Yearly Archives

2020

ବୋନସ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍‌ର ମଞ୍ଜୁରୀ : ଉପକୃତ ହେବେ ୩୦.୬୭ ଲକ୍ଷ କର୍ମଚାରୀ

ନୂଆଦିଲ୍ଲୀ: କରୋନା ସମୟରେ କେନ୍ଦ୍ର ସରକାର ସରକାରୀ କର୍ମଚାରୀଙ୍କ ପାଇଁ ଗୋଟିଏ ପରେ ଗୋଟିଏ ପ୍ରୋତ୍ସାହନମୂଳକ ଘୋଷଣା କରିଚାଲିଛନ୍ତି । ପୂର୍ବରୁ କର୍ମଚାରୀମାନଙ୍କୁ ଏକକାଳୀନ ଅଗ୍ରିମ ବେତନ ଦିଆଯିବା ସହ ପୂଜା ଅଗ୍ରିମ ମଧ୍ୟ ଘୋଷଣା କରାଯାଇଛି । ଏବେ ସରକାର କେନ୍ଦ୍ରୀୟ ସରକାରୀ
Read More...

ଅଶ୍ୱିନଙ୍କ ଥଟାମଜା : ଗେଲ୍‌ଙ୍କ ଦୁଇ ପାଦ ବାନ୍ଧିଦିଅ

ଦୁବାଇ : ମଙ୍ଗଳବାର ଦୁବାଇରେ ଅନୁଷ୍ଠିତ ଏକ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ନିରାଶ ହେବାକୁ ପଡ଼ିଥିଲା । ପ୍ରତିବର୍ଷ କିଙ୍ଗିସ୍ ଏକାଦଶ ପଞ୍ଜାବ ପାଞ୍ଚ ୱିକେଟରେ ମ୍ୟାଚ୍ ଜିତିଥିଲା । କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲା ବେଳେ ନିକୋଲାସ୍
Read More...

କନ୍ଧମାଳରେ ଆଜି ପୁଣି ୪୬ କରୋନା ପଜିଟିଭ ଚିହ୍ନଟ

କନ୍ଧମାଳ,୨୧/୧୦ - କନ୍ଧମାଳରେ ପ୍ରତିଦିନ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଆଜି କନ୍ଧମାଳରେ ପୁଣି ୪୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।ତେବେ ଆଜିର ସଂକ୍ରମିତ ମାନଙ୍କ ସମେତ ଜିଲ୍ଲାର ମୋଟ ସଂକ୍ରମିତ ସଂଖ୍ୟା ୫୪୪୧ ରେ ପହଁଚିଛି। ସେଥିରୁ ଆଜି ପର୍ଯ୍ୟନ୍ତ ୫୧୪୯ ଜଣ ସୁସ୍ଥ ହୋଇ
Read More...

ମୋଟରସାଇକେଲ ସହ ଗଞ୍ଜେଇ ଜବତ, ଦୁଇଜଣ ଚାଲାଣକାରୀ ଗିରଫ

ବାଲିଗୁଡ଼ା: ଗଞ୍ଜେଇ ଚୋରାଚାଲାଣ ବେଳେ କନ୍ଧମାଳ ଜିଲ୍ଲା କ.ନୂଆଗାଁ ପୋଲିସ୍ ପକ୍ଷରୁ ଚଢ଼ାଉ । ୮କେଜି ୨୦୦ଗ୍ରାମ୍ ଗଞ୍ଜେଇ ଜବତ କରିବାସହ ଦୁଇଜଣ ଚାଲାଣକାରୀଙ୍କୁ ଗିରଫ କରିଛି ପୋଲିସ୍ । ଚୋରାଚାଲାଣ ରେ ବ୍ୟବହୃତ ଗୋଟିଏ ହରନେଟ୍ ମୋଟରସାଇକେଲ ଜବତ କରାଯାଇଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ
Read More...

ବୌଦ୍ଧ ଜିଲ୍ଲାସ୍ତରୀୟ ୬୧ତମ ସହିଦ ଦିବସ ପାଳିତ

ବୌଦ୍ଧ,୨୧/୧୦- ଆଜି ବୌଦ୍ଧଜିଲ୍ଲା ପୁଲିସ ଆନୁକୂଲ୍ୟରେ ବଲାସିଙ୍ଗାସ୍ଥିତ ଆଇଆରବି ପ୍ୟାରେଡ ପଡିଆରେ ୬୧ତମ ସହିଦ ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ବୌଦ୍ଧଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଭି. ରଘୁନାଥ ରାଓ ଯୋଗଦେଇ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ । ବିଭିନ୍ନ ସମୟରେ ସହିଦ
Read More...

