Monthly Archives

December 2020

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ୍ ଚଢାଉ

ବୌଦ୍ଧ,୨୮/୧୨ - କଣ୍ଟାମାଳ ବ୍ଲକ ଉମା ସେବା ସମବାୟ ସମିତିର ସମ୍ପାଦକ ସନ୍ତୋଷ କୁମାର ରାଉତଙ୍କ ଘରେ ଆଜି ସକାଳୁ ଭିଜିଲାନ୍ସ୍ ଚଢାଉ ହୋଇଥିବା ଖବର୍ ମିଳିଛି l ତାଙ୍କ ନିକଟରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଆଜି ବ୍ରହ୍ମପୁର, ଫୁଲବାଣୀ ଓ ବୌଦ୍ଧ ଭିଜିଲାନ୍ସ୍ ମିଳିତ ଚଢାଉ…
Read More...

ଗଜପତି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ରେ ୧୩୬ତମ ଅଖିଳ ଭାରତୀୟ କଂଗ୍ରେସ ପାର୍ଟି ପ୍ରତିଷ୍ଠା ଦିବସ ପାଳିତ

ପାରଳାଖେମୁଣ୍ଡି,୨୮/୧୨- ଗଜପତି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ରେ ୧୩୬ତମ ଅଖିଳ ଭାରତୀୟ କଂଗ୍ରେସ ପାର୍ଟି ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଜପତି ଜିଲ୍ଲା କଂଗ୍ରେସ ସଭାପତି ତଥା ମୋହନା ବିଧାୟକ ଦାଶରଥି ଗମାଙ୍ଗ ମୂଖ୍ୟ ଅତିଥି ଭାବେ ଯୋଗଦେଇ ସର୍ବପ୍ରଥମେ କଂଗ୍ରେସ ଦଳୀୟ…
Read More...

ଭଲିବଲ୍ ଟୁର୍ଣ୍ଣାମେଣ୍ଟରେ କିଟ୍ ଚମ୍ପିଆନ୍‌

ଯାଜପୁର : ଯାଜପୁର ଜିଲ୍ଲା ବିରିପଟା ଠାରେ ମନ୍ମଥ ଚନ୍ଦ୍ର ଧଳ ସ୍ମାରକୀ ଆନ୍ତଃ କ୍ଲବ ଦିବା ରାତ୍ର ଭଲିବଲ୍ ଟୁନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ସରକାରୀ ଦଳ ମୁଖ୍ୟସଚେତକ ତଥା ସ୍ଥାନୀୟ ବିଧାୟିକା ପ୍ରମିଳା ମଲ୍ଲିକ, କିଟ ଓ କିସ୍‌ର କ୍ରୀଡ଼ା ନିର୍ଦ୍ଦେଶକ ତଥା ଓଡ଼ିଶା ଭଲିବଲ ଆସୋସିଏସନର…
Read More...

ନ୍ୟାୟ ନପାଇବାରୁ ପୋଲିସ ଡିଜିଙ୍କୁ ଡାକ ଯୋଗେ ଅଭିଯୋଗ

ଫୁଲବାଣୀ,୨୮/୧୨:କନ୍ଧମାଳ ଜିଲ୍ଲା ଗୋଛପଡା ଥାନା ପୋଲିସ ନାବାଳିକା ଅପହରଣ କାରି ଙ୍କୁ ଆଜି ୮ମାସ ରେ ମଧ୍ୟ ଗିରଫ କରିନଥିବା ଯୋଗୁଁ ନାବାଳିକା ଝିଅର ବାପା ମା ଆଜି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସୂଚନାଯୋଗ୍ୟ ଗୋଛାପଡା ଥାନା ଅନ୍ତର୍ଗତ ମୁସେଲିପାଙ୍ଗା ପଞ୍ଚାୟତ ର…
Read More...

ପୁଣି ପାରାଦୀପ ଯୁବ ବିଜେଡି ସଭାପତି ହେଲେ ଆଲୋକ ମହାପାତ୍ର

ପାରାଦୀପ : ପାରାଦୀପ ବିଜେଡି ସଂଗଠନର ଯୁବ ସଭାପତି ଭାବେ ପୁନର୍ବାର ମନୋନୀତ ହୋଇଛନ୍ତି ଆଲୋକ ମହାପାତ୍ର । ଶ୍ରୀ ମହାପାତ୍ର ପୂର୍ବରୁ ପାରାଦୀପ ମହାବିଦ୍ୟାଳୟର ଛାତ୍ର ସଂସଦ ସଭାପତି ଠାରୁ ଆରମ୍ଭ କରି ନିଜର ଦକ୍ଷତା ବଳରେ ପାରାଦୀପ ବିଜୁ ଜନତା ଦଳ(ବିଜେଡି)ର ଯୁବ ସଭାପତି ହୋଇପାରିଛନ୍ତି ।…
Read More...

