Monthly Archives

July 2021

ବଙ୍କାପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବନମହୋତ୍ସବ ପାଳିତ

ବୌଦ୍ଧ,୮/୭- ବଙ୍କାପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୭୨ ତମ ବନମହୋତ୍ସବ ପାଳିତ ହୋଇଯାଇଛି । ହରଭଙ୍ଗା ବି.ଇ.ଓ ଶ୍ରୀଯୁକ୍ତ ଦେବରାଜ ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ ବୃକ୍ଷରୋପଣ କରିବା ସଙ୍ଗେ ସଙ୍ଗେ ବିଦ୍ୟାଳୟକୁ ସବୁଜ ସୁନ୍ଦର କରିବା ପାଇଁ ପରାମର୍ଶ ଦେଇଥିଲେ । ପ୍ରଧାନ ଶିକ୍ଷକ
Read More...

ରେଳମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର : ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟରେ ସ୍ଥାନ ପାଇଥିବା ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ ଆଜି ରେଳ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ରେଳ ମନ୍ତ୍ରଣାଳୟକୁ ନେଇ ମୋଦିଙ୍କ ବଡ ଭିଜନ ରହିଛି । ସେ ଏହି
Read More...

ହୀରାକୁଦ ଜଳଭଣ୍ଡାର ଜଳସ୍ତର ବୃଦ୍ଧିରୁ କର୍ତ୍ତୃପକ୍ଷ ଆଶ୍ୱସ୍ତ

ସମ୍ବଲପୁର, ୮/୭- ବିଗତ କିଛି ଦିନ ମଧ୍ୟରେ ଉପର ମୁଣ୍ଡରେ ବର୍ଷାଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ସ୍ଥାନୀୟ ଜନସାଧାରଣଙ୍କ ସହିତ ସେଠାକାର କର୍ତ୍ତୃପକ୍ଷଙ୍କ ମନରେ ଆଶ୍ୱସ୍ତି ଆଣିଛି । ବିଗତ ସପ୍ତାହର ସ୍ଥିତି ଅନୁସାରେ ବର୍ଷାଋତୁ ଓ ତାହା ପୁଣି ଆଷାଢ଼ ମାସ, ଏଭଳି ସମୟରେ ଏଠାକାର
Read More...

ନିର୍ମାଣର ତିନିମାସ ପରେ ରାସ୍ତା ଦବିଲା, ପ୍ରତିବାଦରେ ୫୭ ନମ୍ବର ଜାତୀୟ ରାଜପଥ ଅବରୋଧ

ବୌଦ୍ଧ/ବାଉଁଶୁଣୀ,୮/୭- ଖୋର୍ଦ୍ଧା- ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ମନମୁଣ୍ଡା ଥାନା ଜମଟାଙ୍ଗୀ ନିକଟ ଗୁଦୁଗୁଦା ନାଳର ସେତୁ କାମ ଗତ ତିନିମାସ ପୂର୍ବରୁ ସଂପୂର୍ଣ୍ଣ ହୋଇଛି । ତେବେ ସେତୁର ଆପ୍ରୋଚ ରାସ୍ତା ଦବିଯାଇ ଅନେକ ଦୁର୍ଘଟଣା ଘଟୁଥିବାରୁ ପ୍ରତିବାଦରେ ସ୍ଥାନୀୟ ପୁରୁମୁଣ୍ଡା,
Read More...

କରୋନା ଯୋଦ୍ଧାଙ୍କୁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ କରୋନା କିଟ୍‌ ପ୍ରଦାନ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍‌ଏସି କାର୍ଯ୍ୟାଳୟ ପରିସରରେ ଶାନ୍ତିମୈତ୍ରୀ ଓ ଗୁଞ୍ଜ୍‌ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଆଗ ଧାଡ଼ିର କରୋନା ଯୋଦ୍ଧା ସଫେଇ କର୍ମଚାରୀ ଓ ଆଶା କର୍ମୀମାନଙ୍କୁ କରୋନା କିଟ୍‌ ପ୍ରଧାନ କରାଯାଇଛି । ଅନୁଷ୍ଠାନ ପକ୍ଷରୁ ୪୯ଜଣ ସଫେଇ କର୍ମଚାରୀ ଓ
Read More...

