Monthly Archives

August 2021

ସେମିରେ ହାରିଲେ ଭାରତୀୟ ବକ୍ସର ଲଭଲିନା,ବ୍ରୋଞ୍ଜରେ ସନ୍ତୁଷ୍ଟ ହେଲେ

ଜାପାନ : ସେମିରେ ହାରିଲେ ଭାରତୀୟ ବକ୍ସର ଲଭଲିନା । ୬୯ କେଜି ବର୍ଗରେ ତୁର୍କି ପ୍ରତିଯୋଗିଙ୍କଠାରୁ ହାରିଛନ୍ତି । ମ୍ୟାଚ ଆରମ୍ଭରୁ ସେ ଦମଦାର ପ୍ରଦର୍ଶନ କରିଥିଲେ । ହେଲେ ୨ ରାଉଣ୍ଡରୁ ତାଙ୍କର ପ୍ରଦର୍ଶନ ଖରାପ ହୋଇଥିଲା । ଫଳରେ ତାଙ୍କୁ ବ୍ରୋଞ୍ଜରେ ସନ୍ତୁଷ୍ଟି ହେବାକୁ ପଡିଛି । ଟୋକିଓ…
Read More...

୨୮୧ ଗାଁ କୁ ବାଲ୍ୟବିବାହ ମୁକ୍ତ ଗ୍ରାମ ଭାବେ ଘୋଷଣା କଲେ ଜିଲ୍ଲାପାଳ

ନବରଙ୍ଗପୁର,୪/୮- ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାରେ ସାକ୍ଷରତା ଓ ସଚେତନତା ଅଭାବରୁ ବାଲ୍ୟ ବିବାହ ଭଳି କଳଙ୍କିତ ପ୍ରଥା ଆଜି ମଧ୍ୟ କାୟମ ରହିଛି । ପରମ୍ପରା ନାମରେ କିଶୋରୀ ବାଳିକା ମାନଙ୍କୁ ବିବାହ ବନ୍ଧନ ରେ ବାନ୍ଧିଦେଇ ଅକାଳରେ ମରଣ ମୁହଁକୁ ଠେଲି ଦେଉଛନ୍ତି ପିତାମାତା ଓ…
Read More...

ବିଦେଶରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ସୀମାଞ୍ଚଳ, ଭିଟାମାଟିକୁ ଫେରାଇ ଆଣିବା ପାଇଁ ପରିବାର ପକ୍ଷରୁ ଜିଲା ପ୍ରଶାସନ…

ଗଞ୍ଜାମ: ଛତ୍ରପୁର ବିଦେଶରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ସୀମାଞ୍ଚଳକୁ ନିଜ ଭିଟାମାଟିକୁ ଫେରାଇ ଆଣିବା ପାଇଁ ପରିବାର ପକ୍ଷରୁ ଜିଲା ପ୍ରଶାସନ ନିକଟରେ ଗୁହାରି କରିଛନ୍ତି ସ୍ତ୍ରୀ ଓ ପୁଅ । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଭେଟି ସ୍ୱାମୀକୁ କିପରି ସେଠାରୁ ଫେରାଇ ଆଣି…
Read More...

ପୁଣି ୬୬ ମୁଣ୍ଡ ନେଲା କରୋନା, ଚିହ୍ନଟ ହେଲେ ୧୩୧୫

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟାରେ ସାମାନ୍ୟ ହ୍ରାସ ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୩୧୫ ଜଣ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍‌…
Read More...

ବଲାଙ୍ଗୀର ବେଳକୁ କରୋନା ବାହାନା- ନରସିଂହ

ବଲାଙ୍ଗୀର,୩/୮- ସାମ୍ବାଦିକ ସମ୍ମିଳନୀରେ ସ୍ଥାନୀୟ ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କରୋନା ଆଳରେ ରାଜ୍ୟ ଓ କେନ୍ଦ୍ର ସରକାର ସବୁରେ ଖସିବା ଚେଷ୍ଟା କରୁଛନ୍ତି କହି ସରକାରଙ୍କ ଠାରେ ବିଭିନ୍ନ ଦାବୀ ରଖିଥିଲେ । ଦୀର୍ଘଦିନ ଅଚଳାବସ୍ଥା ପରେ ବଲାଙ୍ଗୀର ଲାଇଫ୍‌ ଲାଇନ୍‌…
Read More...

