Yearly Archives

2020

ସମ୍ବଲପୁର ମଣ୍ଡଳର ସାଧାରଣ ପ୍ରଶାସନ ବିଭାଗ ଦ୍ୱାରା ଫିଟ୍ ଇଣ୍ଡିଆ ଫ୍ରିଡମ୍ ରନ ଆୟୋଜିତ

ସମ୍ବଲପୁର : ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ, ଭାରତ ସରକାରଙ୍କ ନିର୍ଦ୍ଦେଶାନୁସାରେ ପୂର୍ବତଟ ରେଳପଥ, ସମ୍ବଲପୁର ମଣ୍ଡଳର ରେଳବାଇ କର୍ମଚାରୀ ଓ ସେମାନଙ୍କ ପରିବାରକୁ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରଖିବା ପାଇଁ ୧୫ ଅଗଷ୍ଟରୁ ୨ଅକ୍ଟୋବର ୨୦୨୦ ପର୍ଯ୍ୟନ୍ତ ଫିଟ୍ ଇଣ୍ଡିଆ ଫ୍ରିଡମ…
Read More...

ଶୌଚାଳୟ ନିର୍ମାଣରେ ଦୁର୍ନୀତି ଅଭିଯୋଗ

କଣ୍ଟାବାଞ୍ଜି,୧୧/୯- ଆମ ଦେଶ ଭାରତକୁ ସ୍ୱଚ୍ଛ ଓ ସୁନ୍ଦର କରିବା ପାଇଁ ୨୦୧୪ ରେ ରାଷ୍ଟ୍ର ପିତା ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜନ୍ମ ଦିବସରେ ପାରିତ ହୋଇଥିଲା ଏହି ଶୌଚାଳୟ ଅଭିଯାନ । ଏହାର ମୁଖ୍ୟ ଉଦ୍ଦେଶ୍ୟ ଭାରତକୁ ସ୍ୱଚ୍ଛ଼ ଓ ସୁନ୍ଦର ରଖିବା । ସେହି ଅନୁଯାୟୀ ପ୍ରଧାନମନ୍ତ୍ରୀ ଛୋଟ ଛୋଟ ଗାଁ…
Read More...

ହରଭଙ୍ଗା ବ୍ଲକ ବନ୍ୟା ପରବର୍ତ୍ତୀ ସ୍ଥିତି: ବିଭିନ୍ନ ବିଭାଗର ୧୪କୋଟିରୁ ଉର୍ଦ୍ଧ୍ୱ କ୍ଷୟକ୍ଷତି

ହରଭଙ୍ଗା : ଏବେ ବନ୍ୟା ଛାଡି ଯାଇଛି । ହେଲେ ବନ୍ୟାର ପରବର୍ତ୍ତୀ ପରିସ୍ଥିତିକୁ ନେଇ ଏବେ ଲୋକେ ହନ୍ତସନ୍ତ ହେଉଛନ୍ତି । କାହାର ଘର ଭାଙ୍ଗିଛି ତ ଚାଷୀଙ୍କର ଜମିବାଡି ଉଜୁଡି ଯାଇଛି । ଲଗଣା ବର୍ଷା ଓ ମହାନଦୀ ବନ୍ୟା ଏବେ ଛାଡିଯାଇଛି, ଚାରିଆଡେ ଖାଁ ଖାଁ ଲାଗୁଛି । ହରଭଙ୍ଗା ଅଞ୍ଚଳରେ…
Read More...

ଗଜପତିରେ ଆଜି ପୁଣି ୨୫ଜଣ କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି,୧୧/୯- ଗଜପତିରେ ପୁଣି ୨୫ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା । ଆକ୍ରାନ୍ତଙ୍କ ମଧ୍ୟରେ ଗୋଶାଣୀ ବ୍ଳକରୁ ୩ ଜଣ ପାରଳା ପୌର ପରିଷଦରୁ ୭ ଜଣ, ନୂଆଗଡ଼ ବ୍ଳକରୁ ୩ ଜଣ, ମୋହନା ବ୍ଲକରୁ ଜଣେ, ରାୟଗଡ ବ୍ଲକରୁ ୩ ଜଣ, ଗୁମ୍ମା…
Read More...

