Monthly Archives

December 2020

ବାଇକକୁ ପଛରୁ ଧକ୍କା ଦେଲା ବୋଲେରୋ, 2 ଗୁରୁତର

ବୌଦ୍ଧ,୨୭/୧୨- ଆଜି ସନ୍ଧ୍ୟାରେ ମନମୁଣ୍ଡା ଥାନା ଗୁଡଭେଲି ପଦର ନିକଟ ଭୋଇ ସାହି ପାଖରେ ଗୋଟିଏ ବାଇକକୁ ପଛ ପଟରୁ ଗୋଟିଏ ବୋଲେରୋ ଧକ୍କା ଦେବା ଫଳରେ ବାଇକରେ ଯାଉଥିବା ବାପ ଝିଅ ଗୁରୁତର ଆହତ ହୋଇଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ଗୁଡଭେଲି ପଦର ଗ୍ରାମର ରାଜୁ ପାଣିଗ୍ରାହୀ…
Read More...

ଆନ୍ତଃକ୍ଲବ ଭଲିବଲ ଟୁର୍ଣ୍ଣାମେଣ୍ଟ , ଗ୍ରାମାଞ୍ଚଳରେ ଭଲିବଲ କ୍ରେଜ୍‌

ଯାଜପୁର,୨୭/୧୨- ଗ୍ରାମାଞ୍ଚଳ ପ୍ରତିଭାକୁ ଜାତୀୟ ସ୍ତରରେ ପହଞ୍ଚାଇବା ପାଇଁ ଭାରତୀୟ ଭଲିବଲ ଆସୋସିଏସନର ସଭାପତି ଡ଼.ଅଚ୍ୟୁତ ସାମନ୍ତଙ୍କ ପ୍ରୟାସରେ ଆଜି ଯାଜପୁର ଜିଲ୍ଲା ବିଞ୍ଝାରପୁର ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ବିରିପଟା ଠାରେ ଏକ ଆନ୍ତଃକ୍ଲବ୍‌ ଭଲିବଲ ଟୁର୍ଣ୍ଣାମେଣ୍ଟ ଊଦଘାଟିତ…
Read More...

ସମର୍ପିତ ର ରକ୍ତଦାତା ସମ୍ମିଳନୀ ଓ ଚତୁର୍ଥ ବାର୍ଷିକୋତ୍ସଵ

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ପଲ୍ଲବୀ ମଣ୍ଡପ ରେ ସମର୍ପିତ ସୋସିଆଲ ଫାଉଣ୍ଡେସନ ଟ୍ରଷ୍ଟ ଆନୁକୂଲ୍ୟରେ ଲାଇଫ ସାଭିୟର କନକ୍ଲେଭ ଓ ଅମୃତ ସଂଜୀବନୀ ସେବା ସମ୍ମାନ-୨୦୨୦ ଆୟୋଜିତ ହୋଇଯାଇଛି।ଅନୁଷ୍ଠାନ ର ପ୍ରତିଷ୍ଠାତା ଅଧ୍ୟକ୍ଷ ଶ୍ରୀ ସଦାଶିବ ଜେନା ଙ୍କର ସଭାପତିତ୍ୱ ରେ ଆୟୋଜିତ ଏହି…
Read More...

ଦଶନ୍ଧିର ଶ୍ରେଷ୍ଠ ଟି-୨୦, ଦିନିକିଆ ଓ ଟେଷ୍ଟ ଦଳ ଘୋଷଣା କଲା ଆଇସିସି

ନୂଆଦିଲ୍ଲୀ : ଗତ ୧୦ ବର୍ଷ ମଧ୍ୟରେ କ୍ରିକେଟ୍ ର ସର୍ବୋତ୍ତମ ପ୍ରଦର୍ଶନକୁ ଆଧାର କରି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଦଶନ୍ଧି ଶ୍ରେଷ୍ଠ ଟି-୨୦, ଦିନିକିଆ ଓ ଟେଷ୍ଟ ଦଳ ଘୋଷଣା କରିଛି । ଆଇସିିସି ଘୋଷଣା କରିଥିବା ଦଳରେ ବିରାଟ କୋହଲି ଓ ମହେନ୍ଦ୍ର ସିଂ ଧୋନିଙ୍କ ଦବଦବା ରହିଛି ।…
Read More...

ଭାରସାମ୍ୟ ହରାଇ ଅଟୋ ଦୁର୍ଘଟଣା, ଜଣେ ଗୁରୁତର

ବୌଦ୍ଧ,୨୭/୧୨- ଆଜି ଅପରାନ୍ହ ପ୍ରାୟ 4 ଘଣ୍ଟା ସମୟରେ ବୌଦ୍ଧ - ଧଳପୁର୍ ଜଗନ୍ନାଥ ସଡକର କାଲେଶ୍ବର୍ ନିକଟରେ ଗୋଟିଏ ଡାଲା ଅଟୋ ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣେ ଗୁରୁତର ଆହତ ହେବା ସହିତ ଅନ୍ୟ ଜଣେ ମଧ୍ୟ ଆହତ ହୋଇଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ଆଜି ବଙ୍କାପଡା ଆମ୍ବବୁରୀ…
Read More...

