Monthly Archives

May 2021

କାଳବୈଶାଖୀର ତାଣ୍ଡବ,ବର୍ଷାପବନରେ ଭାଙ୍ଗିଲା ଏକାଧିକ ଘର

ବାଲିଗୁଡ଼ା,୩୧/୫: ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟର ଅନେକ ସ୍ଥାନରେ ୪ ଦିନ ଯାଏଁ କାଳବୈଶାଖୀ ହେବାନେଇ କୁହାଯାଇଥିବାବେଳେ କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଗତକାଲି ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ବିଜୁଳି ସାଙ୍ଗକୁ ପବନ…
Read More...

କାଠ କାମ କରୁଛନ୍ତି ବିଶ୍ୱ ବିଜେତା ଅଷ୍ଟ୍ରେଲିଆ ଦଳର ଖେଳାଳି

ନୂଆଦିଲ୍ଲୀ : କ୍ରିକେଟରୁ ଅବସର ନେବା ପରେ ଚାରି ବର୍ଷରୁ ଅଧିକ ସମୟ ଧରି ତାଙ୍କର ଆବଶ୍ୟକତା ପୂରଣ କରିବା ପାଇଁ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଜାଭିୟର୍ ଡୋହର୍ଟି କାଠ କାମ କରୁଛନ୍ତି । ଏହି ବାମହାତୀ ସ୍ପିନର ୨୦୦୧–୦୨ ସିଜନରେ ଲିଷ୍ଟ ଏ କ୍ରିକେଟ୍ ଡେବ୍ୟୁ କରିଥିଲେ ଏବଂ ତାଙ୍କ…
Read More...

ବୌଦ୍ଧ ପେକ୍ସ ପକ୍ଷରୁ ରବିଧାନ କ୍ରୟର ଶୁଭାରମ୍ଭ

ବୌଦ୍ଧ,୩୧/୫ - ବୌଦ୍ଧ ସହରରେ ଥିବା ବୌଦ୍ଧ ସେବା ସମବାୟ ସମିତି ପକ୍ଷରୁ ଆଜି ବୁଟୁପାଲି ଉଚ୍ଚ ବିଦ୍ୟାଳୟ ନିକଟ ପଡିଆରେ ମଣ୍ଡି ଖୋଲି ରବିଧାନ କ୍ରୟ କେନ୍ଦ୍ରର ଶୁଭାରମ୍ଭ କରାଯାଇଛି । ଆଜି ସକାଳେ ପୂଜାର୍ଚ୍ଚନା ପରେ ମଣ୍ଡି ଶୁଭାରମ୍ଭ କରାଯାଇଥିଲା । ପୂର୍ବରୁ ପଞ୍ଜିକରଣ କରି ଟୋକନ ପାଇଥିବା…
Read More...

ପୁଣି ୩୫ଜଣଙ୍କ ମୁଣ୍ଡ ନେଲା କରୋନା, ୮୩୧୩ ପଜିଟିଭ ଚିହ୍ନଟ

ଭୁବନେଶ୍ୱର ୩୧ ।୫: ରାଜ୍ୟରେ ପୁଣି ଆକ୍ରାନ୍ତ ସଂଖ୍ୟା କମିଛି । । ସେହିଭଳି କରୋନାଜନିତ ମୃତ୍ୟୁସଂଖ୍ୟା କମିବାର ନାଁ ନେଉନି । ଗତ ୨୪ ଘଣ୍ଟା ମଧ୍ୟରେ ୮୩୧୩ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍…
Read More...

ବାମଣ୍ଡାରେ ପାନୀୟ ଜଳ ସଙ୍କଟ, ମରାମତି ହେଉନି ନଳକୂପ

ବୌଦ୍ଧ,୩୧/୫ - ହରଭଙ୍ଗା ବ୍ଲକ୍ ବାମଣ୍ଡା ଗ୍ରାମ ପଞ୍ଚାୟତ ସଦର ମହକୁମା ବାମଣ୍ଡା ଗ୍ରାମରେ ପାନୀୟ ଜଳ ସଙ୍କଟ ଉତ୍କଟରୂପ ଧାରଣ କରିଛି | ଗତ କିଛି ଦିନ ହେଲା ବାମଣ୍ଡା ଗ୍ରାମରୁ ବହୁ ସଂଖ୍ୟାରେ କରୋନା ପଜିଟିଭ ଚିହ୍ନଟ ହୋଇ କରୋନାର ହଟସ୍ପଟ୍ ସାଜିଥିବା ବେଳେ ପାନୀୟ ଜଳର ଅଭାବ ଲୋକଙ୍କ…
Read More...

ବିଜେପିର ୭ ବର୍ଷ ପୂର୍ତ୍ତି ଅବସରରେ ମାକ୍ସ, ସାନିଟାଇଜର ବଣ୍ଟନ କାର୍ଯ୍ୟକ୍ରମ

ଦେବଗଡ଼,୩୦/୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାତ ବର୍ଷ ଶାସନକାଳର ପୂର୍ତ୍ତି ଉପଲକ୍ଷେ ସ୍ଥାନୀୟ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ତିଳେଇବଣି ବ୍ଲକ ଅନ୍ତର୍ଗତ ସଗୁଡା, କଂଗ୍ରେସପୁର, ଛେପିଲିପାଲି, ଧୋବଲିପଥର ତଥା ମୁନସିପାଲିଟୀ ଅଂଚଳର ବିଭିନ୍ନ ୱାର୍ଡରେ ଥିବା ଜନସାଧାରଣଙ୍କୁ…
Read More...

ମଂଚରେ ଆଉ ଶୁଭିବନି ଭୂପେନଙ୍କ ସ୍ୱର…

ସୁବର୍ଣ୍ଣପୁର,୩୦/୫ - ସଂଗୀତ ନିର୍ଦ୍ଦେଶକ ଭୂପେନ୍ଦ୍ର ବସ୍ତିଆ ବୌଦ୍ଧଜିଲ୍ଲା ଖଟଖଟିଆ ଗ୍ରାମରେ ପିତା ରାମଚନ୍ଦ୍ର ବସ୍ତିଆ ଏବଂ ମାତା ସ୍ୱର୍ଗତ ଶାରଦା ବସ୍ତିଆଙ୍କ ଔରସରୁ ଜନ୍ମଲାଭ କରିଥିବା ଭୂପେନ ଶାସ୍ତ୍ରୀୟ ସଙ୍ଗୀତରେ ଡିଗ୍ରୀ ଶିକ୍ଷା ଲାଭ କରିଥିଲେ । ଖୁବ ସୁନ୍ଦର ଭାବରେ ଗିଟାର ଏବଂ…
Read More...