Monthly Archives

June 2021

ଗଜପତିରେ ପୁଣି ୪୪ ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ ଆଜି ପୁଣି ୪୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଚିହ୍ନଟଙ୍କମଧ୍ୟରୁ ପାରଳାଖେମୁଣ୍ଡି ସହରରେ ୮ଜଣ, ଗୋଶାଣି ବ୍ଳକରେ ୮ ଜଣ, ଗୁମ୍ମା ବ୍ଳକରୁ ୨ ଜଣ, କାଶୀନଗର ବ୍ଳକରୁ ୧୦ଜଣ, ମୋହନା ବ୍ଳକରୁ ୪ ଜଣ,
Read More...

କରୋନା କଟକଣାର ଧଜ୍ଜିଆ ଉଡାଇଲେ : ଏକାଠି ପୋଖରୀରୁ ମାଛ ଧରିଲେ ଶହଶହ ଲୋକ

ବୌଦ୍ଧ : କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି ସରକାର ତଥା ସ୍ଥାନୀୟ ପ୍ରଶାସନ ସବୁ ପ୍ରକାର ସମ୍ଭାବ୍ୟ ପଦକ୍ଷେପ ନେଉଛନ୍ତି । ସଂକ୍ରମଣକୁ ଏଡାଇବା ପାଇଁ କୋଭିଡ ନିୟମ ତଥା କଟକଣା ଲାଗୁ କରାଯାଇଛି । କିନ୍ତୁ ଅଧିକାଂଶ ସ୍ଥାନରେ ଏହାର ଖୋଲା ଉଲ୍ଲଂଘନ ହେଉଛି । ଏପରିକି କେତେକ ସ୍ଥାନରେ
Read More...

‘ହ୍ରାସ ପାଇଛି ସଂକ୍ରମଣ, ସଫଳ ହୋଇଛି ଲକଡାଉନ’

ଭୁବନେଶ୍ୱର : ରାଜ୍ୟ ସରକାର ଜାରି କରିଥିବା ଲକଡାଉନରୁ ଫଳ ମିଳିଛି । କରୋନା ସଂକ୍ରମଣ ଧୀରେ ଧୀରେ ତଳମୁହାଁ ହେଉଛି । ଏମିତି କହିଛନ୍ତି ଡିଏମ୍‌ଇଟି ଡାଇରେକ୍ଟର ସିବିକେ ମହାନ୍ତି । ସେ କହିଛନ୍ତି ଯେ, ଡେଲ୍‌ଟା ଭାଇରସକୁ ମୁକାବିଲା କରିବାରେ କୋଭିସିଲ୍‌ଡ଼ ଓ କୋଭାକ୍ସିନ୍‌ ସଫଳ ହୋଇଛି । ସେ
Read More...

ରଥଯାତ୍ରା ପ୍ରସ୍ତୁତି ବୈଠକ

ବୋୖଦ୍ଧ,୮/୬ - ହରଭଙ୍ଗା ବ୍ଲକ ଚାରିଛକ ସ୍ଥିତ ଠିଡିକାଯୋର ଠାରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ରଥଯାତ୍ରା କମିଟି ସଭାପତି ତଥା ଦେବୋତ୍ତର ଅଧିକାରୀ ତହସିଲଦାର ଶମ୍ଭୁଭୂଷଣ ମିଶ୍ରଙ୍କ ସଭାପତିତ୍ୱରେ ହରଭଙ୍ଗା ବ୍ଲକ ପରିସରରେ କୋଭିଡ଼ କଟକଣା ଆଧାରରେ ସୀମିତ
Read More...

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ, ଆଜିଠୁ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୧୧ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଏକ ଲଘୁଚାପ କ୍ଷେତ୍ର। ଏହାର ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ସକ୍ରିୟ ହେବ। ଏହା ପୂର୍ବରୁ ଆଜି ଓ ଆସନ୍ତାକାଲି ରାଜ୍ୟର ଅଧିକାଂଶ ଜିଲ୍ଲାରେ ସାଧାରଣରୁ ମଧ୍ୟମ ଧରଣର
Read More...

ପିଲାଙ୍କ ସ୍ମରଣଶକ୍ତି ବଢାଇବାର ଉପାୟ

ଛୋଟବେଳୁ ପିଲାଙ୍କ ସ୍ମରଣଶକ୍ତି ବୃଦ୍ଧି କରିବା ପାଇଁ ପିତା-ମାତାମାନେ ଅନେକ ଉପାୟ ଆପଣାଇ ଥାଆନ୍ତି। ଅନେକ ପ୍ରକାରର ଔଷଧ ଦେବା ସହ କିଛି ଲୋକଙ୍କ ପରାମର୍ଶରେ ଅନେକ ଉପଚାର ମଧ୍ୟ କରିଥାଆନ୍ତି। ତେବେ ଆଜି ଆମେ ଆପଣଙ୍କୁ କହିବୁ ପିଲାଙ୍କ ସ୍ମରଣଶକ୍ତି ବୃଦ୍ଧି କରାଇବାର କିଛି ସହଜ ଉପାୟ
Read More...

ବୌଦ୍ଧ : ଖସୁଛି କରୋନା ଗ୍ରାଫ, ଆଜି ବୌଦ୍ଧଜିଲ୍ଲାରୁ ୭୩ ଆକ୍ରାନ୍ତ ଚିହ୍ନଟ

ବୌଦ୍ଧ,୮/୬ - ଆଜି ବୌଦ୍ଧ ଜିଲ୍ଲାରୁ ୭୩ ଜଣ ନୂତନ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ବୌଦ୍ଧବ୍ଲକ୍‌ ଅଁଳାପାଲି
Read More...

ଡବ୍ଲୁଟିସି ଫାଇନାଲ ପାଇଁ ଭାରତୀୟ ଏକାଦଶ ଦଳ ଚୟନ କଲେ ଅଗରକର

ନୂଆଦିଲ୍ଲୀ : ଭାରତର ପୂର୍ବତନ ଦ୍ରୁତ ବୋଲର ଅଜିତ ଅଗରକର ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲ ପାଇଁ ନିଜ ପସନ୍ଦର ଭାରତୀୟ ଏକାଦଶ ଘୋଷଣା କରିଛନ୍ତି । ଦଳରେ ଜାଡେଜାଙ୍କୁ ସ୍ଥାନ ଦେଇଥିବା ବେଳେ ଶୁଭମାନ ଗିଲକୁ ଏକାଦଶରୁ ବାହାରେ ରଖିଛନ୍ତି । ଗିଲ ପରବର୍ତ୍ତେ ସେ ମୟଙ୍କ ଅଗ୍ରୱାଲ ସ୍ଥାନ
Read More...