Monthly Archives

December 2020

ନ୍ୟୁ ଓଡିଶାର ଭର୍‌ଚ୍ୟୁଆଲ୍‌ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ବୌଦ୍ଧ,୨୯/୧୨: ଆଜି ବୌଦ୍ଧ ଜଗନ୍ନାଥ ମନ୍ଦିର ସଭାଗୃହରେ ନ୍ୟୁ ଓଡିଶା ପକ୍ଷରୁ ଦ୍ୱିତୀୟ ବାର୍ଷିକ ବୌଦ୍ଧ ସ୍ୱାଭିମାନ ସମ୍ମାନ-୨୦୨୦ ଅନୁଷ୍ଠିତ ହୋଇଯାଇଛି । ନ୍ୟୁ ଓଡିଶାର ସଂପାଦକ ରଂଜନ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଭର୍‌ଚ୍ୟୁଆଲ ସଭାରେ ମୁଖ୍ୟଅତିଥି ଭାବରେ ଓଡିଶା କର୍ମଜୀବୀ…
Read More...

କିଶାନ କଂଗ୍ରେସ ତରଫରୁ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା

ବୌଦ୍ଧ,୨୯/୧୨- ଆଜି ବୌଦ୍ଧ ଜିଲ୍ଲା କିଶାନ କଂଗ୍ରେସ ତରଫରୁ କେନ୍ଦ୍ର ସରକାରଙ୍କ ତିନିଗୋଟି କୃଷକ ବିରୋଧି କଳା ଆଇନକୁ ପ୍ରତ୍ୟାହାର ଓ ଆନ୍ଦୋଳନରତ ଚାଷୀଙ୍କୁ ସମର୍ଥନ ଜଣାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଥିଲା । ଜିଲ୍ଲା କିଶାନ କଂଗ୍ରେସ ସଭାପତି ରଘୁନାଥ ପଲିଆଙ୍କ…
Read More...

ମୁଖ୍ୟମନ୍ତ୍ରୀଙ୍କ ନାମରେ ଥାନାରେ ଅଭିଯୋଗକଲେ ବିଜେପି କର୍ମୀ

ବୌଦ୍ଧ/ବାଉଁଶୁଣୀ,୨୯/୧୨ - ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ହଡପ୍‌ ଓ ଚଞ୍ଚକତା କରି ହିତାଧୀକାରୀଙ୍କ ପରିବାରକୁ ମିଛ କଥା କହି ନବୀନ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କ ଘରେ ରାଜ୍ୟ ସରକାରଙ୍କ ନିର୍ମିତ ପୋଷ୍ଟର ଲଗାଇବା ସମ୍ପୂର୍ଣ୍ଣ ବେଆଇନ, ଠକାମୀ,ପ୍ରବଞ୍ଚନା, ପ୍ରତାରଣା…
Read More...

ବୌଦ୍ଧ : ଆଜି ପୁଣି 5 ଜଣକରୋନା ଆକ୍ରାନ୍ତ ଚିନ୍ହଟ

ବୌଦ୍ଧ,୨୯/୧୨- ଆଜି ପୁଣି ଜିଲ୍ଲାରେ 5 ଜଣ କରୋନା ଆକ୍ରାନ୍ତ ଚିନ୍ହଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି l ଆଜିର 5 ଜଣ କରୋନା ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ୍ 2772 ଜଣ କରୋନା ପଜିଟିଭ ଚିନ୍ହଟ ହୋଇଥିବା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ…
Read More...

ରାଜ୍ୟରେ ପୁଣି ୨୬୩ କରୋନା ପଜିଟିଭ ଚିହ୍ନଟ, ୪ ମୃତ

ଭୁବନେଶ୍ୱର ୨୯ ।୧୨: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୬୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ…
Read More...

