Yearly Archives

2020

କରୋନା ସଙ୍କଟ ଓ ଲକଡାଉନ ଯୋଗୁଁ ସ°କ୍ଷିପ୍ତ ରୂପେ ଶୀତଲଷଷ୍ଠୀ ପାଳନ କରାଯିବ

ସମ୍ବଲପୁର :କରୋନା ସଙ୍କଟ ଓ ଘୋଷିତ ଲକଡାଉନ ଯୋଗୁଁ ଏଥର ଅଞ୍ଚଳର ପ୍ରମୁଖ ଧାର୍ମିକ ଓ ସା°ସ୍କୃତିକ ଉତ୍ସବ ରୂପେ ପରିଚିତ ଶୀତଲଷଷ୍ଠୀ ଯାତ୍ରା ପାଳନ ନାମରେ କୌଣସି ନାଚଗୀତ ଓ ଯାତ୍ରା ଉତ୍ସବ ପରିବର୍ତ୍ତେ ବିଧିରକ୍ଷା ସ୍ବରୂପ ମନ୍ଦିରମାନଙ୍କରେ କେବଳମାତ୍ର ପୂଜା ଅନୁଷ୍ଠାନ କରାଯିବ । ଏହି…
Read More...

ଶ୍ରମଜୀବି ପରିବାର ବଞ୍ଚିତ : ଖାଦ୍ୟ ନିରାପତ୍ତା ଯୋଜନା କାହାପାଇଁ ?

ବୌଦ୍ଧ: ଗରିବ ଲୋକଙ୍କ ଖାଦ୍ୟ ନିରାପତ୍ତା ସୁରକ୍ଷିତ କରିବାପାଇଁ କେନ୍ଦ୍ର ସରକାର କରିଛନ୍ତି ଖାଦ୍ୟ ନିରାପତ୍ତା ଯୋଜନା । ରାଜ୍ୟସରକାର ମଧ୍ୟ କେନ୍ଦ୍ର ତାଲିକାରୁ ବଞ୍ଚିତ ଗରିବ ହିତାଧିକାରୀଙ୍କୁ ଖାଦ୍ୟ ଯୋଗାଇ ଦେବାପାଇଁ ନିଜସ୍ୱ ଯୋଜନା କରିଛନ୍ତି । ଦୁଃଖଲାଗେ କେନ୍ଦ୍ର ଓ ରାଜ୍ୟର ଉଭୟ…
Read More...

ଅଧିକ ଦରରେ କିରୋସିନ ବିକ୍ରି : ଖାଉଟିଙ୍କୁ ରିଟେଲର ଅତିରିକ୍ତ ଟଙ୍କା ଫେରାଇବେ ତ !

ବୌଦ୍ଧ: କରୋନା ଭଳି ମହାମାରୀ ବ୍ୟାପିଥିବା ସମୟରେ ଖାଉଟି ସାମଗ୍ରୀର ସରକାରୀ ରିଟେଲରମାନେ ଲୋକଙ୍କୁ ଠକେଇ କରି ନେଇଥିବା ଅତିରିକ୍ତ ଟଙ୍କା ଫେରାଇବେ କି ନାହିଁ ସେ ସଂପର୍କରେ ଆଲୋଚନା ଜୋର୍ ଧରିଛି । ବହିରା ଗ୍ରାମପଞ୍ଚାୟତରେ ୩୦ ଟଙ୍କାରେ ୧୫ଟଙ୍କାର କିରୋସିନ ବିକ୍ରି ହେଉଥିବା ଅଭିଯୋଗ…
Read More...

ବସ୍ ଖରାପ ହେବାରୁ ତେଲେଙ୍ଗାନାରେ ଅଟକିଲେ ପ୍ରବାସୀ

ବୌଦ୍ଧ: ତାମିଲନାଡୁର ମଙ୍ଗଳମ୍‌ରୁ ଗତକାଲି ଭୋର୍‌ରୁ ବୌଦ୍ଧକୁ ବାହାରିଥିବା ପ୍ରବାସୀ ଶ୍ରମିକଙ୍କ ବସ୍‌ ଓଡିଶା ସୀମାଠାରୁ ପ୍ରାୟ ୮୦୦ କି.ମି ଦୂରରେ ତେଲେଙ୍ଗାନା ରାଜ୍ୟର କୋଥାଗୁଦେମ ନିକଟ ରୁଦ୍ରପୁର ନିକଟରେ ଖରାପ ହେବା ଯୋଗୁଁ ଗତକାଲି ମଧ୍ୟରାତ୍ରୀରୁ ଅଟକି ରହିଥିବା ଜଣାପଡିଛି ।…
Read More...

