Monthly Archives

February 2021

ରୋଷେଇ ଗ୍ୟାସ୍ ସିଲିଣ୍ଡର ଫାଟି ଅଗ୍ନିକାଣ୍ଡ

ବୌଦ୍ଧ,୨୦/୨ - ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ୍ ଆଡେନିଗଡ ଗ୍ରାମ ପଞ୍ଚାୟତ ମାଧପୁର ଗ୍ରାମରେ ଗତକାଲି ମଧ୍ୟlନ୍ହରେ ରୋଷେଇ ଗ୍ୟାସ୍ ସିଲିଣ୍ଡର ଫାଟି ଅଗ୍ନିକାଣ୍ଡ ଘଟି ବହୁ ସମ୍ପତ୍ତି ଜଳି ପାଉଁଶ ହୋଇ ଯାଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ମାଧପୁର ଗ୍ରାମର ସୀତାକାନ୍ତ ବେହେରାଙ୍କ…
Read More...

ବିଭିନ୍ନ ଡକାୟତି ମାମଲାର କ୍ରାଇମ ବ୍ରାଞ୍ଚ ତଦନ୍ତ ଦାବି

ବୌଦ୍ଧ,୧୯/୨ - ଜିଲ୍ଲାରେ ଗତ ଜାନୁଆରି ମାସରେ ହୋଇଥିବା ଡକାୟତି, ଲୁଟପାଟ ମାମଲା ଗୁଡିକର ଆସାମୀ ମାନଙ୍କୁ ଧରିବାରେ ପୋଲିସ୍ ବିଫଳ ହୋଇଥିବାରୁ କ୍ରାଇମ ବ୍ରାଞ୍ଚ ତଦନ୍ତ କରାଯିବାକୁ ଜନ ଅଧିକାର ସୁରକ୍ଷା ମଞ୍ଚ ଦାବି କରିଛି | ଆଜି ମଞ୍ଚର ସଭାପତି ଅବଦୁଲ୍ ହଲିମ୍ ଖାନ୍ ଓ ଆବାହକ ସତ୍ୟଜିତ…
Read More...

ନାଗରିକ କମିଟି ଉପ ସଭାପତିଙ୍କ ପରଲୋକ

ବୌଦ୍ଧ/ବାଉଁଶୁଣୀ, ୧୯/୨– ବୌଦ୍ଧବ୍ଲକ୍‌ ବାଉଁଶୁଣୀ ନାଗରିକ କମିଟି ଉପ ସଭାପତି ସୁଶୀଲ କୁମାର ଅଗ୍ରୱାଲା (୬୩ ବର୍ଷ )ଙ୍କ ପରଲୋକ ହୋଇଯାଇଛି । ମିଳିଥିବା ସୂଚନା ଅନୁଯାୟୀ ସେ ବହୁବର୍ଷ ଧରି ମଧୁମେହ ରୋଗରେ ପୀଡିତ ଥିଲେ । ଗତକାଲି ସନ୍ଧ୍ୟା ପ୍ରାୟ ୭ ଘଣ୍ଟା ସମୟରେ ସେ ବାଉଁଶୁଣୀ ଛକ ନିକଟ…
Read More...

ବିଉଟି କୁଇନ ଟାଇଟଲ୍‌ ହାସଲକଲେ ରୀତା ଜାନୀ

ଫୁଲବାଣୀ,୧୯/୨: କନ୍ଧମାଳ ଜିଲ୍ଲା ପାଇଁ ଗୌରବ ଆଣି ଦେଇଛନ୍ତି ରୀତା ଜାନୀ । ରୀତା ଗୋଆରେ ଆୟୋଜିତ ଗ୍ଲାମର ପ୍ରତିଯୋଗୀତାରେ ଅଂଶଗ୍ରହଣ କରି ଟାଇଟଲ ହାସଲ କରିବା ପରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି । ରୀତାଙ୍କ ଘର କନ୍ଧମାଳ ଜିଲ୍ଲାରେ । ଆଦିବାସୀ ପରିବାରରେ ଜନ୍ମ ହୋଇଥିଲେ ମଧ୍ୟ…
Read More...

ପ୍ରାକ୍ତନ ସରପଂଚଙ୍କ ପିତୃ ବିୟୋଗରେ ଶୋକ

ଚଣ୍ଡିଖୋଲ:-ଚଣ୍ଡିଖୋଲ ଛକ ସନ୍ନିକଟ କଂଟିଗଡ଼ିଆ ପଂଚାୟତର ପ୍ରାକ୍ତନ ସରପଂଚ ସଂଜୀବ କୁମାର ଜେନାଙ୍କ ପିତା ଯତୀନ୍ଦ୍ର ଜେନା (୮୩) ଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ ହୋଇଛି । ଯତିନ୍ଦ୍ର ଜେନା ହୃଦଘାତ ରୋଗରେ ପିଡ଼ିତ ହୋଇ ଦୀର୍ଘ ୬ ମାସ ପୂର୍ବରୁ ନିଜ ବାସ ଗୃହରେ ରହିଆସୁଥିଲେ । ଗତକାଲି ୧୭…
Read More...