ରାୟଗଡ ପୈାରପାଳିକାର ୟୁଜର୍ସ ଫି’ନାମରେ ଟଙ୍କା ଆଦାୟକୁ ଯୁବ ବିକାଶ ପରିଷଦର ନିନ୍ଦା

ରାୟଗଡ/୩/୮/୨୧: ରାୟଗଡ ଜିଲ୍ଳା ଯୁବ ବିକାଶ ପରିଷଦ ତରଫରୁ ରାୟଗଡ ପୈାର ପାଳିକାର ୟୁଜର୍ସ ଫି’ନାମରେ ଟଙ୍କା ଆଦାୟ, ଶ୍ମଶାନ ଘାଟର ଅବ୍ୟବସ୍ଥା ଓ ବର୍ଜ୍ୟବସ୍ତୁ ପରିଚାଳନାର ବିଫଳତାକୁ ନେଇ ୬ଦଫା ସମ୍ବଳିତ ଦାବିପତ୍ର ପରିଷଦର ସଭାପତି ଶିବାଜୀ ଦାସଙ୍କ ନେତୃତ୍ୱରେ ନିର୍ବାହୀ ଅଧିକାରୀ ୟାସିଦ୍‌…
Read More...

ପୌର ନିର୍ବାଚନ ପାଇଁ ବିଜେପି ପ୍ରତିନିଧି ଦଳଙ୍କ ମହାମହିମ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ

ଭୁବନେଶ୍ୱର,୩/୮: ସମ୍ବିଧାନର ଧାରା ୨୪୩ (ୟୁ) ଏବଂ ୨୪୩ (ଇ) ଅନୁଯାୟୀ ନିର୍ବାଚନ ଆୟୋଗ ସଠିକ୍‌ ସମୟରେ ନିର୍ବାଚନ କରିବା ବାଧ୍ୟତାମୂଳକ । କିନ୍ତୁ ଦୁର୍ଭାଗ୍ୟର କଥା ରାଜ୍ୟରେ ଗତ ୨୦୧୮ ସେପ୍ଟେମ୍ବର ମାସରୁ ପ୍ରାୟ ୩ ବର୍ଷ ପରେ ମଧ୍ୟ ପୌର ନିର୍ବାଚନ ହୋଇପାରି ନାହିଁ । ପରାଜୟ ଆଶଙ୍କାରେ…
Read More...

ଝୁମ୍ପୁରା ଲ୍ୟାମ୍ପରେ କରୋନା କଟକଣାକୁ ଫୁ

କେନ୍ଦୁଝର,୩/୮- ଝୁମ୍ପୁରା ଲ୍ୟାମ୍ପରେ ଚାଲିଥିବା ଚାଷୀ ପଞ୍ଜିକରଣ କାର୍ଯ୍ୟକ୍ରମରେ କରୋନା ନିୟମକୁ ଉଲ୍ଲଙ୍ଘନ କରୁଥିବା ଦେଖାଯାଉଛି । ଲ୍ୟାମ୍ପ ଅଧିନରେ ଆସୁଥିବା ଗ୍ରାମଗୁଡିକର ଚାଷିମାନେ ନା ମାସ୍କ ପିନ୍ଧିବାକୁ ଗୁରୁତ୍ୱ ଦେଉଛନ୍ତି ନା ସାମାଜିକ ଦୂରତାକୁ ମାନୁଛନ୍ତି । ଏ ସମ୍ବନ୍ଧରେ…
Read More...

ବିଜେପି ଯୁବମୋର୍ଚ୍ଚା ତରଫରୁ ଦୁର୍ନୀତି ବିରୁଦ୍ଧରେ ବିକ୍ଷୋଭ ଶୋଭାଯାତ୍ରା

ବୌଦ୍ଧ,୩/୮: ବୌଦ୍ଧ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ତରଫରୁ ଏକ ବିରାଟ ଶୋଭାଯାତ୍ରାରେ ରାମେଶ୍ୱର ମନ୍ଦିର ଠାରୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଛକ ପର୍ଯ୍ୟନ୍ତ ଯାଇ ବିଭିନ୍ନ ନାରାବାଜିକରି ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର କୁଶପୁତ୍ତଳିକା ଦାହ କରାଯାଇଥିଲା । ଓଡିଶା ସରକାରଙ୍କ…
Read More...

ଜହ୍ନାପଙ୍କ-ଚାରିଶମ୍ଭୁ ରାସ୍ତାରେ ଗର୍ତ୍ତ, ବିପଦକୁ ଆମନ୍ତ୍ରଣ

ବୌଦ୍ଧ/ଜହ୍ନାପଙ୍କ,୩/୮: ଜାତୀୟ ରାଜପଥ ୫୭ ଠାରୁ ଜହ୍ନାପଙ୍କ-ଚାରିଶମ୍ଭୁକୁ ଯାଇଥିବା ରାସ୍ତାର ଜହ୍ନାପଙ୍କ ଛକ ନିକଟରେ ଏକଫୁଟ ଗଭୀର ବିଶିଷ୍ଟ ଏକ ଗର୍ତ୍ତ ହୋଇଛି । ଯାହାଫଳରେ ବିପଦକୁ ଆମନ୍ତ୍ରଣ କରୁଛି । ପ୍ରତିଦିନ ଏହି ରାସ୍ତା ଦେଇ ଦୈନିକ ବଜାର, ବ୍ୟାଙ୍କ, ପୋଷ୍ଟ ଅଫିସ ଏବଂ ଐତିହାସିକ…
Read More...