ରାଜ୍ୟରେ ୮୦ ନୂଆ ପଜିଟିଭ ଚିହ୍ନଟ, କରୋନା ମାନଚିତ୍ରରେ ସାମିଲ ହେଲା ଗଜପତି ଓ ନବରଙ୍ଗପୁର

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମିବାର ନା' ନେଉନାହିଁ । ଆଜି ପୁଣି ୮୦ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ କରୋନା ମାନଚିତ୍ରରେ ଗଜପତି ଓ ନବରଙ୍ଗପୁର ଆଜି ଯୋଡି ହୋଇଛି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୯,…
Read More...

କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କଲେ “ଟିମ୍ ପ୍ରକାଶ ତ୍ରିପାଠୀ “

କରୋନା ମହାମାରୀ ତାର କାୟା ବିସ୍ତାର କରିଚାଲିଛି l ଏହି ସମୟରେ ନିଜର ପରିବାର ତଥା ନିଜର ସୁରକ୍ଷା କଥା ଭୁଲି ରାଜଧାନୀକୁ ସଫାସୁତୁରା ରଖିବାରେ ସଫେଇ କର୍ମଚାରୀ, କରୋନା ଯୋଦ୍ଧାମାନଙ୍କୁ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ l ଆଜି " ଟିମ୍ ପ୍ରକାଶ ତ୍ରିପାଠୀ " ତରଫରୁ ୱାର୍ଡ ନଂ-୧୧…
Read More...

ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚୋରାଚାଲାଣ : ଗଞ୍ଜେଇ ଜବତ, ଜଣେ ଚାଲାଣ କାରୀ ଗିରଫ

ବାଲିଗୁଡ଼ା: ତେଲ ଟ୍ୟାଙ୍କର ଟ୍ରକ୍ ରୁ ତିନି ବସ୍ତା ଗଞ୍ଜେଇ ଜବତ । କନ୍ଧମାଳ ଜିଲ୍ଲା ରାଇକିଆ ଥାନା ବେରେଡ଼ାକିଆ ଛକରେ ଗାଡ଼ି ଯାଞ୍ଚ୍ ବେଳେ ଗଞ୍ଜେଇ ଜବତ କରିଛି ରାଇକିଆ ପୋଲିସ୍ ।ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଅଢ଼େଇ ଲକ୍ଷ ରୁ ଉର୍ଦ୍ଧ୍ବ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।…
Read More...

ସଙ୍ଗରୋଧରେ ରହିବାକୁ ଯାଇ ପ୍ରବାସୀ ହଟାହଟା

ବୌଦ୍ଧ : ବୌଦ୍ଧ ବ୍ଲକ ଟିକରପଡା ଗ୍ରାମ ପଞ୍ଚାୟତ ଅଂଚଳରୁ ଚେନ୍ନାଇକୁ କାମ କରିବାକୁ ଯାଇ ଲକଡାଉନ ଯୋଗୁଁ ଫସି ରହିଥିଲେ ୫ଜଣ ଶ୍ରମିକ । ସେମାନେ ସାଇକଲେ ମାଡି ସୁଦୂର ଚେନ୍ନାଇରୁ ଫେରିଆସିଥିଲେ ନିଜ ଜନ୍ମମାଟିକୁ । ଟିକରପଡା ଫେରି ସଙ୍ଗରୋଧରେ ରହିବା ପାଇଁ ଅନୁରୋଧ କରିଥିଲେ ଗ୍ରାମ ପଞ୍ଚାୟତର…
Read More...

ପଶ୍ଚିମବଙ୍ଗ ସ୍ଥିତି ଅନୁଧ୍ୟାନ କଲେ ପ୍ରଧାନମନ୍ତ୍ରୀ

କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବାହ୍ନରେ ପଶ୍ଚିମବଙ୍ଗ ଗସ୍ତରେ ଆସି ଅମ୍ଫନ ବାତ୍ୟା ପ୍ରଭାବିତ ଅଞ୍ଚଳ ଆକାଶମାର୍ଗରୁ ଅନୁଧ୍ୟାନ କରିଛନ୍ତି । ଏହାପରେ ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ସମଗ୍ର ସ୍ଥିତି ଅନୁଧ୍ୟାନ କରିବା ପରେ…
Read More...

ଆଉ ୩ ମାସ କୋହଳ ହେଲା ଇଏମ୍‌ଆଇ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରା ନୀତି କମିଟି ଆଜି ଅନୁଷ୍ଠିତ ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଘୋଷଣା କରିଛି । ଯାହା ବ୍ୟାଙ୍କ ଗ୍ରାହକମାନଙ୍କୁ ବହୁମାତ୍ରାରେ ଆଶ୍ୱସ୍ତି ଦେବ । ଏକ ପ୍ରମୁଖ ନିଷ୍ପତ୍ତିକ୍ରମେ ରିଜର୍ଭ ବ୍ୟାଙ୍କ ଋଣ କିସ୍ତିକୁ ଆଉ ୩ ମାସ କୋହଳ…
Read More...