Monthly Archives

September 2021

ଚାଷୀଙ୍କ ସମସ୍ୟା ବୁଝିବ କିଏ?

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ପାହାଡ଼ ପର୍ବତ ଘେରା ଅଂଚଳରେ ଅବସ୍ଥିତ । ଏଠାକାର ଜୀବନଜୀବିକା କୃଷି ଉପରେ ନିର୍ଭର । କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀଙ୍କ ନିମନ୍ତେ ବିଭିନ୍ନ ଯୋଜନା କରାଯାଇ ଥିଲେ ମଧ୍ୟ ପ୍ରକୃତ ଚାଷୀ ସରକାରଙ୍କ ଯୋଜନାରୁ ବଞ୍ଚିତ ହେଉଛନ୍ତି ।…
Read More...

ଅପରାଧ ନିୟନ୍ତ୍ରଣ ପାଇଁ ବିଶେଷ ଅଭିଯାନରେ ୨୧ ଜଣ ଧରାପଡିଲେ

ସମ୍ବଲପୁର :ଆଗାମୀ ଦିନରେ ପାବର୍ଣ ପର୍ବ ପରିପ୍ରେକ୍ଷୀରେ ପୁଲିସ ପକ୍ଷରୁ ଅପରାଧ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ଅଭିଯାନ ଅନ୍ତର୍ଗତ ସ୍ଥାନୀୟ ଦୁଇଟି ଥାନା ଅଞ୍ଚଳରୁ ସନ୍ଦିଗ୍ଧ ଗତିବିଧି ଯୋଗୁଁ ମୋଟ ୨୧ ଜଣଙ୍କୁ ଧରାଯାଇଛି । ବିଭିନ୍ନ ପରୀକ୍ଷା ସହିତ ସେମାନଙ୍କ ପୂର୍ବରୁ ଅପରାଧରେ ସମ୍ପୃକ୍ତି…
Read More...

ଅର୍ଦ୍ଧେନ୍ଦୁ ପାଢୀଙ୍କୁ ସମ୍ବଲପୁର ରାଏଫଲ ଏସୋସିଏସନର ସମ୍ବର୍ଦ୍ଧନା

ସମ୍ବଲପୁର: ସମ୍ବଲପୁର ରାଏଫଲ ଏସୋସିଏସନ ପକ୍ଷରୁ ଶୁକ୍ର ଅର୍ଦ୍ଧେନ୍ଦୁ ପ୍ରାଣୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ନିକଟରେ ଶେଷ ହୋଇଥିବା ରାଜ୍ୟସ୍ତରୀୟ ଶୁଟିଙ୍ଗ ପ୍ରତିଯୋଗିତାରେ ଶ୍ରୀ ପ୍ରାଣୀ ତିନୋଟି ପଦକ ଜିଣି ଆସିଛନ୍ତି । ଏସୋସିଏସନ ସଭାପତି କର୍ଣ୍ଣେଲ ପ୍ରଭାତ ପଣ୍ଡା ଏ ବିଷୟରେ…
Read More...

ଏଟିଏମ ସମ୍ମୁଖରୁ ବାଇକ ଡିକି ଭାଙ୍ଗି ୩୦ହଜାର ଲୁଟ

ଦାରିଙ୍ଗବାଡି : ଦାରିଙ୍ଗବାଡି ଥାନା ଷ୍ଟେଟବ୍ୟାଙ୍କ ଏଟିଏମ ସମ୍ମୁଖରୁ ବାଇକ ଡିକି ଭାଙ୍ଗି ୩୦ହଜାର ଟଙ୍କା ଲୁଟ୍‌ ହୋଇଥିବା ଜଣାପଡିଛି । ଚୋରି ସମୟର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଦାରିଙ୍ଗବାଡି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନା ପ୍ରକାରେ ତିଲୋରୀ ପଞ୍ଚାୟତ ଜଗେରମାହା ଗାଁର…
Read More...