ମହାନଦୀକୁ ଶୌଚ ପାଇଁ ଯାଇ ଜଣେ ବ୍ୟକ୍ତି ନିଖୋଜ

ବୌଦ୍ଧ,୨୮/୧୨ - ହରଭଙ୍ଗା ବ୍ଲକ୍‌ ସରସରା ଗ୍ରାମ ପଞ୍ଚାୟତ ସାନ ବଙ୍କାପଡା ଗ୍ରାମର ଜଣେ ବ୍ୟକ୍ତି ଆଜି ସକାଳେ ଶୌଚ କର୍ମ ପାଇଁ ମହାନଦୀକୁ ଯାଇ ଆଉ ଘରକୁ ଫେରି ନଥିବା ହେତୁ ନିଖୋଜ ନେଇ ଚର୍ଚ୍ଚା ଧରିଛି । ମିଳିଥିବା ସୂଚନା ଅନୁଯାୟୀ ସାନ ବଙ୍କାପଡା ଗ୍ରାମର ସୁରେଶ କର୍ଣ୍ଣ (୫୭) ଆଜି ସକାଳ ୫…
Read More...

କରୋନା ବିପତ୍ତି ବେଳେ ଡ. ଅଚ୍ୟୁତ ସାମନ୍ତଙ୍କ ଉଲ୍ଲେଖନୀୟ କାର୍ଯ୍ୟ

ଖପ୍ରାଖୋଲ,୨୮/୧୨- ବିଶ୍ୱ କରୋନା କଟକଣା ସମୟରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସ (କିସ )ର ଛାତ୍ରଛାତ୍ରୀ ମାନଙ୍କ ପାଇଁ ପୃଥିବୀର ପ୍ରଥମ ନିଃଶୁଳ୍କ କିସ ଆଦିବାସୀ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଡ଼. ଅଚ୍ୟୁତାନନ୍ଦ ସାମନ୍ତ ଉଲ୍ଲେଖନୀୟ…
Read More...

ବିଜେପି ତରଫରୁ କଣ୍ଟାମାଳ ବ୍ଲକ ଘେରାଉ ଓ ପ୍ରତିବାଦ ସଭା

ବୌଦ୍ଧ,୨୮/୧୨- ଆଜି ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ ଭାରତୀୟ ଜନତା ପାର୍ଟି ତରଫରୁ ରାଜ୍ୟକାରିଣୀ ସଦସ୍ୟ କହ୍ନେଇଚରଣ ଡାଙ୍ଗଙ୍କ ନିର୍ଦ୍ଦେଶମତେ କଣ୍ଟାମାଳ ବ୍ଲକରେ ଘେରାଉ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । କଣ୍ଟାମାଳ ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଫଳକରେ ଛୋଟ ଅକ୍ଷରରେ…
Read More...

ବିଜେପି ଦଳ ତରଫରୁ ବୌଦ୍ଧବ୍ଲକ ଘେରାଉ ଓ ପ୍ରତିବାଦସଭା

ବୌଦ୍ଧ,୨୮/୧୨- ଆଜି ବୌଦ୍ଧଜିଲ୍ଲା ଭାରତୀୟ ଜନତା ପାର୍ଟି ତରଫରୁ ରାଜ୍ୟ ବିଜେପି ନିର୍ଦ୍ଦେଶ ମତେ ବୌଦ୍ଧ ବ୍ଲକରେ ଘେରାଉ ଓ ପ୍ରତିବାଦ ସଭା ଜିଲ୍ଲା ସଭାପତି ବିପ୍ର ଚରଣ ମହାନ୍ତିଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧ ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଫଳକରେ ଛୋଟ ଅକ୍ଷରରେ…
Read More...

ବୌଦ୍ଧ : ଜିଲ୍ଲା ସ୍ତରୀୟ 136 ତମ କଂଗ୍ରେସ ପ୍ରତିଷ୍ଠା ଦିବସ ପାଳିତ

ବୌଦ୍ଧ,୨୮/୧୨- ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଆଜି ଭାରତୀୟ ଜାତୀୟ କଂଗ୍ରେସର 136 ତମ ପ୍ରତିଷ୍ଠା ଦିବସ ବୁଟୁପାଲି ଜାନକୀ ଭିକାରୀ ଉଚ୍ଚ ବିଦ୍ୟାଳୟ ନିକଟ ପଡିଆରେ ଅନୁଷ୍ଠିତ ହୋଇ ଯାଇଛି l ଜିଲ୍ଲା କଂଗ୍ରେସ କମିଟିର ସଭାପତି ନବ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…
Read More...