କନ୍ଧମାଳରେ ପୁଣି ସ୍ଥିତି ଜାହିରକଲା ମାଓ ସଂଗଠନ

ବାଲିଗୁଡ଼ା,୨୮/୧୨: କନ୍ଧମାଳରେ ପୁଣି ସ୍ଥିତି ଜାହିର କଲା ମାଓ ସଂଗଠନ । କୋଟଗଡ଼ ଥାନା ରଡ଼ିଗୁମା ନିକଟରେ ଗତ ରାତିରେ ଗଛପକାଇ ରାସ୍ତା ଅବରୋଧ କରିବାସହ ପୋଷ୍ଟର ଛାଡ଼ିଥିବା ଦେଖିବାକୁ ମିଳିଛି । ସରକାରଙ୍କ ବହୁମୁଖି ସମାଧାନ ଦମନ ଅଭିଯାନକୁ ବିରୋଧ କରନ୍ତୁ,ବିର୍ଲା, ସୁପେଲ ଓ ସିଟି ବର୍ବର…
Read More...

ରାଜ୍ୟରେ ପୁଣି ୨୩୪ କରୋନା ଆକ୍ରାନ୍ତ ଚିହ୍ନଟ, ୩ ମୃତ

ଭୁବନେଶ୍ୱର: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୩୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା…
Read More...

ମନମୁଣ୍ଡାରେ ପିଚୁ ବୋଝେଇ ଟ୍ରକ ଓଲଟିଲା

ସୋନପୁର,୨୮/୧୨- ଗତକାଲି ରାତିରେ ମନମୁଣ୍ଡା ଗାନ୍ଧୀଛକ ଠାରେ ଏପି୩୧-ଟିଏଚ୍‌ ୪୮୯୬ ନମ୍ବର ଥିବା ଏକ ପିଚୁ ବୋଝେଇ ଟ୍ରକ ଦୁର୍ଘଟଣା ଘଟି ଓଲଟି ପଡ଼ିଥିଲା । ଯାହାଫଳରେ ରାସ୍ତା ଉପରେ ପିଚୁତକ ଢାଳିହୋଇ ଏକ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ…
Read More...

ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେଙ୍ଗାଲଜୁରୀ ମାଁ ଦୂର୍ଗା କ୍ରିକେଟ କପ୍‌ :ଭାଲୁଦରୋ ଚମ୍ପିଆନ

ଖପ୍ରାଖୋଲ,୨୮/୧୨ - ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ଚଙ୍ଗରିଆ ପଞ୍ଚାୟତ ରେଙ୍ଗାଲଜୁରୀ ୟଙ୍ଗଷ୍ଟାର କ୍ରିକେଟ କ୍ଳବ ଆନୁକୁଲ୍ୟରେ ୩ୟ ତମ ମାଁ ଦୂର୍ଗା କ୍ରିକେଟ କପ୍‌ ଉଦଯାପିତ ହୋଇଯାଇଛି । ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଭାଲୁଦରୋ ଓ ବାଲିପଟା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ।…
Read More...

ଦାରିଙ୍ଗବାଡ଼ିରେ ହାଡ଼ଭଙ୍ଗା ଶୀତ, ଅସହାୟଙ୍କୁ ସହାୟତାର ହାତବଢ଼ାଇଲା କଟକର ଆଞ୍ଜେଲ ଫାଉଣ୍ଡେସନ

ଦାରିଙ୍ଗବାଡି, ୨୮/୧୨- ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବାଡ଼ାବାଙ୍ଗା ଗ୍ରାମ ଠାରେ କଟକର ଆଞ୍ଜେଲ ଫାଉଣ୍ଡେସନ ପକ୍ଷରୁ ବୃଦ୍ଧାବୃଦ୍ଧ, ଅସହାୟ ତଥା ଗରିବ ଲୋକଙ୍କୁ କମ୍ବଳ ବଣ୍ଟନ କରାଯାଇଛି । ଏହି ଅବସରରେ ୫୫୦ ଜଣଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା । ଦାରିଙ୍ଗବାଡି ଅଂଚଳରେ ବର୍ତ୍ତମାନ ଶୀତର…
Read More...