Monthly Archives

September 2020

ଭାରତୀୟ ଶିକ୍ଷଣ ମଣ୍ଡଳର ସମ୍ବର୍ଦ୍ଧନା ସଭା

ବୌଦ୍ଧ,୧୪/୯– ଭାରତୀୟ ଶିକ୍ଷଣ ମଣ୍ଡଳ ବୌଦ୍ଧଜିଲ୍ଲା ଶାଖା ତରଫରୁ ରାଷ୍ଟ୍ରୀୟ ଶିକ୍ଷକ ସମ୍ମାନ ୨୦୨୦ରେ ସମ୍ମାନୀତ ଶିକ୍ଷକ ବସନ୍ତ କୁମାର ସାହୁଙ୍କ ପାଇଁ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସରସରାର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ବସନ୍ତ କୁମାର
Read More...

ବାଇକ ଦୁର୍ଘଟଣା, ଜଣେ ମୃତ ଜଣେ ଗୁରୁତର

ବୌଦ୍ଧ,୧୪/୯ - ଆଜି ସକାଳ ପ୍ରାୟ ୧୦ ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର୍‌ ୫୭ର ଚାରିଛକ ନିକଟରେ ବାଇକ ଦୁର୍ଘଟଣା ଘଟି ଜଣେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ କଟକ ଜିଲ୍ଲା ନରସିଂହପୁର ନିକଟ ସାନ ଗାଆଁ ଗ୍ରାମର ଦୁଇଜଣ ବ୍ୟକ୍ତି
Read More...

ସବୁ ରେକର୍ଡ ଭାଙ୍ଗିଲା କରୋନା : ରାଜ୍ୟରେ ୪୧୯୮ କରୋନା ପଜିଟିଭ ଚିହ୍ନଟ, ୧୧ ମୃତ

ଭୁବନେଶ୍ୱର ୧୪ ।୦୯: ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୪୧୯୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫୫୦୦୫ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ
Read More...

ସେଲ୍ଫି ନେବା ମହଙ୍ଗା ପଡିଲା, ପାଣିରେ ବୁଡି ଯୁବ ଇଂଜିନିୟରଙ୍କ ମୃତ୍ୟୁ

ବୌଦ୍ଧ : ଆଜି ସକାଳେ ବଘିଆପଡା ଫାଣ୍ଡି ଅନ୍ତର୍ଗତ ସାଲୁଙ୍କୀ ଉପରେ ହୋଇଥିବା ପାଲଝାର୍ ଆନିକଟ୍ ନିକଟରେ ଏକ ଦୁଃଖଦାୟକ ଘଟଣା ଘଟି ଯାଇଛି । ପ୍ରକଳ୍ପ ନିକଟରେ ସେଲ୍ଫି ନେଉଥିବା ବେଳେ ମୋବାଇଲ ଫୋନ ହାତରୁ ଖସିପଡି ଥିଲା । ଫୋନକୁ ଉଦ୍ଧାର ପାଇଁ ସାଲୁଙ୍କୀ ନଦୀକୁ ଡେଇଁ ପଡିବା ଫଳରେ ନଦୀରେ
Read More...

ପିତୃ ପକ୍ଷରେ ଆକାଶ ଛୁଆଁ ପନିପରିବା ଦର

ପାରଳାଖେମୁଣ୍ଡି,୧୪/୯- ବର୍ତ୍ତମାନ ସବୁଠାରେ ପିତୃପକ୍ଷ ପାଳନ ଚାଲିଛି ରୋଷେଇ ହେଉ କି ଛଞ୍ଚ । ଦେବାପାଇଁ ହେଉ ପିତୃ ପକ୍ଷ ଶ୍ର ।ଦ୍ଧ ବେଳେ ଅଧିକା ପନିପରିବା ଆବଶ୍ୟକ ହୁଏ ଏଣୁ ବର୍ତ୍ତମାନ ସ୍ଥିତିରେ ପାରଳାଖେମୁଣ୍ଡି ବଜାରରେ ପନିପରିବା ଦର ଆକାଶ ଛୁଆଁ ହୋଇଯାଇଛି । ଆଳୁ କେଜି ୩୫, ପିଆଜ ୨୫
Read More...

