Monthly Archives

July 2021

ଜିଲ୍ଲା ପ୍ରେସ୍‌କ୍ଲବର ୪ର୍ଥ ପ୍ରତିଷ୍ଠା ଦିବସ ଅବସରରେ ରକ୍ତଦାନ ଶିବିର ଓ ଫଳ ବଣ୍ଟନ କାର୍ଯ୍ୟକ୍ରମ

ବୌଦ୍ଧ,୨୬/୭:- ବୌଦ୍ଧ ଜିଲ୍ଲା ପ୍ରେସକ୍ଲବର ଚତୁର୍ଥ ପ୍ରତିଷ୍ଠା ଦିବସ ଅବସରରେ ବୌଦ୍ଧ ରକ୍ତଭଣ୍ଡାର ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ଶୁଭାରମ୍ଭ କରିଥିଲେ । କୋରନା ଭଳି ଏପରି ଅଭାବନୀୟ ସମୟରେ ପ୍ରେସକ୍ଲବର…
Read More...

ବୌଦ୍ଧଜିଲ୍ଲା: ଆଜି ୯ ଆକ୍ରାନ୍ତ ଚିହ୍ନଟ

ବୌଦ୍ଧ,୨୬/୭- ପ୍ରାୟ ୩ମାସପରେ ଗତକାଲି ବୌଦ୍ଧଜିଲ୍ଲା କରୋନା ପଜିଟିଭ ରିପୋର୍ଟ ସଂକ୍ରମଣ ଶୂନ ରହିଥିବାବେଳେ ଆଜି ୯ ସଂକ୍ରମିତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂଙ୍କ ସୂଚନା…
Read More...

ସିଏମ୍‌ ପଦରୁ ଇସ୍ତଫା ଦେଲେ ୟେଦ୍ୟୁରପ୍ପା

ବାଙ୍ଗାଲୋର : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‌ ୟେଦ୍ୟୁରପ୍ପା ସୋମବାର ସିଏମ୍‌ ପଦରୁ ଇସ୍ତଫା ଦେଇଛନ୍ତି । ସେ ରାଜ୍ୟପାଳଙ୍କୁ ଭେଟି ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଆଜି ରାଜ୍ୟରେ ବିଜେପି ସରକାର ଦୁଇ ବର୍ଷ ପୂରଣ କରିଛି । କିଛି ସମୟ ପୂର୍ବରୁ ସେ ଇସ୍ତଫା ଦେବା ବିଷୟରେ…
Read More...

କାନ୍ଦି ପକାଇଲେ ୟେଦ୍ୟୁରପ୍ପା,ସିଏମ୍‌ ପଦରୁ ଇସ୍ତଫା ଦେବେ

ବାଙ୍ଗାଲୋର : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‌ ୟେଦ୍ୟୁରପ୍ପା ସୋମବାର ସିଏମ୍‌ ପଦରୁ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ମଧ୍ୟାହ୍ନ ଭୋଜନ ପରେ ମୁଁ ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ତାଙ୍କ ନିକଟରେ ଦାଖଲ କରିବି । ଆଜି ରାଜ୍ୟରେ ବିଜେପି ସରକାର ଦୁଇ ବର୍ଷ ପୂରଣ…
Read More...

ଗ୍ୟାଙ୍ଗଷ୍ଟାର ହାଇଦର ଉପରକୁ କାହିଁକି ଗୁଳି ଚଳାଇଥିଲା ପୁଲିସ, ଏଫ୍‌ଆଇଆର୍‌ ରେ ରହିଛି ପୂରା ଘଟଣା:

ଭୁବନେଶ୍ୱର : ପୋଲିସଠାରୁ ଏକେ-୪୭ ବନ୍ଧୁକ ଛଡାଇ ନେବାରୁ ଗ୍ୟାଙ୍ଗଷ୍ଟର ହାଇଦର ଉପରକୁ ଗୁଳି ଚଳାଇଥିଲା ପୋଲିସ । ବାଲେଶ୍ୱର ସିମୁଳିଆ ଥାନାରେ ଦିଆଯାଇଥିବା ଏଫଆଇଆରରେ ଏହା ଲେଖାଯାଇଛି । ହାଇଦରକୁ ଏସକର୍ଟ କରି ନେଇଥିବା ଥାନା ଅଧିକାରୀ ଗଙ୍ଗାଧର ସାସେନି ସିମୁଳିଆ ଥାନାରେ ଏହି ଏଫଆଇଆର…
Read More...

