତା । ଏହି ମେଟ
Read More...

ବଢୁଛି ତାତି, ପାଣି ପାଇଁ ଡହଳବିକଳ

ବୌଦ୍ଧ: ବୌଦ୍ଧବ୍ଲକ କସୁରବନ୍ଧ ଗ୍ରାମ ପଞ୍ଚାୟତର ସଦରମହକୁମା କସୁରବନ୍ଧ ଗ୍ରାମରେ ଜଳସଙ୍କଟ ଦେଖାଦେଇଛି । ପ୍ରବଳଖରାରେ ଜଳସ୍ତର ହ୍ରାସ ପାଉଥିବାରୁ ଗ୍ରାମରେ ଥିବା ଏକମାତ୍ର ନଳକୂଅରୁ ପାଣି ମଧ୍ୟ ବାହାରୁନାହିଁ । ରୋଷେଇ କରିବା ଓ ପିଇବାପାଣି ସଂଗ୍ରହ କରିବାକୁ ଲୋକେ ହଇରାଣ ହେଉଛନ୍ତି ।
Read More...

ସୀମା ସିଲ୍ ସମାଧାନ ନୁହେଁ, ଆଭ୍ୟନ୍ତରୀଣ ସ୍ଥିତି ସୁଧାରିବାକୁ ଦାବି

ବୌଦ୍ଧ : ବାହାର ରାଜ୍ୟରୁ ଆସୁଥିବା ଶ୍ରମିକମାନେ ଅବାଧରେ ଜିଲ୍ଲା ମଧ୍ୟରେ ହରକତ କରୁଥିବା ସଂପର୍କୀତ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେବାପରେ ପ୍ରଶାସନ ଚେତିଛି । ଜିଲ୍ଲାକୁ ଥିବା ପ୍ରବେଶପଥ ମାନଙ୍କରେ ପୋଲିସ ଚେକପୋଷ୍ଟ ସ୍ଥାପନକରି ବାହାରୁ ଆସୁଥିବା ଲୋକମାନଙ୍କ ଉପରେ ନଜର ରଖିବା
Read More...

ମହିଳାମାନଙ୍କୁ କାହିଁକି ଧୋକା ଦିଅନ୍ତି ପୁରୁଷ

ମଣିଷଙ୍କ ସମ୍ପର୍କ ବିଶେଷକରି ସ୍ତ୍ରୀ-ପୁରୁଷଙ୍କ ସମ୍ବନ୍ଧ ବିଶ୍ୱାସ ଏବଂ ଭରସାରେ ଯୋଡ଼ିଥାଏ । କିନ୍ତୁ ଏଭଳି କାହିଁକି ହୁଏ କି ଗୋଟେ ମୁହୂର୍ତ୍ତରେ ବର୍ଷକର ସମ୍ପର୍କରେ ଫାଟ ଆସିଯାଏ ଏବଂ ତାହା ଭାଙ୍ଗିଯାଏ । କାହିଁକି ହାତରେ ହାତ ରଖି ଚାଲୁଥିବା ମଣିଷ ହଠାତ୍‌ରେ ବିଶ୍ୱାସଘାତ କରେ । ମହିଳା
Read More...