ବିବାହ ଭୋଜିକୁ ଯିବା ବେଳେ ବାଇକ ଦୁର୍ଘଟଣା, ଜଣେ ମୃତ

ବୌଦ୍ଧ,୧୯/୨- ମନମୁଣ୍ଡା - କଣ୍ଟାମାଳ ରାସ୍ତାର ଗୁହିପିଟା ଛକ ନିକଟରେ ଗୁରୁବାର ମଧ୍ୟାନ୍ହ ସମୟରେ ଗୋଟିଏ ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହେବାରୁ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ କଣ୍ଟାମାଳ…
Read More...

ଟ୍ରାକ୍ଟର ଓଲଟି ଡ୍ରାଇଭର ଗୁରୁତର, ବୁର୍ଲାକୁ ସ୍ଥାନାନ୍ତର

ବୌଦ୍ଧ,୧୯/୨ - ଗତକାଲି ସନ୍ଧ୍ୟାରେ କଣ୍ଟାମାଳ ଥାନା ଲମ୍ବସରୀ ଗ୍ରାମ ପଞ୍ଚାୟତ ରେକଡୋଲ ଗ୍ରାମ ପାଟରା ସାହି ନିକଟରେ ଗୋଟିଏ ଟ୍ରାକ୍ଟର ଓଲଟି ପଡ଼ିବାରୁ ଡ୍ରାଇଭର ଗୁରୁତର ଆହତ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟାରେ ଲମ୍ବସରୀ ପଞ୍ଚାୟତ ଖମାର ଗ୍ରାମର…
Read More...

ମା ସମଲେଶ୍ବରୀ ମନ୍ଦିରର ବିକାଶ ପାଇଁ 200 କୋଟି ଟଙ୍କାର ‘ସମଲେଇ ଯୋଜନା’ ପ୍ରସ୍ତୁତ

। ଭୁବନେଶ୍ୱର:କୋଟି କୋଟି ଓଡିଆଙ୍କ ଆସ୍ଥା ଓ ବିଶ୍ବାସର କେନ୍ଦ୍ର ମା ସମଲେଇ । ମା ଙ୍କ ପବିତ୍ର ପୀଠ ସମ୍ବଲପୁରର ମା ସମଲେଶ୍ବରୀ ମନ୍ଦିର।ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଭକ୍ତ ମାଙ୍କ ଦର୍ଶନ ପାଇଁ ଆସିଥାନ୍ତି । ନବରାତ୍ରୀ, ଦଶହରା, ନୂଆଖାଇ ଓ…
Read More...

ଯାତ୍ରୀବାହୀ ଅଟୋ ଓଲଟି 7 ମହିଳା ଗୁରୁତର

ବୌଦ୍ଧ,୧୭/୨- ବଘିଆପଡା - ବୌଦ୍ଧ ପୂର୍ତ୍ତ ବିଭାଗ ରାସ୍ତାର ସାଲେସିଂହ ସ୍କୁଲ ସମ୍ମୁଖରେ ଭାରସାମ୍ୟ ହରାଇ ଏକ ଯାତ୍ରୀବାହୀ ଅଟୋ ଓଲଟି ପଡି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ଆଜି ବଘିଆପଡା ଠାରେ ବୁଧବାର ସାପ୍ତାହିକ ବଜାର ଥିଲା l ଜିନିଷ ପତ୍ର…
Read More...

ଜିଲ୍ଲା କଂଗ୍ରେସ ଆଇନ୍‌ସେଲ୍‌ କାର୍ଯ୍ୟାଳୟ ଉଦଘାଟିତ

ବୌଦ୍ଧ,୧୭/୨ - ବୌଦ୍ଧଜିଲ୍ଲା କଂଗ୍ରେସ କମିଟିର ଆଇନ୍‌ ସେଲ୍‌ ବିଭାଗର କାର୍ଯ୍ୟାଳୟ ଆଜି ଉଦଘାଟିତ ହୋଇଯାଇଛି । ଆଜି ସକାଳ ପ୍ରାୟ ୧୧ ଘଣ୍ଟା ସମୟରେ ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟି ସଭାପତି ନବ କୁମାର ମିଶ୍ରଙ୍କ ଦ୍ୱାରା ଏହା ଉଦଘାଟିତ ହୋଇଥିବା ଜଣାପଡିଛି । ଏହା ଦ୍ୱାରା ସାଧାରଣ ଲୋକ…
Read More...