କରୋନା ପ୍ରକୋପ କମୁନାହିଁ ଆଜି ପୁଣି ୯୧ ଜଣ ପୋଜିଟିଭ ଚିହ୍ନଟ: ବିବାଦ ଘେରରେ ନବନିର୍ମିତ ବୁର୍ଲା କୋଭିଡ ହସ୍ପିଟାଲ…

ସମ୍ବଲପୁର :କରୋନା ନିୟନ୍ତ୍ରଣ ପାଇଁ ବିଭିନ୍ନ ପ୍ରଚେଷ୍ଟା ସତ୍ତ୍ୱେ ସମ୍ବଲପୁର ଜିଲ୍ଲାରେ ଏହାର ପ୍ରକୋପ କମିପାରୁ ନାହିଁ । ପ୍ରଶାସନିକ ସୂଚନା ଅନୁସାରେ ବିଗତ ୨୪ ଘଣ୍ଟା ମଧ୍ୟରେ ୯୧ ଜଣ ନୂଆ ପଜିଟିଭ ଚିହ୍ନଟ ହେଲା ପରେ ଜିଲ୍ଲାରେ ଏପର୍ଯ୍ୟନ୍ତ ଆକ୍ରାନ୍ତଙ୍କ ମୋଟ ସଂଖ୍ୟା ୩୭୩୪ ହୋଇଛି ।…
Read More...

ରାଜ୍ୟରେ ଆଉ ୩୯୯୬ କରୋନା ପଜିଟିଭ ଚିହ୍ନଟ, ୧୪ ମୃତ

ଭୁବନେଶ୍ୱର ୧୧ ।୦୯: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ୨୪ ଘଣ୍ଟା ମଧ୍ୟରେ ୩୯୯୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪୩୧୧୭ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ…
Read More...

ବୌଦ୍ଧଜିଲ୍ଲା ହଜାରେ ପାର୍‌ କଲା କରୋନା, ଆଜି ନୂତନ ୩୯ ପଜିଟିଭ

ବୌଦ୍ଧ,୧୧/୯ - ଆଜି ପୁଣି ନୂତନ ୩୯ କରୋନା ପଜିଟିଭ ଜିଲ୍ଲାରେ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍‌ ସରସରା ଗ୍ରାମରୁ ୧ ଜଣ, ବୌଦ୍ଧ ସହରାଞ୍ଚଳ ମଧ୍ୟରୁ ୯ ଜଣ, ବଲାସିଙ୍ଗାସ୍ଥିତ…
Read More...

ଗଜପତିରେ ଆଜି ପୁଣି ୧୭ଜଣ କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି,୧୧/୯- ଗଜପତିରେ ଆଜି ପୁଣି ୧୭ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ପାରଳା ପୌର ପରିଷଦରୁ ୩ ଜଣ, ନୂଆଗଡ଼ ବ୍ଳକରୁ ୨ ଜଣ,ମୋହନା ବ୍ଲକରୁ ୪ ଜଣ,ରାୟଗଡ ବ୍ଲକରୁ ଜଣେ,ଗୁମ୍ମା ବ୍ଳକରୁ ୬ ଜଣ, କାଶୀ ନଗର ବ୍ଲକରୁ ଜଣେ ଚିହ୍ନଟ ହୋଇ…
Read More...

ପ୍ରବାସୀ ଶ୍ରମିକ ମାନଙ୍କ ତଥ୍ୟ ପ୍ରଶାସନ ପାଖରେ ରଖାଯିବାକୁ ଦାବି

ବୌଦ୍ଧ,୧୧/୯ -ଲକ ଡାଉନର କଟକଣା ଟିକିଏ କୋହଳ ହେବା ପରେ ବର୍ତ୍ତମାନ ବୌଦ୍ଧ ଜିଲ୍ଲାରୁ ବାହାର ରାଜ୍ୟକୁ ଦାଦନଙ୍କ ସୁଅ ଛୁଟୁଛି । ଗୁଜରାଟ, ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ ଓ ତାମିଲନାଡୁ ରାଜ୍ୟର ଅନେକ କଳ କାରଖାନା ଗୁଡିକର ମାଲିକ ମାନେ ବସ୍‌ ପଠାଇ ଶ୍ରମିକ ମାନଙ୍କୁ ନେଉଥିବା ଦୃଶ୍ୟ…
Read More...

ଭକ୍ତି ଓ ନିଷ୍ଠାର ସହ ପୁଅ ଜୀଉନ୍ତିଆ ଓଷା ପାଳିତ

ବୌଦ୍ଧ,୧୧/୯ - ବୌଦ୍ଧ ସହର ସମେତ ଜିଲ୍ଲାର ପୁରପଲ୍ଲୀରେ ପୁଅ ଜୀଉନ୍ତିଆ ଓଷା ପାଳିତ ହୋଇଯାଇଛି । ପୁଅ ମାନଙ୍କର ମଙ୍ଗଳ କାମନା କରି ମା’ ମାନେ ଆଶ୍ୱିନ କୃଷ୍ଣପକ୍ଷ ଅଷ୍ଟମୀରେ ନିର୍ଜଳା ଉପବାସ କରି ଏ ବ୍ରତ ପାଳନ କରିଥାଆନ୍ତି । ୧୦୮ ଚାଉଳ, ଦୁବ ସହ ବିଭିନ୍ନ ପ୍ରକାର ଫଳ ଓ ଜୁଗାର ଭୋଗ…
Read More...