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦରଦାମ ବୃଦ୍ଧି ପ୍ରତିବାଦରେ ଟିଟିଲାଗଡ଼ କଂଗ୍ରେସ କମିଟି ପକ୍ଷରୁ ଗଣଧାରଣା

ଟିଟିଲାଗଡ,୮/୭ - କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମନମୁଖୀ ଦରଦାମ ବୃଦ୍ଧି ଯଥା ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସର ଦରଦାମ ବୃଦ୍ଧି ଓ ଧାନର ଏମଏସପି ୨୯୩୦ଟଙ୍କା ବଢେଇବା ଦାବିରେ ବ୍ଲକ ସଭାପତି ବିକାଶ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ବ୍ଲକ୍‌ କାର୍ଯ୍ୟାଳୟ ସମ୍ମୁଖରେ ଟିଟିଲାଗଡ଼ କଂଗ୍ରେସ କମିଟି
Read More...

ବିଜେପିର ମନ୍ତ୍ରୀ ରଣନୀତି, ବିଜେଡିକୁ ରୋକିବାରେ କେତେ ସଫଳ ହେବ ?

ଭୁବନେଶ୍ୱର : କ୍ଷମତାକୁ ଆସିବା ପୂର୍ବରୁ ବିଜେପି ପୂର୍ବୋଦୟର ବିକାଶ ନାରା ଦେଇଥିଲା । ଯାହା ଏବେ ମଧ୍ୟ ଜାରି ରଖିଛି ବିଜେପି । ଇତି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦ୍ୱିତୀୟ ଇନିଂସର ଦ୍ୱିତୀୟ ବର୍ଷ ପୂର୍ତ୍ତି କେନ୍ଦ୍ର ସରକାରରେ ପୂରଣ କରିଥିବା ବେଳେ ଗତକାଲି ଏହାର
Read More...

ବନ ମହୋତ୍ସବ ସପ୍ତାହ ପାଳନ ହେଲା ଶେଷ : ରାୟଗଡ ବନାଞ୍ଚଳରେ ରୋପଣ ହେଲା ୨୦୨୦ଟି ଚାରା

ରାୟଗଡ : ଓଡିଶା ସରକାରଙ୍କ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଦ୍ୱାରା ଚଳିତ ବର୍ଷ ୭୨ତମ ବନ ମହୋତ୍ସବ ସପ୍ତାହ ପାଳନ ଚଳିତ ମାସ ଜୁଲାଇ ୧ତାରିଖ ଠାରୁ ଆଜି ୭ତାରିଖ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ପାଳିତ ହୋଇଯାଇଛି । ‘ପରିବେଶ ସୁରକ୍ଷା’ର ବିଷୟବସ୍ତୁ ନେଇ ୭୨ତମ ବନ ମହୋତ୍ସବ
Read More...

ରାୟଗଡ ଜିଲ୍ଳା ମନରେଗା ଲୋକପାଳ ଭାବେ ନିଯୁକ୍ତ ହେଲେ ଆଇନଜୀବୀ ଲକ୍ଷ୍ମୀ ନାରାୟଣ ପାଢୀ

ରାୟଗଡ: ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନାର ହୋଇଥିବା ଦୁର୍ନୀତି ସମ୍ବନ୍ଧରେ ଅଭିଯୋଗ ଶୁଣାଣୀ ଓ ତାର ସମାଧାନ ନିମନ୍ତେ ଲୋକପାଳ ଭାବେ ରାୟଗଡର ଆଇନଜୀବୀ ଲକ୍ଷ୍ମୀ ନାରାୟଣ ପାଢୀ ଆଜି ବୁଧବାର ଠାରୁ ପଞ୍ଚ଼ାୟତିରାଜ ଓ ପାନୀୟ ଜଳ ବିଭାଗ, ଓଡିଶା ସରକାରଙ୍କ
Read More...