Monthly Archives

September 2021

ପଞ୍ଜାବର ନୂଆ ସିଏମ୍‌ ହେବେ ସୁଖଜିନ୍ଦର ରାନ୍ଧୱା !

ଚଣ୍ଡିଗଡ : ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ହେବେ ସୁଖଜିନ୍ଦର ରାନ୍ଧୱା । ଆଜି ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ତାଙ୍କ ନାମ ଉପରେ ମୋହର ଲାଗିଥିବା ଏକ ସୂତ୍ରରୁ ପ୍ରକାଶ ପାଇଛି । ତାଙ୍କ ନାମକୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ପାଖକୁ ପଠାଯାଇଛି । କଂଗ୍ରେସ ବିଧାୟକ ପ୍ରୀତମ ସିଂ
Read More...

ଆଇଓସିଲ ତେଲ ଡିପୋରେ ଅଗ୍ନିକାଣ୍ଡ

ପାରାଦୀପ : ତେଲ ଡିପୋରେ ନିଆଁ । ପାରାଦୀପ ଆଇଓସିଲ ତେଲ ଡିପୋରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ୨ଟି ଦମକଳ ଗାଡ଼ି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ହୋଇଥିବା ଜଣାପଡିଛି । ସୂଚନା ମୁତାବିକ, ପାରାଦୀପ ବାଉରିଆପାଳନ୍ଦାରେ ଥିବା ଆଇଓସିଲ ଗ୍ୟାସ୍ ମାର୍କେଟିଂ
Read More...

ଆଜିଠାରୁ ଆଇପିଏଲ-୧୪ର ଦ୍ୱିତୀୟ ଚରଣ, ମୁହାଁମୁହିଁ ହେବେ ରୋହିତ-ଧୋନୀ

ଦୁବାଇ : ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ୧୪ତମ ସିଜିନର ଦ୍ଵିତୀୟ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି। ଟୁର୍ଣ୍ଣାମେଣ୍ଟରର ପ୍ରଥମ ମୁକାବିଲାରେ ଡିଫେଣ୍ଡିଂ ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ପରସ୍ପରକୁ ଭେଟିବେ। ଏହା ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ
Read More...

ଆସନ୍ତାକାଲିଠୁ ପୁଣି ଭକ୍ତଙ୍କ ପାଇଁ ଖୋଲିବ ଜଗାଦୁଆର

ପୁରୀ : ଗୋଟିଏ ଦିନର ବିରତି ପରେ ଆସନ୍ତାକାଲି ଠାରୁ ପୁଣି ଆରମ୍ଭ ହେବ ଜଗାଦର୍ଶନ । ଏହା ପୂର୍ବରୁ ଆଜି ଶ୍ରୀମନ୍ଦିର ଭିତର ଓ ବାହାର ଅଂଚଳକୁ ସାନିଟାଇଜ କରାଯାଇଛି । ପୁରୀ ଅଗ୍ନିଶମ ବିଭାଗର ଆଗ୍ନିକ ମାନେ ଜୋତାଷ୍ଟାଣ୍ଡ ଓ ବ୍ୟାରିକେଡ଼ ଠାରୁ ଆରମ୍ଭ କରି ଶ୍ରୀମନ୍ଦିର ବାଇଶିପାହାଚ ସମେତ
Read More...

ଶବକୁ କାନ୍ଧ ଦେଲେନି ପରିବାର ଲୋକେ: ନିଜେ କାନ୍ଧ ଦେଇ ପାହାଡ଼ ତଳକୁ ଶବ ଆଣିଲେ ତଦନ୍ତକାରୀ ଅଫିସର

ବାଲିଗୁଡ଼ା: କର୍ତ୍ତବ୍ୟ ପ୍ରତି ନିଷ୍ଠା ଓ ମାନବିକତାର ପରିଚୟ ଦେଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନାରେ କାର୍ଯ୍ୟରତ ସବ୍‌ଇନ୍ସପେକ୍ଟର ରବିନ୍ଦ୍ର ମୁଣ୍ଡାରୀ । ଏକ ହତ୍ୟା ଘଟଣାର ତଦନ୍ତ କରିବାକୁ ସବ୍‌ଇନ୍ସପେକ୍ଟର ମୁଣ୍ଡାରୀ ପହଁଚିଥିଲେ
Read More...