କାର୍‌ ଓ ଅଟୋ ମୁହାଁମୁହିଁ ଧକ୍କା: ଜଣେ ମୃତ, ଦୁଇ ଗୁରୁତର

ପାଟଣାଗଡ,୨୬/୭:ବଲାଙ୍ଗୀର ମୁଖ୍ୟ ରାସ୍ତା ସରମୁହାଣ ଭଇଁସା ମଝିରେ ଗତକାଲି ସାଢେ ୫ଟାବେଳେ ଏକ କାର୍‌ ଓ ଅଟୋ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଜଣକର ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଆହତ ହୋଇଛନ୍ତି । ଘଟଣାସ୍ଥଳରୁ କାର୍‌ ଚାଳକ ଫେରାର ହୋଇଯାଇଛି । ସୂଚନାନୁସାରେ ଗତକାଲି ବଲାଙ୍ଗିରରୁ ଏକ…
Read More...

କରୋନା କଟକଣା ଭିତରେ ଖୋଲିଲା ସ୍କୁଲ

ଭୁବନେଶ୍ୱର : କରୋନା କଟକଣା ଭିତରେ ଆଜିଠାରୁ ଖୋଲିଲା ସ୍କୁଲ, ଆସିଲେ ଛାତ୍ରଛାତ୍ରୀ । ପ୍ରଥମ ପର୍ଯ୍ୟାୟରେ ଆଜିଠାରୁ ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ଶ୍ରେଣୀଗୃହରେ ସିଧାସଳଖ ପାଠପଢା ଆରମ୍ଭ ହୋଇଛି । ସରକାର ଜାରି କରିଥିବା ମାର୍ଗଦର୍ଶିକା ପାଳନ କରି ଛାତ୍ରଛାତ୍ରୀଙ୍କୁ ଶ୍ରେଣୀଗୃହରେ…
Read More...

ଟ୍ରାକ୍ଟର ଚଳାଇ ସଂସଦକୁ ଆସିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ :ସୋମବାର ଦିନ କଂଗ୍ରେସର ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସମସ୍ତଙ୍କୁ ଚକିତ କରିଦେଇଛନ୍ତି । ସୋମବାର ସକାଳେ ସେ ଯେତେବେଳେ ଦିଲ୍ଲୀ ସଡକରେ ଟ୍ରାକ୍ଟର ଚଳାଇ ସଂସଦ ଭବନରେ ପହଂଚିଥିଲେ, ଏହାକୁ ଦେଖି ସାଧାରଣ ଲୋକଙ୍କ ଠାରୁ ସାଂସଦ ପର୍ଯ୍ୟନ୍ତ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।…
Read More...

ବୁଟୁପାଲି ଯୋଗମହୋତ୍ସବ ସମିତି ତରଫରୁ ବ୍ୟାସପୂଜନ କାର୍ଯ୍ୟକ୍ରମ

ବୌଦ୍ଧ,୨୬/୭- ବୁଟୁପାଲି ଯୋଗ ମହୋତ୍ସବ ସମିତି ତରଫରୁ ବ୍ୟ ।ସ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଛି । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଜିଲ୍ଲା ସଂଘ ଚାଳକ ସୂର୍ଯ୍ୟକାନ୍ତ ଦଳବେହେରା ମୁଖ୍ୟଅତିଥି ଭାବେ ଯୋଗ ଦେଇ ଗୁରୁ ଶିଷ୍ୟ ପରମ୍ପରା ସମ୍ବନ୍ଧରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବେ…
Read More...