Monthly Archives

September 2021

ଗାଁ ଦାଣ୍ଡରେ ଲହଡି ମାରୁଛି ବନ୍ୟାଜଳ: ୨୫ଜଣଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରକଲା ପ୍ରଶାସନ

ଖୋର୍ଦ୍ଧା,୧୮/୯: ଲଘୁଚାପ ବର୍ଷା ଯୋଗୁଁ ଉପରମୁଣ୍ଡର ପାଣି ମହାନଦୀରେ ଆସି ବିଭିନ୍ନ ପଚାଂୟତରେ ପଶି ବନ୍ୟା ବିତ୍ପାତ ସୃଷ୍ଟି କରିଛି । ଏ ଅବସ୍ଥା କୌଣସି ଉପାନ୍ତ ଅଂଚଳର ନୁହେଁ ବରଂ ଖୋଦ୍‌ ରାଜଧାନୀ ଉପକଣ୍ଠ ଖୋର୍ଦ୍ଧା ବ୍ଲକର ଓରବରସଂହ, ନରଣଗଡ ଓ ବଜମୋହନପୁର ପଂଚାୟତର ସମସ୍ୟା । ଏହାର
Read More...

ହକ୍‌ପାଇଁ ଏକାଠି ହେଲେ ଗୋପାଳପୁରର ମଠସାହି ଗ୍ରାମବାସୀ

ଦଶପଲ୍ଲା,୧୮/୯- ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଳକ୍‌ ଆଦିବାସୀ ଅଧ୍ୟୁଷିତ ଟାକରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୋପାଳପୁର ମୌଜାର ମଠସାହି ଗ୍ରାମକୁ ସ୍ୱାଧୀନତାର ୭୫ ବର୍ଷପରେ ମଧ୍ୟ, ନା ଅଛି ଗୋଟେ ସବୁଦିନିଆ ରାସ୍ତା ନା ହେଇପାରିଛି ନାଳ ଉପରେ ପୋଲ । ସାମାନ୍ୟ ବର୍ଷାରେ ବେହାଲ ହୋଇଯାଏ ମଠସାହି
Read More...

ଅଙ୍ଗନଦୀ ଟୋଲଗେଟରୁ ବେଆଇନ୍‌ ଟୋଲ ଫି ସଂଗ୍ରହ

ସୁବର୍ଣ୍ଣପୁର,୧୮/୯- ସୋନପୁର ବିନିକା ରାସ୍ତାରେ ଅବସ୍ଥିତ ଥିବା ଅଙ୍ଗନଦୀ ଉପରେ ଟୋଲଗେଟଟି କାହିଁ କେତେ ପୁରୁଣା । ଅନେକ ସମୟରେ ଏହିବ୍ରିଜର ନିର୍ମାଣ କାଳରେ ଖର୍ଚ୍ଚ ହୋଇଥିବା ଟଙ୍କାରୁ କାହିଁ କେତେଗୁଣ ଅଧିକ ଟୋଲ ଆଦାୟ ହୋଇଥିବା ସତ୍ୱେ ଏହି ଟୋଲଗେଟକୁ ଉଠାଇଦେବାପାଇଁ ବିଭିନ୍ନ ସମୟରେ
Read More...

ଅଟୋ ସହିତ କାଠପଟା ଜବତ, ଜଣେ ଗିରଫ

ଦାରିଙ୍ଗବାଡି,୧୮/୯: ଅଟୋରେ କାଠପଟା ଚୋରା ଚାଲାଣ କରିବା ଅଭିଯୋଗରେ ବନବିଭାଗ ଜଣେ ଅଭିଯୁକ୍ତକୁ ଗିରଫ କରିବା ସହ ଅଟୋ ସମେତ ୧୧ଖଣ୍ଡ ଶାଳ ଓ ୯ଖଣ୍ଡ ପିଆଶାଳ କାଠପଟାକୁ ଜବତ କରିଥିବା ନେଇ ଦାରିଙ୍ଗବାଡି ବନାଞ୍ଚଳ ଅଧିକାରୀ ସତୀଶ କୁମାର ଧାରୁଆ ସୂଚନା ଦେଇଛନ୍ତି । ସୂଚନା ପ୍ରକାରେ ବନାଞ୍ଚଳ
Read More...

ବୌଦ୍ଧଜ଼ିଲ୍ଲା ପ୍ରଶାସନ ପକ୍ଷରୁ ମଧୁବାବୁ ପେନସନ ଓ ଆଶୀର୍ବାଦ ଯୋଜନାର ହିତାଧିକାରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ

ବୌଦ୍ଧ,୧୮/୯- ଆଜି ବୌଦ୍ଧଜ଼ିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ଟାଉନହଲ ଠାରେ ମଧୁବାବୁ ପେନସନ ଯୋଜନାରେ ୨୬ ଜଣ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ଓ ଆଶୀର୍ବାଦ ଯୋଜନା ବୌଦ୍ଧ ସଦର ମହକୁମାର ୨୨ ଜଣ ଅନାଥ ଶିଶୁଙ୍କୁ ୧୫୦୦ ଟଙ୍କା ଲେଖାଏଁ ଅନଲାଇନରେ ସହାୟତା ପ୍ରଦାନ କରାଯାଇଛି ।
Read More...

