Monthly Archives

December 2020

ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଳିତ

ପାରଳାଖେମୁଣ୍ଡି,୨୬/୧୨- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ କରୋନା କଟକଣା ଅନୁଯାୟୀ ବିଜେଡିର ପ୍ରତିଷ୍ଠା ଦିବସ ନିରାଡମ୍ବର ଭାବେ ପାଳନ କରାଯାଇଛି । ଏଥିରେ ମାନ୍ୟବର…
Read More...

ତୁର୍ଲାମାଲରେ ବୈଦିକ ଯଜ୍ଞ

ଖପ୍ରାଖୋଲ,୨୬/୧୨- ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଳକ ବସାଲେପାଲି ପଞ୍ଚାୟତ ତୁର୍ଲାମାଲ ଗ୍ରାମରେ ଆର୍ଯ୍ୟ ସମାଜ ବୈଦିକ ଯଜ୍ଞ ସ୍ଥାନୀୟ ବିଣାପାଣି କ୍ଳବ ପରିସରରେ ପୂର୍ବତନ ସରପଞ୍ଚ ଧବଳେଶ୍ୱର ଭୋଇଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗୁରୁକୁଳ ଆର୍ଯ୍ୟ ସମାଜର ପ୍ରଚାରକ ତଥା…
Read More...

ଗୁରୁବୁଢ଼ା କ୍ରିକେଟ କପ -ଭରୁଆମୁଣ୍ଡା ଚମ୍ପିୟାନ

ଖପ୍ରାଖୋଲ,୨୬/୧୨- ବେଲପଡା ବ୍ଲକ ମଣ୍ଡଳ ଗ୍ରା.ପ ଅନ୍ତର୍ଗତ ସର୍ଗିଗୁଡା ଠାରେ ଗୁରୁବୁଢ଼ା କ୍ରିକେଟ କ୍ଲବ ଆନୁକୂଲ୍ୟରେ ପଞ୍ଚମ ବର୍ଷ ଏକ ଦିବସିୟ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ୮ଟି ଦଳ ଅଂଶ ଗ୍ରହଣ କରିଥିଲେ । ପ୍ରଥମ ପର୍ଯ୍ୟାୟରୁ ସଂଘର୍ଷ ପୂର୍ଣ ମ୍ୟାଚ ଖେଳ ଆଜି…
Read More...

ପାଟଣାଗଡରେ ବିଜେଡିର ପ୍ରତିଷ୍ଠା ଦିବସ ପାଳିତ

ପାଟଣାଗଡ,୨୬/୧୨- ପାଟଣାଗଡ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨୪ତମ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ପାଟଣାଗଡ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ପାଟଣାଗଡ ବିଧାୟକ ସରୋଜ କୁମାର ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ବିଜୁ ଜନତା ଦଳକୁ ତୃଣମୂଳ ସ୍ତରରୁ ସଂଗଠିତ…
Read More...

ସି. ପି.ଆଇ.ର ୯୬ ତମ ପ୍ରତିଷ୍ଠା ଦିବସ ପାଳିତ

ବୌଦ୍ଧ,୨୬/୧୨ - ଆଜି ଛତ୍ରଙ୍ଗଠାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ପକ୍ଷରୁ ୯୬ତମ ପ୍ରତିଷ୍ଠାଦିବସ ଓ ସାଂଗଠନିକ କନେଭନସନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପାର୍ଟିର ପତାକାକୁ ବର୍ଷୀୟାନ୍‌ ସାଥି ଶିବ ଜାନୀ ଉତ୍ତୋଳନ କରିବାସହ ସାଥି ପବିତ୍ର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ…
Read More...

ଟିଟିଲାଗଡ଼ ବିକାଶ ଏକମାତ୍ର ଲକ୍ଷ୍ୟ – ମନ୍ତ୍ରୀ ଟୁକୁନି

ଟିଟିଲାଗଡ଼ ଠାରେ ବିଜେଡିର ୨୪ ତମ ପ୍ରତିଷ୍ଠା ଦିବସ ଟିଟଲାଗଡ,୨୬ ।୧୧- ଆଜି ଟିଟିଲାଗଡରେ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଟିଟିଲାଗଡର ବିଧାୟିକା ତଥା ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ, ମିଶନଶକ୍ତି ମନ୍ତ୍ରୀ ଟୁକୁନି ସାହୁଙ୍କ ଅଧ୍ୟକ୍ଷତାରେ ଆଜି…
Read More...

କଣ୍ଟାମାଳରେ ବିଜେଡି ପ୍ରତିଷ୍ଠା ଦିବସ ପାଳିତ

ବୌଦ୍ଧ,୨୬/୧୨ - କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀସ୍ତରୀୟ ୨୪ତମ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । କଣ୍ଟାମାଳ ହାଇସ୍କୁଲ ପଡିଆରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବରେ ବୌଦ୍ଧ ଜିଲ୍ଲା ବିଜେଡିର ପର୍ଯବେକ୍ଷକ କୃତିବାସ ପାତ୍ର ଯୋଗଦେଇଥିଲେ । ଦଳକୁ ତୃଣମୂଳ…
Read More...

ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଆକ୍ରମଣକୁ ନେଇ କେ.ୟୁ.ଯେର ଦାବିପତ୍ର ପ୍ରଦାନ

ଫୁଲବାଣୀ,୨୬/୧୨:ବାରମ୍ବାର ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ହେଉଥିବା ଆକ୍ରମଣକୁ କନ୍ଧମାଳ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ ( କେ. ୟୁ. ଜେ) ପକ୍ଷରୁ ତୀବ୍ର ନିନ୍ଦା କରାଯିବା ସହ ଅଭିଯୁକ୍ତ ମାନଙ୍କୁ ଗିରଫ କରି ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ରାଜ୍ୟ ସାମ୍ବାଦିକ…
Read More...

ମାର୍ବଲ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ

ବୌଦ୍ଧ ,୨୬/୧୨- ଜାତୀୟ ରାଜପଥ ନମ୍ବର 57ର ପୁରୁଣା କଟକ ଥାନା ମାଧପୁର ନିକଟରେ ଗୋଟିଏ ମାର୍ବଲ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡିଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାନ୍ହ ପ୍ରାୟ 3 ଘଣ୍ଟା ସମୟରେ ମାର୍ବଲ ବୋଝେଇ ଗୋଟିଏ ଟ୍ରକ ଜି.ଜେ.36 ଟି 9125 ନିକଟରେ ଭାରସାମ୍ୟ…
Read More...

ନିର୍ବାଚନ ମଣ୍ଡଳୀ ସ୍ତରୀୟ ବି.ଜେ.ଡି. ର 24 ତମ ପ୍ରତିଷ୍ଠା ଦିବସ ପାଳିତ

ବୌଦ୍ଧ,୨୬/୧୨ - ଆଜି ବିଜୁ ଜନତା ଦଳର 24 ତମ ପ୍ରତିଷ୍ଠା ଦିବସ ଅବସରରେ ବୌଦ୍ଧ ବିଧାନ ସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ଜିଲ୍ଲା ଯୁବ ବିଜୁ ଜନତା ସଭାପତି ମୃତ୍ୟୁଞ୍ଜୟ ମିଶ୍ରଙ୍କ ଦ୍ବାରା ପରିଚାଳିତ ସଭାରେ ମୁଖ୍ୟ ଅତିଥି ଭାବରେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର…
Read More...