ନାଟ୍ୟକାର ପ୍ରବୀଣ ଚନ୍ଦ୍ର ପଣ୍ଡାଙ୍କ ବିୟୋଗରେ ଶୋକସଭା

ପାରଳାଖେମୁଣ୍ଡି,୨୧/୧୦- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ତଥା ଦକ୍ଷିଣ ଓଡିଶାର ପ୍ରଖ୍ୟାତ ନାଟ୍ୟକାର ପ୍ରବୀଣ ଚନ୍ଦ୍ର ପଣ୍ଡାଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ କରଣସାହି ସ୍ଥିତ ବିଜୟ ବ୍ୟାୟାମ ଶାଳା ପରିସରରେ କ୍ରିଏଟିଭ ଆର୍ଟସ ନାଟ୍ୟ ଅନୁଷ୍ଠାନ ପକ୍ଷରୁ
Read More...

ଅଙ୍ଗନୱାଡି କର୍ମୀଙ୍କ ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ

ସମ୍ବଲପୁର : ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାଙ୍କ ଚାକିରି ନିୟମିତ କରିବା, ମାସିକ ୨୧ ହଜାରରୁ ଉର୍ଦ୍ଧ୍ୱ ଦରମା, ଦଶ ହଜାର ପେନସନ, କୋଭିଡ୍ ଯୋଦ୍ଧା ଅଙ୍ଗନୱାଡ଼ିଙ୍କୁ ଅନ୍ୟ ରାଜ୍ୟ ପରି ଓଡିଶାରେ ଅଧିକ ପ୍ରୋତ୍ସାହନ ରାଶି, ରିକ୍ସ୍ ଆଲାଉନ୍ସ, ବୀମା ବ୍ୟବସ୍ଥାକୁ ଠିକ୍ ଠାକ୍ କାର୍ଯ୍ୟକାରୀ
Read More...

ଗଜପତିରେ ପୁଣି ୯ ଜଣ କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି,୨୧/୧୦- ଗଜପତିରୁ ଆଜି ପୁଣି ୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଆକ୍ରାନ୍ତଙ୍କ ମଧ୍ୟରେ ଗୋଶାଣି ବ୍ଳକରୁ ଜଣେ,ମୋହନା ବ୍ଳକରୁ ୨ ଜଣ, ନୂଆଗଡ଼ ବ୍ଳକରୁ ଜଣେ ରାୟଗଡ ବ୍ଳକରୁ ଜଣେ,ପାରଳା ପୌର ପରିଷଦରୁ ୩ ଜଣ,ଗଜପତିରୁ ଜଣେ
Read More...

ସମ୍ବଲପୁରରେ ପୁଣି ନୂଆ ୩୭ଜଣ ପଜିଟିଭ ଚିହ୍ନଟ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ କରୋନା ଦାଉରୁ ମୁକ୍ତି ପାଇଁ ଜନସାଧାରଣଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି ଓ ଏହାର ଏକମାତ୍ର କାରଣ ସୁସ୍ଥତାହାର ରେ ନିରନ୍ତର ଉନ୍ନତି । ପ୍ରାପ୍ତ ପରିସଂଖ୍ୟାନ ଅନୁସାରେ ବର୍ତ୍ତମାନ ସୁସ୍ଥତାହାର ୯୨.୨୩ ପ୍ରତିଶତ ରହିଛି ଓ ଆଗକୁ ଆଉ ବଢିବାର ଆଶା
Read More...

ବୌଦ୍ଧ : ଆଜି 7 କରୋନା ପଜିଟିଭ ଚିନ୍ହଟ

ବୌଦ୍ଧ,୨୧/୧୦ - ଆଜି ବୌଦ୍ଧ ଜିଲ୍ଲାରେ ପୁଣି ନୂତନ 7 କରୋନା ପଜିଟିଭ ଚିନ୍ହଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି l ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଚିନ୍ହଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବୌଦ୍ଧ
Read More...