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଳିବାମନ ବେଶ

ପୁରୀ,୧୮/୯- ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ବଳିବାମନ ବେଶ ଅନୁଷ୍ଠିତ ହୋଇଛି । ବାମନରୂପୀ ବାଳକ ବେଶରେ ମହାପ୍ରଭୁ ରତ୍ନସିଂହାସନରେ ଦର୍ଶନ ଦେଇଥିଲେ । ବଡ଼ଠାକୁର ବଳଭଦ୍ର ରାଜ ବେଶ ଧାରଣ କରିଥିଲେ । ଶ୍ରୀମନ୍ଦିରରେ ଦ୍ୱିପ୍ରହର ଧୂପ ସରିବା ପରେ ଶ୍ରୀଜଗନ୍ନାଥଙ୍କୁ ବାମନ ବେଶ କରାଯାଇଥିଲା
Read More...

ଜିଲ୍ଲା ଆଇନସେବା ପ୍ରାଧିକରଣ ଦ୍ୱାରା ସଚେତନତା କାର୍ଯ୍ୟକ୍ରମ

ବୌଦ୍ଧ,୧୮/୯- ଜିଲ୍ଲା ଆଇନସେବା ପ୍ରାଧିକରଣ ବୌଦ୍ଧଦ୍ୱାରା ଆୟୋଜିତ ମୋବାଇଲ ଭ୍ୟାନ ସାହାଯ୍ୟରେ ଆଜି ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲାଜଜ୍‌ ପ୍ରତିମା ପଣ୍ଡା ଏଥିରେ ଅଧ୍ୟକ୍ଷତା କରିଥିଲେ । ସାଉଣ୍ଡ ଏଣ୍ଡ ମାଇକ ସାହାଯ୍ୟରେ
Read More...

ମୁଣ୍ଡରେ ଚଢିଗଲା ମିନିଟ୍ରକ, ବାଇକ ଚାଳକ ମୃତ

ବୌଦ୍ଧ,୧୮/୯: ଆଜି ସକାଳ ପ୍ରାୟ ୮ଟା ବେଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି । ବାଇକ ଚାଳକ ଜଣକ ସୋନପୁର ଜିଲ୍ଲା ଖାରୀ ଅଞ୍ଚଳର ସିପୁନ ମିଶ୍ର (୩୨) ବୋଲି ଜଣାପଡିଛି । ପ୍ରାପ୍ତ ଖବରରୁ ପ୍ରକାଶ ଯେ ବୌଦ୍ଧ ସହରରେ ଏକ ଫାଇନାନ୍ସ କଂପାନୀରେ କାମ କରୁଥିବା
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୧ ତମ ଜନ୍ମଦିନ ପାଳନ କଲା କନ୍ଧମାଳ ଜିଲ୍ଲା ବିଜେପି

ଫୁଲବାଣୀ ୧୭/୯:କନ୍ଧମାଳ ଜିଲ୍ଲାର ଫୁଲବାଣୀ ଭାରତୀୟ ଜନତା ପାର୍ଟି ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଫୁଲବାଣୀ ଗୋପବନ୍ଧୁ, ଜାତୀୟପିତା ମହାତ୍ମା ଗାନ୍ଧିଜୀ ଓ ଡାକ୍ତର ଆମ୍ବେଦକର ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଏହି ଦିନଟିକୁ ସେବା ଦିବସ ଭବେ
Read More...

ଅବ୍ୟବସ୍ଥାରେ ଚାଲିଛି ଟୀକାକରଣ, ସକାଳୁ ଲାଗୁଛି ଲମ୍ବା ଲାଇନ

ଦାରିଙ୍ଗବାଡି,୧୭/୯: ଟୀକା ନେବାପାଇଁ ନାହିଁନଥିବା ଭିଡ଼ । ଏଭଳି ଚିତ୍ର ଆସିଛି ଦାରିଙ୍ଗବାଡି ବ୍ଲକ ସିମନବାଡ଼ି ପଞ୍ଚାୟତ ଟୀକାକରଣ କେନ୍ଦ୍ରରୁ । ଟୀକାକରଣ କେନ୍ଦ୍ର ଆଗରେ ମହିଳା ଓ ପୁରୁଷ ବୃଦ୍ଧ ବୃଦ୍ଧା ମାନେ ଧାଡ଼ିବାନ୍ଧି ଠିଆ ହୋଇଛନ୍ତି ଓ ଠେଲାପେଲା ହୋଇ କିଏ କିଭଳି ପ୍ରଥମେ ଟୀକା
Read More...