ବିଶ୍ୱ କର୍ମା ପୂଜା ଉପଲକ୍ଷେ ଡ୍ୟାନ୍ସ ପ୍ରତିଯୋଗୀତା

ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ତେନ୍ତୁଳିମୁଣ୍ଡାରେ ବିଶ୍ୱ କର୍ମା ପୂଜା କମିଟି ଆନୁକୁଲ୍ୟରେ ୨୬ ତମ ଡ୍ୟାନ୍ସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଦେବେନ୍ଦ୍ର ମଲ୍ଲିକ, ଭକ୍ତିରାମ ମଲ୍ଲିକ, ଡୋଲାମଣି ନାଗ, ବୃନ୍ଦାବନ ମେହେର, ଯୋଗୀଲାଲ
Read More...

ଗଣେଶ ପୂଜା ଉପଲକ୍ଷେ ଦିବ୍ୟ ପ୍ରବଚନ

ଗଞ୍ଜାମ/କୁମାରପାଣି :ଗଣେଶ ପୂଜା ଉପଲକ୍ଷେ ଶେରଗଡ଼ ବ୍ଲକ କୁମାରପାଣି ପଞ୍ଚାୟତର କୁମାରପାଣି ଗ୍ରାମରେ ଦୀର୍ଘ ୯ଦିନ ଧରି ପ୍ରଭୁ ଗଜାନନଙ୍କ ପୂଜାଚାଲୁ ରହିଥିବା ବେଳେ ଅନ୍ତିମ ଦିନ ଏକ ଦିବ୍ୟ ପ୍ରବଚନ କାର୍ଯ୍ୟକ୍ରମ ପୂଜା କମିଟିଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡ଼ିଶାର
Read More...

ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କୁ ଲାପଟପ୍‌ ବଣ୍ଟନ

ଭଦ୍ରକ : ଆଜି ବିଜ୍ଞାନର ଅଗ୍ରଗତି ଚରମ ସୋପାନରେ ପହଞ୍ଚିଥିବାବେଳେ ଦୃଷ୍ଟିବାଧିତ ଛାତ୍ରଛାତ୍ରୀ ମାନଙ୍କ କ୍ଷେତ୍ରରେ ଲାପଟାପ୍‌ ଚାଳନା ଆଉ ଦୂରୁହ ବ୍ୟାପାର ହୋଇ ରହିନାହିଁ । ସେମାନଙ୍କୁ ସାଧାରଣ ଛାତ୍ରଛାତ୍ରୀଙ୍କ ଭଳି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରି ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ
Read More...

ମହାକାଶ ବୁଲିବାକୁ ଯାଇ ସୁରକ୍ଷିତ ଭାବେ ଫେରିଆସିଲେ ୪ଜଣ ପର୍ଯ୍ୟଟକ

ନୂଆଦିଲ୍ଲୀ: ୩ ଦିନ ପୃଥିବୀ ଚାରିପଟେ ମହାକାଶରେ ବିଚରଣ କରି ଅଭୁତପୂର୍ବ ଦୃଶ୍ୟକୁ ଉପଭୋଗ କରିବା ପରେ ଫ୍ଲୋରିଡା ନିକଟ ଆଟଲାଣ୍ଟିକ୍ ମହାସାଗର ତଟରେ ୪ ଜଣ ସାଧାରଣ ନାଗରିକଙ୍କୁ ସୁରକ୍ଷିତ ଅବତରଣ କରାଇଛି ସ୍ପେସ୍ –ଏକ୍ସ ଯାନ । ଏହାସହ ମହାକାଶ ପର୍ଯ୍ୟଟନ କ୍ଷେତ୍ରରେ ଇତିହାସ ସୃଷ୍ଟି ହୋଇଛି
Read More...

ବିଧାୟକଙ୍କ ହସ୍ତକ୍ଷେପ, ଚାଷୀ ପାଇଲେ ୟୁରିଆ ସାର

ବଲାଙ୍ଗୀର : ଲୋଇସିଂହା ବିଧାୟକ ଡ ମୁକେଶ ମହାଲିଙ୍ଗଙ୍କ ହସ୍ତକ୍ଷେପ ପରେ ଚାଷୀମାନେ ୟୁରିଆ ସାର ପାଇଛନ୍ତି । ପୁଇଁତଲା ଚାଷୀ ଉତ୍ପାଦକ ଗୋଷ୍ଠୀର ସଦସ୍ୟ ଓ ଅଞ୍ଚଳର ଚାଷୀଙ୍କ ମହଲରେ ଏହାକୁ ନେଇ ଖୁସି ପ୍ରକଟ କରିଛନ୍ତି । ପ୍ରତିଶୃତି ରଖିଥିବା ବିଧାୟକଙ୍କୁ ଚାଷୀମାନେ ଉଚ୍ଚ ପ୍ରଶଂସା
Read More...