ପାରଳା ବିଧାୟକଙ୍କ ଦ୍ୱାରା ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜା

ପାରଳାଖେମୁଣ୍ଡି,୧୪/୯- ଗଜପତି ଜିଲ୍ଲା ସଦର ମହକୁମାପାରଳାଖେମୁଣ୍ଡି ସହରର ୱାଡ଼ ନମ୍ବର ୪ ମୁତ୍ୟାଲୁ ସାହି ଠାରେ ଏକ ତ୍ରିନାଥ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କାର୍ଯ୍ୟରେ ପାରଳା ବିଧାୟକ କେ ନାରାୟଣ ରାଓ ଯୋଗ ଦେଇ ନଡ଼ିଆ ଭାଙ୍ଗି ଶୁଭାରମ୍ଭ କରିଥିଲେ । ଏହି ସାହିରେ ସ୍ଥାନୀୟ
Read More...

ଗଜପତିରେ ପୁଣି ୧୪ ଜଣ କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି,୧୪/୯- ଗଜପତିରେ ପୁଣି ୧୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଆକ୍ରାନ୍ତଙ୍କ ମଧ୍ୟରେ ମୋହନା ବ୍ଲକରୁ ୪ ଜଣ,ଗୋଶାଣୀ ବ୍ଳକରୁ ୪ ଜଣ ପାରଳା ପୌର ପରିଷଦରୁ ୬ ଜଣ ଚିହ୍ନଟ ହୋଇଛନ୍ତି । କରୋନା ଚିହ୍ନଟ ହେବା ପରେ କିଛି ଜଣଙ୍କୁ
Read More...

ବୌଦ୍ଧ: ଆଜି ନୂଆ ୧୯ ଆକ୍ରାନ୍ତ ଚିହ୍ନଟ, ୧୧ଶହ ପାର୍‌ହେଲା କରୋନା

ବୌଦ୍ଧ,୧୪/୯ - ଆଜି ପୁଣି ନୂତନ ୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜିର ପଜିଟିଭକୁ ମିଶାଇ ଜିଲ୍ଲାରେ ଆଜିପର୍ଯ୍ୟନ୍ତ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୧୧୨ ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ପଜିଟିଭ ମାନଙ୍କ
Read More...

ଚକ ରାସ୍ତାରେ ଦବି ଫସିଲା ଟ୍ରକ

ବୌଦ୍ଧ /ଜନ୍ହାପଙ୍କ ,୧୩/୯- ଜାତୀୟ ରାଜପଥ 57ର ଜନ୍ହାପଙ୍କ ହାଇସ୍କୁଲ ଆଗରେ ଆଜି ସକାଳ ପ୍ରାୟ 12.30ସମୟରେ ଏକ ଚିପସ ଵୋଝେଇ ଟ୍ରକ ଭାସିଯାଇଥିଲା।ସୂଚନାଯୋଗ୍ୟ ଯେ ସୋନପୁର ପଟୁ ବୌଦ୍ଧ ପଟକୁ ଯାଉଥିବା ବେଳେ ଏହା ଘଟିଥିଲା।ତେବେ ଏଥିରେ ଗାଡ଼ିର କୌଣସି କ୍ଷତି ହୋଇନାହିଁ।ସନ୍ଧ୍ୟା 6 ଟା
Read More...

ଗଜପତିରେ ପୁଣି ୧୬ ଟି କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି : ଗଜପତିରେ ପୁଣି୧୬ ଗୋଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳଅନୁପମ ସାହା । ଚିହ୍ନଟଙ୍କ ମଧ୍ୟରୁ ମୋହନା ବ୍ଲକରୁ ୨ ଜଣ, ନୂଆଗଡ ବ୍ଳକରୁ ୪ ଜଣ ପାରଳା ପୌର ପରିଷଦରୁ ୬ ଜଣ, ରାୟଗଡ ବ୍ଳକରୁ ୨ ଜଣ,ଆର ଉଦୟଗିରି ବ୍ଳକ ରୁ ୨ଜଣ ଚିହ୍ନଟ ହୋଇଛନ୍ତି ।
Read More...