ଦୁର୍ନୀତି ନିବାରଣ କୋର୍ଟରେ ଦୋଷୀ ସାବ୍ୟସ୍ତ ହେଲେ ପୋଲିସ ସବ ଇନ୍ସପେକ୍ଟର ବୁଧୁନୀ ମିଞ୍ଜ

କେନ୍ଦୁଝର: ବର୍ତ୍ତମାନ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ତଥା ମହିଳା ଥାନା ରାଉରକେଲାର ପୂର୍ବତନ ସବ ଇନ୍ସପେକ୍ଟର ବୁଧୁନି ମିଞ୍ଜ ସମ୍ବଲପୁର ମଣ୍ଡଳ ଅଧିନରେ ଥିବା ସୁନ୍ଦରଗଡ଼ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ଲାଞ୍ଚ ନେଉଥିବା ସମୟରେ ଧରାପଡିଥିଲେ । ଏ ନେଇ କେସ ନଂ…
Read More...

ବୌଦ୍ଧ ଜିଲ୍ଲାର ମୁଖ୍ୟ ଡାକ୍ତରଖାନାରେ ଯୋଗାଡ଼ ହୋଇପାରିଲା ନାହିଁ ବିରଳରକ୍ତ, ରକ୍ତ ଯୋଗାଡ଼ କଲା ଦିବ୍ୟାଉର୍ଜା…

ସୁବର୍ଣ୍ଣପୁର : ବୌଦ୍ଧ ଜିଲ୍ଲାର ମୁଖ୍ୟ ଡାକ୍ତରଖାନାରେ ବିରଳ ରକ୍ତ ଯୋଗାଡ଼ ହୋଇ ନ ପାରିବାରୁ ସୁବର୍ଣ୍ଣପୁର ଜିଲ୍ଲାର ରକ୍ତଦାତା ସଂଘର ପ୍ରୟାସରେ ବିରଳ ବର୍ଗର ରକ୍ତ ଜଟିଆ ବେହେରା ନାମକ ରୋଗୀକୁ ଯୋଗାଇ ଦିଆଯାଇଛି । ଦୀର୍ଘ ଦୁଇ ଦିନ ଧରି ବୌଦ୍ଧ ଜିଲ୍ଲାରେ ଏ ରୋଗୀଙ୍କ ଜୀବନ ସଙ୍କଟାପନ୍ନ…
Read More...

ଲଡୁକେଶଙ୍କୁ ଦର୍ଶନ କଲେ ସୁପ୍ରିମକୋର୍ଟ ବିଚାରପତି

ଦଶପଲ୍ଲା: ନୟାଗଡ ଜିଲ୍ଲା ଓଡଗାଁଠାରେ ନବନିର୍ମିତ କୋର୍ଟ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଭିନିତ୍‌ ସରନ୍‌ ଏବଂ ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏସ୍‌ ମୁରଲୀଧର ଶରଣକୁଳଠାରେ ଅବସ୍ଥିତ ଲଡୁକେଶ ମହେଶଙ୍କ ଦର୍ଶନ କରିଛନ୍ତି ।…
Read More...

ପୋଖରୀରେ ବୁଡ଼ି ଦୁଇ ସମ୍ପର୍କୀୟ ଭଉଣୀ ମୃତ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ମାର୍ଲାଙ୍ଗା ପଞ୍ଚାୟତର ସାଲକି ବୁଡାଗୁଡ଼ା ଗାଁରେ ଅଭାବନୀୟ ଘଟଣା । ପୋଖରୀକୁ ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ି ଦୁଇ ସମ୍ପର୍କୀୟ ଭଉଣୀ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସୂଚନାପ୍ରକାରେ ସାର୍ତ୍ତୁଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପାଙ୍ଗାଲିପଦର ଗାଁର…
Read More...

ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ

ଭୁବନେଶ୍ୱର ୧୯।୦୯ : ବିଶିଷ୍ଟ ସମାଜସେବୀ ତଥା ଯଶସ୍ବୀ ସାରସ୍ଵତ ସାଧିକା ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ କରାଯିବ । ଏନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ପୁରୀ ସ୍ବର୍ଗଦ୍ଵାର ଠାରେ ସ୍ବର୍ଗତା ମହାପାତ୍ରଙ୍କ ଶେଷକୃତ୍ୟ ଆଜି…
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୧ ତମ ଜନ୍ମ ଦିବସରେ କୃଷକ ଏବଂ ସୈନିକମାନଙ୍କୁ ସମ୍ମାନ

ଗଜପତି,୧୮/୯- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ସୈଲମ କଲ୍ୟାଣମଣ୍ଡପ ଠାରେ ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚା ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୧ ତମ ଜନ୍ମ ଦିବସ ଅବସରରେ କୃଷକ ଓ ସୈନିକ ସମ୍ମାନ ଦିବସ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଏହି…
Read More...