ଅପହଞ୍ଚ ଇଲାକାରେ ଅସହାୟ ବୃଦ୍ଧ,ବୃଦ୍ଧା ଓ ଭିନକ୍ଷମଙ୍କୁ ଉନ୍ନତ ମାନର କମଳ ବଣ୍ଟନ

ଫୁଲବାଣୀ,୨୭/୧୨- ସମଗ୍ର ରାଜ୍ୟରେ ଶୀତ ଜାରୀ ରହିଥିବା ବେଳେ କନ୍ଧମାଳ ଜିଲାରେ ପାରଦ ଖସିଆସି ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟରେ ଶୀତ ତାପମାପ ଯନ୍ତ୍ର ରିପୋଟରୁ ସୂଚନା ମିଳିଥିବା ଅନୁଯାଇ ୪ଡ଼ିଗ୍ରୀ ରହୁଥିବା ଜଣାପଡିଛି କିନ୍ତୁ ଅପହଞ୍ଚ ଇଲାକା ଗୁଡିକରେ ଏହା ୩ରୁ୨ଡ଼ିଗ୍ରୀ ରହୁଥିବା ଅନୁମାନ…
Read More...

ବିପଦପୂର୍ଣ୍ଣ ଶୁଖିଲା ଗଛ କାହାର ଜୀବନ ନେବା ଆଗରୁ ପ୍ରଶାସନ ଦୃଷ୍ଟି ଦେବେ କି ?

ଖପ୍ର୍ରାଖୋଲ,୨୭/୧୨- ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଳକ ପାଢେଲ ବସ୍‌ଷ୍ଟାଣ୍ଡ ପାଖ ମୁଖ୍ୟରାସ୍ତାରେ ଏକ ବିରାଟ ଶୁଖିଲା ନିମ୍ବଗଛଟି ବିପଦପୂର୍ଣ୍ଣ ଭାବେ ରହିଛି । ଏନେଇ ଗ୍ରାମବାସୀ ଗଛଟିକୁ କାଟିବାର ବ୍ୟବସ୍ଥା କରିବାକୁ ଜଙ୍ଗଲ ବିଭାଗକୁ ବାରମ୍ବାର ଜଣାଇଥିଲେ ମଧ୍ୟ ଗଛଟିକୁ କାଟିବାର…
Read More...

ବୌଦ୍ଧ: ଆଜି ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ବୌଦ୍ଧ,୨୭/୧୨ - ଗତକାଲି ୨ଜଣ ଜିଲ୍ଲାରୁ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଆଜି ପୁଣି ଜିଲ୍ଲାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ସେହିପରି ଗତକାଲି ବୁର୍ଲାସ୍ଥିତ ଭିମସାର୍‌ କୋଭିଡ୍‌ ହସପିଟାଲରେ ବୌଦ୍ଧର ଜଣେ ୨୯…
Read More...

ମାଓପ୍ରବଣ ଅଞ୍ଚଳରେ ଚାଲିଛି ୨ଟି ସେତୁ ନିର୍ମାଣ କାର୍ଯ୍ୟ, ସମୀକ୍ଷା କଲେ ନିର୍ବାହୀ ଯନ୍ତ୍ରୀ

ହରଭଙ୍ଗା : ବୌଦ୍ଧ ଜିଲ୍ଲାର ମାଓପ୍ରବଣ ହରଭଙ୍ଗା ବ୍ଲକର ଦୁର୍ଗମ ମା ହାଲ୍ଲିକପଡା ପଞ୍ଚାୟତର ଦୁର୍ଗମ ପଦ୍ମାତୋଳା ଅଭୟାରଣ୍ୟରେ ଥିବା ହାତିଗଡ ଓ ନୂଆପଡା ଅଂଚଳରେ ଦୁଇ ବିଜୁ ସେତୁ ନିର୍ମାଣ କାର୍ଯ୍ୟକୁ ଆଜି ବୌଦ୍ଧ ଗ୍ରାମ୍ୟ ନିର୍ମାଣ ବିଭାଗର ନିର୍ବାହୀ ଯନ୍ତ୍ରୀ ଇଂ. ହୃଷିକେଶ ବରାଳ ଗସ୍ତ…
Read More...

ପୁଣି ରାଜ୍ୟରେ ୩୦୩ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର ୨୭ ।୧୨: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୦୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ…
Read More...